Daily Archives

March 10, 2024

କଳାହାଣ୍ଡି କପୁରମାଳ ଗାଁର ମିଠା ମକା ଚାଷୀ ହର ପଟେଲ: ୧ ଏକର ଜମିରେ ମକା ଚାଷ ସହ ଅନ୍ୟାନ୍ୟ ପନିପରିବା ଚାଷ କରିଛନ୍ତି…

କନକ ବ୍ୟୁରୋ: ସୁଇଟକର୍ଣ୍ଣ ଚାଷ ଦେଉଛି ରୋଜଗାର । ପରିବାର ଗୁଜୁରାଣ ମେଂଟାଇବାରେ ସହାୟକ ହୋଇଛି ମିଠା ମକା । ସୁଇଟକର୍ଣ୍ଣ ବଦଳାଇ ଦେଇଛି ଚାଷୀଙ୍କ ଜୀବନ ଶୈଳୀ । ମିଠା ମକା ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ଜୟପାଟଣା ବ୍ଲକ କପୁରମାଲ ଗାଁର ହର ପଟେଲ । ସକାଳ ହେଉ କିମ୍ବା ସଂଧ୍ୟା ଛୋଟ…

ଶାମୁକାରୁ ତିଆରି ହେଉଛି ଘରସଜ୍ଜା ସାମଗ୍ରୀ: ସ୍ୱାବଲମ୍ବୀ ହେଉଛନ୍ତି ଭୋଗରାଇ ବ୍ଲକ ନାଫରାଇ ଗାଁର ୪୦ ଜଣ ମହିଳା

କନକ ବ୍ୟୁରୋ: ଶାମୁକାରୁ ତିଆରି ହେଉଛି ଆକର୍ଷଣୀୟ ଘରସଜ୍ଜା ସାମଗ୍ରୀ । ଡୋର ସ୍କ୍ରିନ୍, ୱାଲ ହ୍ୟାଙ୍ଗିଙ୍ଗ, ଝାଲେରି ଭଳି ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ମହିଳା । ବିନା ତାଲିମରେ ନିଜସ୍ୱ ଉଦ୍ୟମରେ ମହିଳା ମାନେ ଏହି ସବୁ ସାମଗ୍ରୀ ତିଆରି କରି ଲାଭବାନ ହେଉଛନ୍ତି । ଭୋଗରାଇ ବ୍ଳକ ଶଂଖାରୀ…

ମିଶନ ଶକ୍ତି କାଫେ ଦେଖାଇବ ରୋଜଗାରର ବାଟ: ବାମ୍ବୋ କଟେଜରେ ବସି ଖାଇବାର ମଜା ନେଇ ସ୍ଥାନୀୟ ବାସିନ୍ଦା 

କନକ ବ୍ୟୁରୋ: ଯାଜପୁର ଜିଲ୍ଳା ବଡଚଣା ଖୋଲିଲା ରେ ଅତ୍ୟାଧୁନିକ ଭୋଜନାଳୟ । ମିଶନ ଶକ୍ତି କାଫେ ଦେଖାଇବ ରୋଜଗାରର ବାଟ ।  ମହିଳା ହେବେ ସ୍ୱାବଲମ୍ବୀ । ପ୍ରାଥମିକ ପର୍ଯ୍ୟାୟରେ ଦଶ ଜଣ ମହିଳା ସିଧାସଳଖ ପାଇବେ ଆତ୍ମନିଯକ୍ତି । ଉତ୍ପାଦିତ ସାମଗ୍ରୀ ଯୋଗାଇ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ହେବେ…

ପରିଣତ ବଷୟରେ କ୍ଷେତରେ ଫଳାଇଛନ୍ତି ସୁନା ଫସଲ: ଚାକିରି ଆଶାରେ ସମୟ ନଷ୍ଟ କରୁଥିବା ଯୁବପିଢିଙ୍କ ପାଇଁ ପାଲଟିଛି ଉଦାହରଣ

କନକ ବ୍ୟୁରୋ: ଚିଲିକା ମାଟିରେସଫଳ ପରିବା ଚାଷ । ସଫଳତାର ସୋପାନରେ ପହଁଚିବାକୁ ହେଲେ ଜୀବନର ଚଲାପଥରେ ଅନେକ କାର୍ଯ୍ୟ ଆପଣେଇବାକୁ ପଡିଥାଏ । ଏବଂ ଅନେକ ଘାତ ପ୍ରତିଘାତ ମଧ୍ୟ ସାମ୍ନା କରିବାକୁ ପଡିଥାଏ । କିଛି ନୂଆ କରିବାର ଇଛା ଥିଲେ ସଫଳତା ନିଶ୍ଚିତ ମିଳିଥାଏ । ଆମେ କହୁଛୁ ଦୀର୍ଘ ୨ବର୍ଷ…

ପ୍ରବାସୀ ଶ୍ରମିକରୁ ସଫଳ ଚାଷୀ: ଜଣେ ଗରିବ ଚାଷୀଙ୍କ ସଂଘର୍ଷର କାହାଣୀ

କନକ ବ୍ୟୁରୋ: ପ୍ରବାସୀ ଶ୍ରମିକ ରୁ ସଫଳ ଚାଷୀ ପାଲଟିଲେ । ଦିନଥିଲା ବାହାର ରାଜ୍ୟ କୁ ଦାଦନ ଖଟିବା କୁ ଯାଉଥିଲେ ଆଉ ସ୍ତ୍ରୀ ପର ଘରେ ମଜୁରି କାମ କରୁଥିଲେ । ହେଲେ କିଛି କରିବାର ପ୍ରାୟସ ଆଜି ତାଙ୍କୁ ଜଣେ ସଫଳ ଚାଷୀ କରି ଗଢିତୋଳିଛି । ଦିନଥିଲା ଅନ୍ୟ ପାଖରେ କାମ କରୁଥିବା ଅନନ୍ତ ଏବେ ଅନ୍ୟ…

ଟେଟ୍ରାହେଡ୍ରନ୍ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସ୍ ତରଫରୁ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ।

କନକ ବ୍ୟୁରୋ: କଟକ ଟାଙ୍ଗୀ ସ୍ଥିତ ଟେଟ୍ରାହେଡ୍ରନ୍ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସ୍ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଗ୍ରୀଷ୍ମକାଳୀନ ଏହି ଶିବିରରେ ୧୮୪ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଜିଲ୍ଲା ରେଡକ୍ରସ୍ ସୋସାଇଟି କଟକର ସହଯୋଗ ଏବଂ ଅନୁଷ୍ଠାନର…