Daily Archives

March 1, 2024

ଶ୍ରେୟସ ଆୟର ଓ ଈଶାନ କିସାନଙ୍କୁ ନେଇ କ୍ରିକେଟ ଦୁଇ ଫାଳ । ବିସିସିଆଇର କାର୍ଯ୍ୟାନୁଷ୍ଠାନକୁ ନେଇ କ୍ରୀଡ଼ା ବିଶେଷଜ୍ଞଙ୍କ…

କନକ ବ୍ୟୁରୋ : ବିସିସିଆଇ କେନ୍ଦ୍ରୀୟ ଚୁକ୍ତି ତାଲିକା ଜାରି କରିବା ପରେ ଏବେ ଦୁଇଟି ନାଁକୁ ନେଇ ଚର୍ଚ୍ଚା । ଈଶାନ କିଷାନ ଓ ଶ୍ରେୟସ ଆୟାର । ଫିଟ୍ ଥାଇ ମଧ୍ୟ ଘରୋଇ କ୍ରିକେଟ ନ ଖେଳିବା ଏହି ଦୁଇ ଭାରତୀୟ କ୍ରିକେଟରଙ୍କୁ ମହଙ୍ଗା ପଡ଼ିଛି । ଉଭୟଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ବାଦ ଦେଇଛି…

ଚର୍ଚ୍ଚାରେ ଅନନ୍ତ-ରାଧିକା ପ୍ରି-ୱେଡିଂ ସମାରୋହ । ଜାମନଗରରେ ଜମିଛି ହାଇପ୍ରୋଫାଇଲ ଅତିଥିଙ୍କ ଭିଡ଼

କନକ ବ୍ୟୁରୋ : ଚଳିତବର୍ଷର ସବୁଠୁ ବଡ, ସବୁଠୁ ଆକର୍ଷଣୀୟ, ସବୁଠୁ ଦାମୀ ବାହାଘର ହେବାକୁ ଯାଉଛି । ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବାହାଘର ହେବ । ଜୁଲାଇ ୧୨ରେ ହେବ ବାହାଘର କିନ୍ତୁ ଏହା ପୂର୍ବରୁ ଗୁଜରାଟ ଜାମନଗରରେ ଆଜିଠୁ ୩ଦିନ ଧରି ଆରମ୍ଭ ହୋଇଛି…

ଚାଲିଥିଲା ବାହାଘର: ପୁଲିସ ଉଠାଇ ନେଲା ବର

କନକ ବ୍ୟୁରୋ: ମନ୍ଦିରରେ ଚାଲିଥିଲା ବାହାଘର । ବେଦୀରେ ବସିଥିଲେ କନିଆଁ ଆଉ ବର । ହାତଗଣ୍ଠି ପଡି ସାରିଥିଲା । ହଠାତ ବେଦୀ ପାଖରେ ପହଂଚିଲେ ବରଙ୍କ ପ୍ରଥମ ସ୍ତ୍ରୀ ଦାବି କରୁଥିବା ମହିଳା । ବେଦୀରୁ ଉଠିବାକୁ କହି ବରର ହାତକୁ ଧରି ଘୋଷାଡିବା ଆରମ୍ଭ କଲେ । ବର କିନ୍ତୁ କନିଆଂଙ୍କ ହାତ…

ଦିଲ୍ଲୀ ଜେଏନୟୁରେ ଗୋଷ୍ଠୀ କନ୍ଦଳ । ବିଳମ୍ବିତ ରାତିରେ ଏବିଭିପି ଏବଂ ବାମପନ୍ଥୀ ଛାତ୍ର ଗୋଷ୍ଠୀ ମଧ୍ୟରେ ମାରପିଟ୍

କନକ ବ୍ୟୁରୋ : ଛାତ୍ର ପିଟୁଛି ଛାତ୍ରଙ୍କୁ । କାହା ଉପରେ କିଏ ବାଡିରେ ପ୍ରହାର କରୁଛି ତ ପୁଣି କିଏ ରକ୍ତାକ୍ତ ଅବସ୍ଥାରେ ପଡି ରହିଛି । କେଉଁଠି ଉତ୍ୟେକ୍ତ ଛାତ୍ର ଅନ୍ୟମାନଙ୍କ ଉପରେ ସାଇକେଲ ଫିଙ୍ଗୁଛି ତ ପୁଣି କେଉଁଠି ହୋହାଲ୍ଲା ପାଟିତୁଣ୍ଡରେ କମ୍ପୁଛି ପୂରା କ୍ୟାମ୍ପସ । ଗୁରୁବାର ସ୍କୁଲ…

ଲୁଟେରାଙ୍କୁ ନାହିଁ ପୋଲିସ ଭୟ! ବେଧଡକ ଲୁଟ କରି ଖସିଯାଉଛନ୍ତି

କନକ ବ୍ୟୁରୋ: ଦିନକ ତଳେ ରାଜଧାନୀରେ ଆତଙ୍କ ଖେଳାଇଥିବା ୯ ଜଣ ଲୁଟେରାଙ୍କୁ ବାନ୍ଧିଥିଲା କମିସନରେଟ ପୋଲିସ । କ୍ୟାମେରା ଆଗରେ ଲୁଟେରାଙ୍କ ପରେଡ କରାଇ ବାଃ ବାଃ ଲୁଟିଥିଲେ ପୋଲିସ ବାବୁ । ହେଲେ ୨୪ ଘଂଟା ନପୁରୁଣୁ ରାଜଧାନୀରେ ପୁଣି ଲୁଟପାଟ ଘଟଣା ପୋଲିସର ନିଦ ହଜାଇ ଦେଇଛନ୍ତି । ପୋଲିସ…

କାନପୁରରୁ କୁବେର ସମ୍ପତି ଜବତ । ତମ୍ବାଖୁ କମ୍ପାନୀ ମାଲିକଙ୍କ ୨୦ ଠିକଣାରୁ ମିଳିଲା ୫କୋଟି ନଗଦ ଟଙ୍କା ସହ ୬୦କୋଟି…

କନକ ବ୍ୟୁରୋ : ଆୟକର ବିଭାଗର ବଡ ଧରଣର ଚଢ଼ାଉ । କାନପୁର ବଂଶୀଧର ତମ୍ବାଖୁ କାରଖାନା ଓ ଏହାର ମାଲିକଙ୍କ ଠକିଣାରେ ଚଢ଼ାଉ ସମୟରେ ଆଖି ଜଳକା କରିବା ଭଳି ନଗଦ ଟଙ୍କା, ଦାମୀ କାର ଓ ଅନ୍ୟାନ୍ୟ ସମ୍ପତି ଜବତ କରିଛି ଆଇଟି । କୋଟି ଟଙ୍କାର ଅଧିକ ନଗଦ ଟଙ୍କା ସ୦ ୬୦କୋଟିରୁ ଅଧିକ ମୂଲ୍ୟର କାର ଜବତ…