Daily Archives

March 5, 2024

ଫେସବୁକ୍ ସର୍ଭର ଡାଉନ୍ । ଆପେ ଆପେ ଲଗ୍ ଆଉଟ୍ ହେଲା କି ଆପଣଙ୍କ ଫେସବୁକ୍ ?

କନକ ବ୍ୟୁରୋ: ଆପେ ଆପେ ଲଗ୍ ଆଉଟ୍ ହେଇଯାଇଛି କି ଆପଣଙ୍କ ଫେସବୁକ୍ ଆକାଉଣ୍ଟ? ଫେସବୁକ୍ ଲଗ୍ ଇନ୍ କରିବାରେ ଅସୁବିଧା ହେଉଛି କି ? ତେବେ ବିଲକୁଲ୍ ବ୍ୟସ୍ତ ହୁଅନ୍ତୁ ନାହିଁ । ଫେସବୁକ୍ ସର୍ଭର ଡାଉନ୍ ଥିବା ହେତୁ, ଆପଣଙ୍କ ମୋବାଇଲରେ ଏଭଳି କିଛି ଅସୁବିଧା ଦେଖାଦେଇଛି । ମଙ୍ଗଳବାର ରାତି ପ୍ରାୟ…

ଧନୀ ତାଲିକାର ଶୀର୍ଷ ସ୍ଥାନ ହରାଇଲେ ମସ୍କ । ଏଲନ ମସ୍କଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନରେ ଜେଫ୍ ବେଜୋସ୍ ।

କନକ ବ୍ୟୁରୋ: ବିଶ୍ୱର ସବୁଠୁ ଧନୀ ତାଲିକାରେ ଶୀର୍ଷ ସ୍ଥାନ ହରାଇଛନ୍ତିି ଏଲନ ମସ୍କ । ମସ୍କଙ୍କୁ ପଛରେ ପକାଇ ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ବୁମବର୍ଗ କୋଟିପତି ତାଲିକାରେ ଏନେଇ ରିପୋର୍ଟ ପ୍ରକାଶ କରାଯାଇଛି । ଜେଫ୍ ବେଜୋସଙ୍କ ସମ୍ପତି ୨୦୦ ବିଲିୟନ…

ଭାରତ ବିରୋଧରେ ସ୍ୱର ଶାଣିତ କଲା ମାଳଦ୍ୱୀପ । ମାଳଦ୍ୱୀପରେ ପ୍ରବେଶ କରିପାରିବେନି ଭାରତୀୟ ସେନା

କନକ ବ୍ୟୁରୋ: ପର୍ଯ୍ୟଟନ କ୍ଷେତ୍ରକୁ ନେଇ ଭାରତ ଓ ମାଲଦ୍ୱୀପ ମଧ୍ୟରେ ଲାଗି ରହିଥିବା ବିବାଦ ବଢ଼ିବାରେ ଲାଗିଛି । ଭାରତ ବିରୋଧରେ ନୂଆ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ । ମାର୍ଚ୍ଚ ୧୦ପରେ ଭାରତୀୟ ସେନା ମାଲଦ୍ୱୀପରେ ରହିପାରିବନି ବୋଲି ଘୋଷଣା କରିଛନ୍ତ…

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସମେତ ହାଇପ୍ରୋଫାଇଲ ନେତା ମନ୍ତ୍ରୀଙ୍କ ଉପରେ ଆକ୍ରମଣ ଧମକ । ତଦନ୍ତ ଆରମ୍ଭ କଲା…

କନକ ବ୍ୟୁରୋ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସହ ଅନେକ ମନ୍ତ୍ରୀଙ୍କୁ ମିଳିଲା ଧମକ । ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଇ-ମେଲକୁ ଆସିଛି ଧମକ । ଯେଉଁଥିରେ ମନ୍ତ୍ରୀମାନଙ୍କ ଉପରେ ବୋମା ଆକ୍ରମଣ ଧମକ ଦିଆଯାଇଛି । ଏଥିସହ ସମ୍ବେଦନଶୀଳ ସ୍ଥାନରେ ବୋମା ଖଞ୍ଜାଯାଇଛି ଓ ଶନିବାର ଦିନ ୨ଟା…

ଚଣ୍ଡିଖୋଲ ସଭାମଞ୍ଚରେ ଭାଷଣ ଦେଉଥିବାବେଳେ ହାତରେ ପେଂଟିଂ ଧରିଥିବା ଦୁଇ ପିଲାଙ୍କୁ ଉପରେ ପଡିଥିଲା ପ୍ରଧାନମନ୍ତ୍ରୀଙ୍କ…

କନକ ବ୍ୟୁରୋ: ଚଣ୍ଡିଖୋଲ ସଭାସ୍ଥଳରେ ଖଚାଖଚ ଭିଡ ଥାଏ । ହଜାର ହଜାର ଲୋକଙ୍କ ଭିତରେ ଅଭିଭାଷଣ ରଖୁଥାନ୍ତି ପ୍ରଧାନମନ୍ତ୍ରୀ । ଚାରିଆଡକୁ ନଜର ରଖିଥାନ୍ତି ମୋଦୀ । ଆଉ ଏତିକି ବେଳେ ଭିଡ ଭିତରେ ତାଙ୍କ ନଜରକୁ ଆସନ୍ତି ୨ ଜଣ ପିଲା । ଯାହାଙ୍କୁ ଦେଖି ଅଟକି ଯାଏଁ ମୋଦୀଙ୍କ ଭାଷଣ । କାହିଁକି…

ଭାରତ ଯୋଡ ନ୍ୟାୟ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନ । ବିଜେପି ଉପରେ ଜାତିବାଦ ଓ ଧର୍ମ ବିଭାଜନ ଅଭିଯୋଗ ।

କନକ ବ୍ୟୁରୋ: ଭାରତଯୋଡ ନ୍ୟାୟ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନ । ବିଜେପି ଉପରେ ଜାତିବାଦ ଓ ଧର୍ମ ବିଭାଜନ ଅଭିଯୋଗ ଆଣିଛନ୍ତି କଂଗ୍ରେସ ସାଂସଦ । ଏଥିସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ରାହୁଲ ବେକାରୀ ସମସ୍ୟା କଥା ଉଠାଇ କହିଛନ୍ତି ମୋଦୀ ଚାହାଁନ୍ତି…