Daily Archives

March 28, 2024

ଚିତ୍ରକୋଣ୍ଡାରେ ବିଜେଡିକୁ ଝଟକା । ଦଳରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ଡମ୍ବରୁ ଶିଶା

କନକ ବ୍ୟୁରୋ : ବିଜେଡି ଛାଡ଼ିଲେ ଡମ୍ବରୁ ଶିଶା । ମାଲକାନଗିରି ଜିଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଡମ୍ବରୁ ଶିଶା ଗୁରୁବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ସେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି । ଦଳରେ ଅଣଦେଖା…

ଓଡିଶାରେ ବିଜେପି ପ୍ରାର୍ଥୀ ଚୟନ ପାଇଁ ଦିଲ୍ଲୀରେ ବସିଛି ବୈଠକ । ବୈଠକରେ ପହଂଚିଲେ ଅମିତ ଶାହା

କନକ ବ୍ୟୁରୋ : ଦିଲ୍ଲୀରେ ଚାଲିଛି ବିଜେପି କୋର୍ କମିଟିର ବୈଠକ । ଓଡ଼ିଶାର ବିଜେପି ପ୍ରାର୍ଥୀ ଚୟନ ପାଇଁ ବସିଛି ଏହି ବୈଠକ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଓଡ଼ିଶା ବିଜେପି ପ୍ରଭାରୀ ସାମିଲ…

କଂଗ୍ରେସକୁ ଆଉ ଏକ ଝଟକା । ଦଳ ଛାଡିଲେ ପୂର୍ବତନ ବିଧାୟକ ସରେନ୍ଦ୍ର ସିଂ ଭୋଇ

କନକ ବ୍ୟୁରୋ : କଂଗ୍ରେସକୁ ଲାଗିଛି ଆଉ ଏକ ଝଟକା । ଦଳ ଛାଡିଛନ୍ତି ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ । ଏଆଇସିସି ସଭାପତିଙ୍କ ନିକଟକୁ ସେ ନିଜର ଇସ୍ତଫାପତ୍ର ପଠାଇଦେଇଛନ୍ତି । ଦଳର ପ୍ରାଥମିକ ସଦସ୍ୟ, ବଲାଙ୍ଗିର ଜିଲ୍ଲା ସଭାପତି ଓ ଏଆଇସିସି ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସୁରେନ୍ଦ୍ର…

ରାଜ୍ୟରେ ତାତି ଉପରମୁହାଁ । ୫ ସ୍ଥାନରେ ୩୯ ଡିଗ୍ରୀ ଟିପିଲା ତାପମାତ୍ର । ୨ ଦିନ ମଧ୍ୟରେ ୪୦ଡିଗ୍ରୀ ଛୁଇଁବା ଆଶଙ୍କା

କନକ ବ୍ୟୁରୋ : ରାଜ୍ୟରେ ଉପରମୁହାଁ ତାତି । ୫ଟି ସ୍ଥାନରେ ତାପମାତ୍ରା ୩୯ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ୩୯ ଦଶମିକ ୮ ଡିଗ୍ରୀ ତାପମାତ୍ରା ସହ ପାରଳାଖେମୁଣ୍ଡି ଆଜି ରାଜ୍ୟର ସବୁଠାରୁ ଉତପ୍ତ ସହର ହୋଇଛି । ସେହିପରି ବୌଦ୍ଧ ଦ୍ୱିତୀୟ ଉତପ୍ତ ସହର ଭାବେ ୩୯ ଦଶମିକ ୫ ଡିଗ୍ରୀ ରେକର୍ଡ…

ପ୍ରତିବର୍ଷ ବିଶ୍ୱରେ ନଷ୍ଟ ହେଉଛି ୮୪ ଲକ୍ଷ କୋଟି ଟଙ୍କାର ଖାଦ୍ୟ । ପଛରେ ପଡିନାହିଁ ଭାରତ, ଭୋକରେ ରହୁଛନ୍ତି ୮୦…

କନକ ବ୍ୟୁରୋ : ଯୁକ୍ତ ରାଷ୍ଟ୍ରର ଏକ ନୂଆ ରିପୋର୍ଟର ତଥ୍ୟ ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତି ବାର୍ଷିକ ହାରାହାରି ୭୯ କିଲୋ ଖାଦ୍ୟ ନଷ୍ଟ କରିଥାନ୍ତି । ସେ ହିସାବରେ ଦେଖିବାକୁ ଗଲେ ପୁରା ଦୁନିଆରେ ବାର୍ଷିକ ପ୍ରାୟ ଏକ ଆରବ ଟନ୍ ଖାଦ୍ୟ ସମ୍ପୁର୍ଣ୍ଣ ଭାବେ ନଷ୍ଟ ହେଉଛି । ଏହାଠୁ ଅଧିକ…

୫ ଡକାୟତ, ୨୫ ମାମଲା । ପୁଲିସ ଆଖିରେ ଧୂଳିଦେଇ ବୁଲୁଥିଲେ ଖୁଲମଖୁଲା

କନକ ବ୍ୟୁରୋ : ବ୍ୟବସାୟୀଙ୍କୁ ଲୁଟିବା ପାଇଁ ତିଆରି ହୋଇଥିଲା ବ୍ଲୁ-ପ୍ରିଂଟ । ଟଙ୍କା ନେଇ ଆସୁଥିବା ବେଳେ, ରାସ୍ତା ଉପରୁ ଉଠାଇ ନେବାକୁ ହୋଇଥିଲା ଯୋଜନା । ଗାଡିକୁ ବୋମାରେ ଉଡାଇ ଟଙ୍କା ଧରି ଛୁ ମାରିବା ପାଇଁ ସରିଥିଲା ରିହଲସଲ । ଜଟଣୀ ବେଣାପଞ୍ଜୁରୀ ପାଣିଟାଙ୍କିରେ ଏହି ଡକାୟତି ଯୋଜନା…