Daily Archives

March 26, 2024

ସମ୍ବଲପୁରର ପିରବାବା ଛକରେ ବୋମାମାଡ ଅଭିଯୋଗ: ପୋଡିଲା ବୁଲେଟ, କାରଣ ଏବେ ବି ଅସ୍ପଷ୍ଟ

କନକ ବ୍ୟୁରୋ: ସମ୍ବଲପୁରର ପିରବାବା ଛକରେ ବୋମାମାଡ ହୋଇଥିବା ଅଭିଯେ୍ଧଜ୍ଞ ହୋଇଛି । ଏଥିରେ ଦୁଇଜଣ ହୋଇଛନ୍ତି । ବୋମାମଡରେ ଗୋଟିଏ ବୁଲେଟ ପୋଡିଯାଇଛି । ପିରବାବ ଫ୍ଲାଏଓଭର ଉପରୁ ବୋମାମାଡ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଆଜି ପ୍ରାୟ ୬ଟାର ୬.୩୦ ମଧ୍ୟରେ ହୋଇଛି । ବୋମାମାଡ…

ହୋଲିରେ ରଙ୍ଗମୟ ସାରା ଦେଶ । ଅବିର ବୋଳି ପରସ୍ପରକୁ ଶୁଭେଚ୍ଛା ଜଣାଇଲେ ଦେଶବାସୀ

କନକ ବ୍ୟୁରୋ : ହୋଲି ପାଇଁ ଉତ୍ସବମୁଖର ସାରା ଦେଶ । ଅବିରରେ ରଙ୍ଗେଇ ହୋଇଛି ଗାଁଠୁ ସହର । ପିଲାଠୁ ବୟସ୍କ ସମସ୍ତେ ହୋଲି ଖେଳରେ ମସଗୁଲ ହୋଇଛନ୍ତି । ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସିଛନ୍ତି । ପରିବାରବର୍ଗ, ବନ୍ଧୁୁ, ପ୍ରିୟଜନଙ୍କୁ ନେଇ ରଙ୍ଗ ଖେଳିଛନ୍ତି । ଜାତି, ଧର୍ମ, ବର୍ଣ୍ଣ…

ମାଲବାହୀ ଜାହାଜ ଧକ୍କାରେ ଭୁଷୁଡ଼ିପଡ଼ିଲା ପୋଲ । ଆମେରିକାର ବାଲଟିମୋରରେ ପୋଲ ଭୁଷୁଡ଼ିବାର ଦୃଶ୍ୟ ଭାଇରାଲ

କନକ ବ୍ୟୁରୋ : ମାଲବାହୀ ଜାହାଜ ଧକ୍କାରେ ଭୁଷୁଡି ପଡ଼ିଲା ପୋଲ । ଆମେରିକାର ମାରିଲ୍ୟାଣ୍ଡ ବାଲଟିମୋରରେ ଏହି ଦୁର୍ଘଟଣା ଘଟିଛି । ପୋଲଟି ଭାଙ୍ଗି ନଦୀ ଭିତରକୁ ଖସି ପଡ଼ିଛି । ଏହାର ଦୃଶ୍ୟ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ପୋଲ ଦେଇ ସବୁଦିନ ବହୁ ମାଲବାହୀ ଜାହାଜ ଯାତାୟତ କରନ୍ତି ।…

ପଂଜାବରେ ଏକାକୀ ଲୋକସଭା ନିର୍ବାଚନ ଲଢ଼ିବ ବିଜେପି । ଅକାଳୀ ସହ ମେଂଟ ସମ୍ଭାବନାକୁ ଲାଗିଲା ଝଟକା

କନକ ବ୍ୟୁରୋ : ପଂଜାବରେ ଏକାକୀ ଲଢ଼ିବ ବିଜେପି । ରାଜ୍ୟ ବିଜେପି ମୁଖ୍ୟଙ୍କ ଏହି ବୟାନ ପରେ ଏବେ ଚର୍ଚ୍ଚା ବଢ଼ିଛି । କାରଣ ଆକଳନ କରାଯାଉଥିଲା ଯେ, ଅକାଳି ଦଳ ସହ ମିଶି ରାଜ୍ୟରେ ବିଜେପି ଲୋକସଭା ନିର୍ବାଚନ ଲଢ଼ିବ । ଏନେଇ ଦୁଇପକ୍ଷ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଥିବା ମଧ୍ୟ କୁହାଯାଉଥିଲା । ହେଲେ…

କଂଗ୍ରେସରେ ମିଶିବେ କି ବରୁଣ ଗାନ୍ଧୀ? କଂଗ୍ରେସରୁ ଆସିଲା ଅଫର, ଅଧୀର ରଂଜନ କହିଲେ ମିଶିବାକୁ ଚାହିଁଲେ କରାଯିବ ସ୍ୱାଗତ

କନକ ବ୍ୟୁରୋ : ବିଜେପି ଛାଡ଼ିବେ କି ବରୁଣ ଗାନ୍ଧୀ? ଲୋକସଭା ନିର୍ବାଚନ ପାଇଁ ତାଙ୍କୁ ବିଜେପି ଟିକେଟ ଦେଇ ନାହିଁ । ଉତର ପ୍ରଦେଶର ପିଲଭିଟ ଆସନରୁ ଲଢ଼ି ଲଗାତର ଭାବେ ଜିତିଆସୁଥିଲେ ବରୁଣ । ହେଲେ ଏଥର ବିଜେପି ତାଙ୍କର ଟିକେଟ କାଟିଦେଇଛି । ଏପରି ସମୟରେ ତାଙ୍କୁ କଂଗ୍ରେସରୁ ମିଶିବା ପାଇଁ…

କଙ୍ଗନାଙ୍କ ଉପରେ ଆପତିଜନକ ମନ୍ତବ୍ୟ ଦେଇ ବିବାଦରେ କଂଗ୍ରେସ ମୁଖପାତ୍ର । ସ୍ପଷ୍ଟୀକରଣ ରଖିଲେ ସୁପ୍ରିୟା ସ୍ରିନେତ

କନକ ବ୍ୟୁରୋ :  କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେଟଙ୍କ ସୋସିଆଲ ମିଡିଆ ଆକାଉଂଟ୍ରୁ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ନେଇ ଏକ ଆପତିଜନକ ପୋଷ୍ଟ ପରେ ବଡ ବିବାଦ ମୁଣ୍ଡ ଟେକିଛି । ଏହାକୁ ନେଇ କଙ୍ଗନା କହିଛନ୍ତି, ପ୍ରତ୍ୟେକ ମହିଳାଙ୍କ ସ୍ୱାଭିମାନ ଅଛି । ବିଜେପି ଓ କଙ୍ଗନା ବିବାଦୀୟ ପୋଷ୍ଟକୁ…