Daily Archives

March 24, 2024

ଓଡ଼ିଶାର ୨୧ଟି ଲୋକସଭା ଆସନରୁ ୧୮ଟି ଆସନ ପାଇଁ ବିଜେପି ଜାରିକଲା ପ୍ରାର୍ଥୀ ତାଲିକା । ଜାଣନ୍ତୁ କେଉଁ ଆସନ ପାଇଁ କାହାକୁ…

କନକ ବ୍ୟୁରୋ : ଓଡିଶାର ୨୧ଟି ଆସନ ମଧ୍ୟରୁ ୧୮ଟି ଆସନ ପାଇଁ ବିଜେପି ଜାରି କଲା ପ୍ରାର୍ଥୀ ତାଲିକା । ବରଗଡ - ପ୍ରଦୀପ ପୁରୋହିତ ସୁନ୍ଦରଗଡ- ଜୁଏଲ ଓରାମ ସମ୍ବଲପୁର -ଧର୍ମେନ୍ଦ୍ର ପ୍ରଧାନ କେଉଁଝର- ଅନନ୍ତ ନାୟକ ମୟୁରଭଞ୍ଜ- ନବ ଚରଣ ମାଝୀ ବାଲେଶ୍ୱର -ପ୍ରତାପ ଷଡଙ୍ଗୀ ଭଦ୍ରକ-…

ଓଡିଶା ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ଜାଣନ୍ତୁ କେଉଁ ଆସନରୁ ଲଢିବ କିଏ ?

କନକ ବ୍ୟୁରୋ : ଓଡିଶାର ଲୋକସଭା ଆସନଗୁଡିକ ପାଇଁ ବିଜେପି ତରଫରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ବରଗଡ ପାଇଁ ପ୍ରଦୀପ ପୁରୋହିତ, ସୁନ୍ଦରଗଡ ପାଇଁ ଜୁଏଲ ଓରାମ, ସମ୍ବଲପୁର ପାଇଁ ଧର୍ମେନ୍ଦ୍ର ପ୍ରଧାନ, କେଉଁଝର ପାଇଁ ଅନନ୍ତ ନାୟକ, ମୟୁରଭଞ୍ଜ ପାଇଁ ନବ ଚରଣ ମାଝୀ, ବାଲେଶ୍ୱର ପାଇଁ…

ଫୋକସରେ ନୂଆ ଭୋଟର ଓ ଛାତ୍ରଛାତ୍ରୀ । ସୋସିଆଲ୍ ମିଡିଆ ପାଲଟିବ ପ୍ରମୁଖ ଅସ୍ତ୍ର

କନକ ବ୍ୟୁରୋ: ନୂଆ ଭୋଟର ସହ ଛାତ୍ରଛାତ୍ରୀଙ୍କ ଉପରେ ସବୁ ରାଜନୈତିକ ଦଳର ଆଖି । ସେମାନଙ୍କୁ ନିଜ ଆଡକୁ ଆଣିବା ପାଇଁ ପ୍ରସ୍ତୁତ ହେଉଛି ରଣନୀତି । ଏଥିପାଇଁ ବିଜୁଛାତ୍ର ଜନତା ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ରାଜ୍ୟ ସରକାରଙ୍କ ନୂଆ-ଓ ଏବଂ ସ୍କଲାରସିପ ଭଳି କାର୍ଯ୍ୟକ୍ରମକୁ ଅସ୍ତ୍ର…

ହୀରାକୁଦରେ ଡରାଉଛି ଡାଇରିଆ । ଅନୁଧ୍ୟାନ କଲେ ଡାକ୍ତରୀ ଟିମ୍ । ସେପଟେ ଡାଇରିଆ ନିୟନ୍ତ୍ରଣ ପାଇଁ ଚିଠି ଲେଖିଲେ…

କନକ ବ୍ୟୁରୋ: ଡରାଉଛି ଡାଇରିଆ । ହୀରାକୁଦ ସହରରେ ବ୍ୟାପିଥିବା ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ ଟପିଥିବା ବେଳେ ଏପର୍ଯ୍ୟନ୍ତ ୨ ଜଣଙ୍କ ମୃତ୍ୟୁ ହୋଇଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ୍ରମେ ୨ ଜଣିଆ ଟିମ୍ ହୀରାକୁଦରେ ପହଞ୍ଚି…

ବି-ଟେକ୍ ଇଞ୍ଜିନିୟରରୁ ସଫଳ ଚାଷୀ । ସୂର୍ଯ୍ୟମୁଖୀ, ପନିପରିବା ଓ ଜିଆଖତ ଚାଷ କରୁଛନ୍ତି ଭଂଜନଗର ଡ଼ାଙ୍ଗୁଆପଲ୍ଲୀ ଗାଁର…

କନକ ବ୍ୟୁରୋ : ୨୦୧୦ରେ ଆଇଟିଆଇ ଓ ୨୦୧୩ରେ ବି-ଟେକ୍ ପାସ କରି ଔରଙ୍ଗାବାଦରେ ଟେକିନିକାଲ ପୋଷ୍ଟରେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ ଭଞ୍ଜନଗର ଡଙ୍ଗୁଆପଲ୍ଲୀ ଗାଁର ଜିତେନ୍ଦ୍ର ରାଉତ । ଏପଟେ ଘରେ ବାପା ଓ ମା ଏକୁଟିଆ ରହୁଥିଲେ । ଦୁଇ ଭଉଣୀକୁ ଧାର କରଜ କରି ବାପା ବାହାଦେବା ପରେ ଘର ଚଳିବା…

ଭୋଗରାଇ ବାଡ଼ସରିଷା ଗାଁ ମହିଳାଙ୍କ ରୋଜଗାରର ମାଧ୍ୟମ ପାଲଟିଛି ମୁଢ଼ି ସନ୍ତୁଳା । ବିନା ତାଲିମରେ ଚୁଡ଼ା ଓ ମୁଢ଼ିରେ…

କନକ ବ୍ୟୁରୋ : ବିନା ତାଲିମରେ ଗାଁ ମହିଳା ମାନେ କରୁଛନ୍ତି ଭଲ ରୋଜଗାର । ଚୁଡ଼ା ଓ ମୁଢ଼ିରେ ପ୍ରସ୍ତୁତ କରୁଛନ୍ତି ସୁସ୍ୱାଦୁ ଜଳଖୀଆ । ମୁଢ଼ି, ମିକ୍ସର, ବାଦାମ, ନଡ଼ିଆ, କାଜୁ ଓ ଅନ୍ୟାନ୍ୟ ଡ୍ରାଏ ଫ୍ରୁଟସ ମିଶାଇ ମହିଳା ମାନେ ପ୍ରସ୍ତୁତ କରୁଥିବା ଏହି ଜଳଖୀଆର ଚାହିଦା ସ୍ଥାନୀୟ ବଜାରରେ ବେଶ…