Daily Archives

March 4, 2024

ବ୍ୟାଡମିଣ୍ଟନରୁ ସନ୍ନ୍ୟାସ ନେଲେ ସାଇ ପ୍ରଣୀତ । ବିଶ୍ୱ ଚାମ୍ପିୟନସିପରେ ରଚିଥିଲେ ଇତିହାସ । ଭାରତ ପାଇଁ ଆଣିଥିଲେ…

କନକ ବ୍ୟୁରୋ: ବ୍ୟାଡମିଣ୍ଟନରୁ ସନ୍ନ୍ୟାସ ନେଲେ ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ବି ସାଇ ପ୍ରଣୀତ । ୩୧ ବର୍ଷୀୟ ଏହି ଖେଳାଳି ସୋମବାର ନିଜର ସନ୍ନ୍ୟାସ ଘୋଷଣା କରିଛନ୍ତି । ତେବେ ସାଇ ପ୍ରଣୀତ ହେଉଛନ୍ତି ସେହି ଖେଳାଳି, ଯିଏକି ୨୦୧୯ ମସିହାରେ ବିଶ୍ୱ ଚାମ୍ପିୟନସିପରେ ଇତିହାସ ରଚିବା ସହିତ…

ହିମାଚଳର ରାଜ୍ୟସଭା ସିଟରୁ ଇସ୍ତଫା ଦେଲେ ଜେପି ନଡ୍ଡା । ଗୁଜରାଟରୁ ରହିବେ ରାଜ୍ୟସଭା ସାଂସଦ ।

କନକ ବ୍ୟୁରୋ: ହିମାଚଳ ପ୍ରଦେଶର ରାଜ୍ୟସଭା ସିଟରୁ ଇସ୍ତଫା ଦେଲେ ଜେପି ନଡ୍ଡା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହିମାଚଳ ପ୍ରଦେଶରୁ ନିର୍ବାଚିତ ହେଇଥିବା ରାଜ୍ୟସଭା ସିଟରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପତ୍ରକୁ ରାଜ୍ୟସଭା ଅଧ୍ୟକ୍ଷ ଗ୍ରହଣ କରିନେଇଛନ୍ତି । ତେବେ ସେ ବର୍ତ୍ତମାନ ନୂଆକରି…

ବୈଦେଶିକ ମନ୍ତ୍ରୀଙ୍କୁ ବିଗ ବିଙ୍କ ପ୍ରଶଂସା: ସୋସିଆଲ ମିଡିଆ ପୋଷ୍ଟରେ ଜୟଶଙ୍କରଙ୍କ ଜବାବକୁ ସମର୍ଥନ ସହ ପ୍ରଶଂସା କଲେ…

କନକ ବ୍ୟୁରୋ: ଭାରତୀୟ ବୈଦେଶିକମନ୍ତ୍ରୀଙ୍କୁ ବିଗ ବିଙ୍କ ପ୍ରଶଂସା । ସୋସିଆଲ ମିଡିଆ ପୋଷ୍ଟରେ ଏସ ଜୟଶଙ୍କରଙ୍କ ସେହି ଜବାବ ଉପରେ ଅମିତାଭ ବଚ୍ଚନ ସମର୍ଥନ ସହ ପ୍ରଶଂସା କରିଛନ୍ତି ଯେଉଁଥିରେ ମାଲଦ୍ୱୀପକୁ ଭାରତୀୟ ବୈଦେଶିକମନ୍ତ୍ରୀ ଉଚିତ ଜବାବ ଦେଇଛନ୍ତି । ନିକଟରେ ମାଲଦ୍ୱୀପ ରାଷ୍ଟ୍ରପତି…

ପୁଣି ଗର୍ଜିବେ ଚାଷୀ, ୬ରୁ ଆରମ୍ଭ ହେବ ଆନ୍ଦୋଳନ: ଦିଲ୍ଲୀକୁ ଆସିବେ ଶହ-ଶହ ଚାଷୀ, କରିବେ ବିକ୍ଷୋଭ

କନକ ବ୍ୟୁରୋ: କିଛି ଦିନର ବିରତି ପରେ ୬ ତାରିଖଠୁ ପୁଣି ଗର୍ଜିବେ ଚାଷୀ । ଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ସହ ଦିଲ୍ଲୀ ଚଲୋ ଆନ୍ଦୋଳନକୁ ଜୋରଦାର କରିବେ । ଏନେଇ ଚାଷୀ ନେତା ସରୱନ ସିଂ ପଣ୍ଢେର ସୂଚନା ଦେଇଛନ୍ତି ।ସେହିପରି ମାର୍ଚ୍ଚ ୧୦ ତାରିଖରେ ସାରା ଦେଶରେ ଚାଷୀମାନେ ରେଳରୋକ କରିବେ ।…

ମାନିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ଇଡିର ଜେରା ପାଇଁ ହେଲେ ପ୍ରସ୍ତୁତ: ମାର୍ଚ୍ଚ ୧୨ ତାରିଖ ପରେ ଭିଡିଓ କନଫେରେନ୍ସରେ ସବୁ…

କନକ ବ୍ୟୁରୋ: ଇଡିର ୮ମ ସମନ ଉପରେ ଜବାବ ରଖିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ମାର୍ଚ୍ଚ ୧୨ ତାରିଖ ପରେ ଇଡିର ଜେରା ପାଇଁ ସେ ପ୍ରସ୍ତୁତ ବୋଲି କେଜ୍ରିୱାଲ ଜବାବରେ କହିଛନ୍ତି । ଆମ ଆଦମୀ ପାର୍ଟି ପକ୍ଷରୁ କୁହାଯାଇଛି ଯେ କେଜ୍ରିୱାଲ ଜେରାର ସମ୍ମୁଖୀନ ହେବେ ଓ ଭିଡିଓ…

ଭାଇରାଲ ଭିଡିଓକୁ ନେଇ ବିଜେପି ନେତା ଉପେନ୍ଦ୍ର ରାୱତଙ୍କ ବଡ ନିଷ୍ପତି: ଟିକେଟ ପାଇଲେ କିନ୍ତୁ ନିର୍ବାଚନ ଲଢ଼ିବେନି ରାୱତ

କନକ ବ୍ୟୁରୋ: ଟିକେଟ ପାଇଥିଲେ ବି ନିର୍ବାଚନ ଲଢ଼ିବେନି ବିଜେପିର ଉପେନ୍ଦ୍ର ରାୱତ । ସୋସିଆଲ ମିଡିଆ ପୋଷ୍ଟ କରି ଏହ ସୂଚନା ଦେଇଛନ୍ତି ରାୱତ । ସୂଚନା ଅନୁସାରେ ନେତାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିବାଦୀୟ ଭିଡିଓ ପାଇଁ ନିଜେ ମାମଲା ମଧ୍ୟ ସେ ରୁଜୁ କରିଛନ୍ତି ଉପେନ୍ଦ୍ର…