Daily Archives

March 13, 2024

ଆସିଲା ବିଜେପିର ଦ୍ୱିତୀୟ ଲୋକସଭା ପ୍ରାର୍ଥୀ ତାଲିକା । ଏଥର ବି ତାଲିକାରେ ନାହିଁ ଓଡ଼ିଶା ।

କନକ ବ୍ୟୁରୋ: ଜାରି ହୋଇଛି ବିଜେପିର ଦ୍ୱିତୀୟ ଲୋକସଭା ପ୍ରାର୍ଥୀ ତାଲିକା । ଲୋକସଭା ପାଇଁ ଆଉ ୭୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ । କିନ୍ତୁ ଏଥର ବି ଏହି ତାଲିକାରେ ଓଡ଼ିଶାର କୌଣସି ବି ଆସନର ପ୍ରାର୍ଥୀ ଘୋଷଣା ହୋଇନାହିଁ । ବରଂ ତାଲିକାରେ ବଡ଼ ବଡ଼ ନେତାଙ୍କ ନାଁ ରହିଛି । ବଡ କଥା…

ମଧ୍ୟପ୍ରଦେଶ କ୍ୟାବିନେଟ ମନ୍ତ୍ରୀଙ୍କ ଅଜବ ବୟାନ । ହେମାମାଳିନୀଙ୍କ ଉପରେ ଦେଲେ ବିବାଦୀୟ ଟିପ୍ପଣୀ ।

କନକ ବ୍ୟୁରୋ: ଅଭିନେତ୍ରୀ ତଥା ବିଜେପି ସାଂସଦ ହେମା ମାଳୀନୀଙ୍କୁ ବ୍ରାଣ୍ଡ ଆମ୍ବାସେଡର କରନ୍ତୁ ପୋଷ୍ଟ ଅଫିସରେ ଡିପୋଜିଟ ବଢ଼ିବ । ଏବେ ଏଭଳି କିଛି ମତ ରଖି ଚର୍ଚ୍ଚାକୁ ଆସିଛନ୍ତି ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ବିଜୟ ଶାହା । ମନ୍ତ୍ରୀ କହିଛନ୍ତି ପୋଷ୍ଟ ଅଫିସରେ ସୁଧହାର ବେଶ ଭଲ, ସରକାରୀ…

ପୁଟିନଙ୍କ ପରମାଣୁ ଆକ୍ରମଣ ଧମକରେ ଛାନିଆ ବିଶ୍ୱ ।

କନକ ବ୍ୟୁରୋ: ୟୁକ୍ରେନକୁ ସାମରିକ ସହାୟତା ଯୋଗାଇଲେ ଆମେରିକା ଓ ପଶ୍ଚିମ ଦେଶ ଉପରେ ରୁଷ ପରମାଣୁ ଆକ୍ରମଣ କରିବାକୁ ପଛାଇବନି ବୋଲି କହିଲେ ରାଷ୍ଟ୍ରପତି ପୁଟିନ । ସୋସିଆଲ ମିଡିଆ ପୋଷ୍ଟ କରି ଚିନ୍ତା ପ୍ରକାଶ କଲେ ବିଭିନ୍ନ ଦେଶର ନାଗରିକ । ପରମାଣୁ ଆକ୍ରମଣ ଧମକ ଦେଲେ ରୁଷ ରାଷ୍ଟ୍ରପତି ।…

କାହିଁକି କରୁଥିଲେ କ୍ୟାଟରିଂ ଚାକିରି କରୁଥିଲେ ଟିମ ଇଣ୍ଡିଆର ଦ୍ରୁତତମ ବୋଲର ମହମ୍ମଦ ସିରାଜ? କହିଲେ କେମିତି କଟିଥିଲା…

କନକ ବ୍ୟୁରୋ: ଚର୍ଚ୍ଚାରେ ଟିମ ଇଣ୍ଡିଆର ଦ୍ରୁତତମ ବୋଲର ମହମ୍ମଦ ସିରାଜଙ୍କ ଭିଡିଓ । ଏହି ଭିଡିଓ ଜୀବନ ସଂଘର୍ଷ କଥା ନିଜେ ବଖାଣିଛନ୍ତି ସିରାଜ । କେମିତି କଟିଥିଲା ତାଙ୍କ ପିଲାଦିନ, କାହିଁକି କରିବାକୁ ପଡିଥିଲା କ୍ୟାଟରିଂ ଚାକିରି । ସେହି ସବୁ ସଂଘର୍ଷ କଥାର ଭିଡିଓରେ ଦେଖିବାକୁ ମିିଳିଛି ।…

ବିବାହ ଶୋଭାଯାତ୍ରା ବେଳେ ଛୁରାମାଡ । ଜଣଙ୍କର ମୃତ୍ୟୁ । ୧୦ ଦିନ ତଳେ ହୋଇଥିଲା ବାହାଘର ।

କନକ ବ୍ୟୁରୋ: ଗାଁ ପାଲଟିଛି ପୋଲିସ ଛାଉଣୀ, ଉତ୍ୟକ୍ତ ଲୋକେ କରିଛନ୍ତି ବ୍ୟାପକ ପୋଡାଜଳା । ଦୋକାନ ପୋଡିଛି, ଘର ପୋଡିଛି ଓ ଗାଡି ପୋଡିଛି । ମୋହନା ଥାନା ଚନ୍ଦ୍ରଗିରି ଗାଁରେ ବିବାହ ଶୋଭାଯାତ୍ରା ଚାଲିଥିଲା ଆଉ ଏହି ସମୟରେ ଗାଁର ପ୍ରଶାନ୍ତ ପ୍ରଧାନଙ୍କୁ ଛୁରାମାଡ କରିଥିଲେ ଶ୍ରୀହରି ପ୍ରଧାନ ।…

ନିର୍ବାଚନୀ ଟିକେଟ ପାଇଁ ଭାଇ-ଭଉଣୀ ବିବାଦ । ବାବୁନ ବାର୍ନାଜୀଙ୍କ ସହ ସବୁ ସମ୍ପର୍କ ତୁଟାଇଲେ ମମତା ବାର୍ନାଜୀ ।

କନକ ବ୍ୟୁରୋ: ନିର୍ବାଚନ ପାଇଁ ଭାଇକୁ ପର କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଟିଏମସି ପ୍ରାର୍ଥୀ ବିରୋଧରେ ଭାଇ ବାବୁନ ବାର୍ନଜୀ ସ୍ୱାଧୀନପ୍ରାର୍ଥୀଭାବେ ଛିଡା ହେବା ପରେ ମମତା ତାଙ୍କ ସହ ସବୁ ସମ୍ପର୍କ କାଟିଥିବା କହିଛନ୍ତି । ମମତା କହିଛନ୍ତି ଲୋଭି ଲୋକଙ୍କୁ ସେ ଘୃଣା କରନ୍ତି ସେ…