Daily Archives

March 19, 2024

୨୦୨୬ ସୁଦ୍ଧା ଭାରତରେ ଗଡିବ ବୁଲେଟ ଟ୍ରେନ: ଗୁଜରାଟର ସୁରଟରୁ ଭାରତର ପ୍ରଥମ ବୁଲେଟ୍ ଟ୍ରେନ ଗଢିବା ନେଇ ରେଳମନ୍ତ୍ରୀ…

କନକ ବ୍ୟୁରୋ: ୨୦୨୬ ସୁଦ୍ଧା ଭାରତରେ ଗଡିବ ବୁଲେଟ ଟ୍ରେନ । ଗୁଜରାଟର ସୁରଟରୁ ଭାରତର ପ୍ରଥମ ବୁଲେଟ୍ ଟ୍ରେନ ଗଢିବା ନେଇ ସୂଚନା ଦେଇଛନ୍ତିି ରେଳମନ୍ତ୍ରୀ ଅଶ୍ୱୀନୀ ବୈଷ୍ଣବ । ବିକଶିତ ଭାରତ ସମ୍ମିଳନୀରେ ଯୋଗଦେଇ ରେଳମନ୍ତ୍ରୀ କହିଛନ୍ତି, ୨୦୨୬ ସୁଦ୍ଧା ଅହମଦାବାଦରୁ ମୁମ୍ବାଇ ୫୦୮ କିଲୋମିଟରର…

ମଧ୍ୟପ୍ରଦେଶ ଜବଲପୁରରୁ ଆସିଲା ଚାଂଚଲ୍ୟକର ହତ୍ୟା ମାମଲା: ରୋଷେଇ ଘରୁ ବାପା, ଫ୍ରିଜରୁ ମିଳିଲା ୮ବର୍ଷର ପୁଅର…

କନକ ବ୍ୟୁରୋ: ମଧ୍ୟପ୍ରଦେଶ ଜବଲପୁରରୁ ଆସିଲା ଜଘନ୍ୟ ହତ୍ୟା ମାମଲା । ବାପା ଓ ପୁଅଙ୍କ ଶବ ମିଳିଲା ରୋଷେଇ ଘରୁ । ଫ୍ରିଜ ଭିତରେ ନାବାଳକ ପୁଅର ଖଣ୍ଡବିଖଣ୍ଡିତ ଶରୀର ଓ ରୋଷେଇ ଘରେ ରକ୍ତଜୁଡୁବୁଡୁ ଜଣେ ୫୨ବର୍ଷ ବୟସ ବ୍ୟକ୍ତିଙ୍କ ମୃତଦେହକୁ ଜବତ କରିଛି ପୁଲିସ । ମୃତ ବ୍ୟକ୍ତିଙ୍କ ନାଁ…

ତାମିଲନାଡୁ ସେଲମର ବିଜେପିକର୍ମୀ ରମେଶଙ୍କୁ ମନେପକାଇ ପୂର୍ବ ସ୍ମୃତି ବଖାଣିଲେ ମୋଦୀ: ୨୦୧୩ରେ କର୍ମୀଙ୍କୁ କରାଯାଇଥିଲା…

କନକ ବ୍ୟୁରୋ: ଜନସଭାରେ ଭାବବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ ମୋଦୀ । ତାମିଲନାଡୁ ସେଲମରେ ବିଜେପିର ଜନସଭାରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଦଳର ଦିଂବଗତ ବିଜେପିକର୍ମୀଙ୍କ କଥା ମନେପକାଇ ଭାବବିହ୍ୱଳ ହୋଇପଡିଛନ୍ତି । ୧୧ବର୍ଷ ପୂର୍ବରୁ ରମେଶ ନାମକ ଜଣେ ଦଳୀୟକର୍ମୀଙ୍କୁ ହତ୍ୟା କରାଯାଇଥିଲା ଓ…

ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସକୁ ବଡ ଝଟକା: ଦଳ ଛାଡିଲେ ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା । ହାତ ଛାଡ଼ିଲେ ବିଧାୟକ ଅଧିରାଜ ପାଣିଗ୍ରାହୀ । କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଅଧିରାଜ ପାଣିଗ୍ରାହୀ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି ଇସ୍ତଫାପତ୍ର । ଦୀର୍ଘ ୨୫ ବର୍ଷ ଧରି ସେବା…

ଓଡିଶା ଦୃଷ୍ଟିହୀନ ସଂଘରେ ଚାଲିଛି ବିବାହ ମଣ୍ଡପ । ବିିବାହ, ବ୍ରତଘର ବନ୍ଦ ପାଇଁ ନିର୍ଦ୍ଦେଶ ଦେଲା ବିଭାଗ

କନକ ବ୍ୟୁରୋ: ସଜେଇ ହୋଇଛି ବିବାହ ମଣ୍ଡପ । ଆଗାମୀ ବିବାହ ଭୋଜି ପାଇଁ ଟେଣ୍ଟ ବି ଲଗାଯାଉଛି । ଏସି ଘର ଭିତର ବି ରଙ୍ଗ ବେରଙ୍ଗ ଫୁଲରେ ସଜେଇ ହୋଇଛି । ବର ବଧୁଙ୍କ ପାଇଁ ସୋଫା ଓ ଅତିଥିଙ୍କ ପାଇଁ ଭଳିକି ଭଳି ଚେୟାର ବି ରହିଛି । ଖୋଲା ଆକାଶ ତଳେ ଭୋଜିର ଆୟୋଜନ କରିବାକୁ ଚାହୁଁଥିଲେ ସେ…

ଭ୍ଲାଦିମିର ପୁଟିନଙ୍କ ବିପୁଳ ବିଜୟ: ଲଗାତର ପଞ୍ଚମ ଥର ହେଲେ ରୁଷିଆ ରାଷ୍ଟ୍ରପତି

କନକ ବ୍ୟୁରୋ: ଭ୍ଲାଦିମିର ପୁଟିନ ପଂଚମ ଥର ପାଇଁ ରୁଷିଆର ରାଷ୍ଟ୍ରପତି ହୋଇଛନ୍ତି । ନିକଟରେ ସରିଥିବା ନିର୍ବାଚନରେ ତାଙ୍କୁ ୮୮ପ୍ରତିଶତ ଭୋଟ୍ ମିଳିଛି । ଫଳରେ ସେ ଆଉ ୬ବର୍ଷ ପାଇଁ ଶାସନରେ ରହିବେ । ବଡ଼ କଥା ହେଉଛି ଗତ ୨୪ବର୍ଷରେ ପୁଟିନଙ୍କୁ ପରାସ୍ତା କରିବାରେ କେହି ସକ୍ଷମ ହୋଇନାହାନ୍ତି ।…