Daily Archives

March 8, 2024

କ୍ରିକେଟ ପିଚ୍ ଛାଡି ରାଜନୀତିରେ ପାଦ ଥାପିପାରନ୍ତି ମହମ୍ମଦ ସାମି: ପଶ୍ଚିମବଙ୍ଗର ବଶିରହାଟ ଲୋକସଭା ଆସନରୁ ବିଜେପି…

କନକ ବ୍ୟୁରୋ: କ୍ରିକେଟ ପିଚ୍ ଛାଡି ରାଜନୀତିରେ ପାଦ ଥାପିପାରନ୍ତି କ୍ରିକେଟର ମହମ୍ମଦ ଶାମି । ବିଜେପି ଏବେ ଏହି ଷ୍ଟାର କ୍ରିକେଟରଙ୍କୁ ନିର୍ବାଚନ ମୈଦାନରେ ପ୍ରାର୍ଥୀ କରିବାକୁ ଯୋଜନା କରୁଛି । ଶାମି ପଶ୍ଚିମବଙ୍ଗ ରଣଜୀଟ୍ରଫି ଖେଳି ପେସ୍ ବୋଲର ଭାବେ ଅନ୍ତର୍ଜାତୀୟ କ୍ରିକେଟକୁ ଆସିଥିଲେ ।…

ସାରା ଦେଶରେ ଶିବରାତ୍ରୀର ଭକ୍ତପୂର୍ଣ୍ଣ ମାହୋଲ: ଶୈବପୀଠରେ ଶହ ଶହ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ

କନକ ବ୍ୟୁରୋ: ଆଜି ପବିତ୍ର ମହରାଶିବରାତ୍ରୀ, ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପତି ହେଉଛି ଗଗନ ପବନ । ଚଳଚଂଚଳ ରାଜ୍ୟର ପ୍ରମୁଖ ଶୈବପୀଠ, ଉପବାସ ରଖି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ । ରାଜ୍ୟ ଓ ରାଜ୍ୟବାହାର ଶିବ ମନ୍ଦିରରେ ଦେଖିବାକୁ ମିଳିଛି ଭକ୍ତଙ୍କ ପ୍ରବଳ ଜନସମାଗମ । ଶ୍ରଦ୍ଧାଳୁ…

ଦେଶର ପ୍ରଥମ ନ୍ୟାସନାଲ କଣ୍ଟେଣ୍ଟ କ୍ରିଏଟର ଆୱାର୍ଡ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ: ୩ ଜଣ ଇଂଟରନ୍ୟାସନାଲ କ୍ରିଏଟରଙ୍କ…

କନକ ବ୍ୟୁରୋ: ଦେଶରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ପ୍ରଥମ ନ୍ୟାସନାଲ କଟେଂଟ୍ କ୍ରିଏଟର ଆୱାଡ । ସୋସିଆଲ ମିଡିଆ ପ୍ରତିଭାମାନଙ୍କୁ ସମ୍ମାନ ଜଣାଇବା ପାଇଁ ଏଭଳି ଆୱାର୍ଡ କାର୍ଯ୍ୟକ୍ରମରେ ଆୟୋଜନ କରାଯାଉଛି । ଦିଲ୍ଲୀ ଭାରତ ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ କରିଛନ୍ତି…

ଏନଡିଏକୁ ଫେରିବେ ପୁରୁଣା ସହଯୋଗୀ ଦଳ ଟିଡିପି ଓ ଅକାଳି: ଦିଲ୍ଲୀରେ ଅମିତ ଶାହଙ୍କୁ ଭେଟି ଆଲୋଚନା କଲେ ଚନ୍ଦ୍ରବାବୁ…

କନକ ବ୍ୟୁରୋ: ଆଗାମୀ ଲୋକସଭା ନିର୍ବାଚନରେ ଇଣ୍ଡିଆ ମେଂଟକୁ ଚେକ ଦେବା ପାଇଁ ମାପିଚୁପି ରଣନୀତି ପ୍ରସ୍ତୁତ କରୁଛି ବିଜେପି । ଅଧିକରୁ ଅଧିକ ଆଂଚଳିକ ଦଳ ସହ ମେଂଟ କରିବା ଉପରେ ତର୍ଜମା କରୁଛି ଦଳର କୋର ଟିମ୍ । ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟୁଡୁଙ୍କ ଦଳ ଟିଡିପି…

ଶୁଖିଲାଣି ବେଙ୍ଗାଲୁରୁ, ମିଳୁନି ପାଣି: ପାଣି ସଙ୍କଟର ସମାଧାନ ପାଇଁ ପ୍ରଶାସନର ବଡ ନିଷ୍ପତି

କନକ ବ୍ୟୁରୋ: ପାଣି ପାଇଁ ଲାଗିଛି ଲମ୍ବା ଲାଇନ୍ । ପାଣି ବାଲଟିଏ ପାଇଁ ଘଂଟା ଘଂଟା ଧରି ଅପେକ୍ଷା । ଟ୍ୟାଙ୍କର ପାଣିକୁ ଭରସା । ପୁଣି ପାଣି ଲିଟର ଦର ବି ବଢ଼ିଚାଲିଛି ।  ଦେଶର କୌଣସି ପଛୁଆ ଅଂଚଳର ନୁହେଁ, ବରଂ ଦେଶର ଆଇଟି ହବ୍ ବେଙ୍ଗଲୁରୁରୁ । କିଛି ମାସ ତଳେ ପାଣି ଘେରରେ ଅଣନିଶ୍ୱାସୀ…

ରାଜ୍ୟସଭାକୁ ମନୋନୀତ ହେଲେ ଲେଖକ ସୁଧା ମୂର୍ତି: ସୁଧାଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ…

କନକ ବ୍ୟୁରୋ: ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି ଇନଫୋସିସ ଫାଉଣ୍ଡେସନ ପ୍ରତିଷ୍ଠାତା ନାରାୟଣ ମୂର୍ତିଙ୍କ ପତ୍ନି ତଥା ଲେଖକ ସୁଧା ମୂର୍ତି । ସୁଧା ମୂର୍ତିଙ୍କୁ ରାଜ୍ୟସଭାକୁ ମନୋନିତ କରିଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଧନ୍ୟବାନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସୋସିଆଲ ମିଡିଆ…