Daily Archives

March 7, 2024

ବେଙ୍ଗଲୁରୁରେ ପାଣି ପାଇଁ ହାହାକାର । ଟ୍ୟାଙ୍କର ଉପରେ ଭରସା କରି ବଞ୍ଚୁଛନ୍ତି ସହରବାସୀ

କନକ ବ୍ୟୁରୋ : ପାଣି ପାଇଁ ଲାଗିଛି ଲମ୍ବା ଲାଇନ୍ । ପାଣି ବାଲଟିଏ ପାଇଁ ଘଂଟା ଘଂଟା ଧରି ଅପେକ୍ଷା । ଟ୍ୟାଙ୍କର ପାଣିକୁ ଭରସା । ପୁଣି ପାଣି ଲିଟର ଦର ବି ବଢ଼ିଚାଲିଛି । ଏହି ସମସ୍ୟା ଦେଶର କୌଣସି ପଛୁଆ ଅଞ୍ଚଳର ନୁହେଁ, ବରଂ ଦେଶର ଆଇଟି ହବ୍ ବେଙ୍ଗଲୁରୁରୁ ଆସିଛି ଏହି ସମସ୍ୟା । କିଛି ମାସ…

ପୁଣି ମାତିଲେ ହୁତି ବିଦ୍ରୋହୀ । ଗଲ୍ଫ ଅଫ୍ ଆଡେନ୍ କାର୍ଗୋ ଭେସେଲ ଉପରେ ଆକ୍ରମଣ, ୩ ନାବିକ ମୃତ

କନକ ବ୍ୟୁରୋ : ପୁଣି ମାଲବାହୀ ଭେସଲ ଉପରେ ହୁତି ବିଦ୍ରୋହୀଙ୍କ ଆକ୍ରମଣ । ଗଲ୍ଫ ଅଫ ଆଡେନରେ ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି ହୁତି ବିଦ୍ରୋହୀ । ଏହି ।ହାଜରେ ବାର୍ବାଡୋସ୍ ପତାକା ଲାଗିଥିଲା । ତେବେ ଏହା ଉପରେ ହୁତି ବିଦ୍ରୋହୀ ଆକ୍ରମଣ କରଥିଲେ । ଏଥିରେ ୩ ଜଣ କ୍ରୁ ସଦସ୍ୟଙ୍କ…

ପାଟିକୁ ସୁଆଦ ହେଲେ ପେଟକୁ ବିଷ । ଅସଲି ବ୍ରାଣ୍ଡ ନାଁରେ ବିକ୍ରି ହେଉଛି ନକଲି ଆଚାର । ବ୍ରହ୍ମପୁରରେ ଚଢାଉ କଲା ପୁଲିସ

କନକ ବ୍ୟୁରୋ : ସାବଧାନ ! ଆଚାର ଖାଇବା ପ୍ରତି ରୁଚି ରଖୁଛନ୍ତି କି , ତେବେ ଏହି ଖବର ଟି ଖାସ ଆପଣଙ୍କ ପାଇଁ । ଭଲଭାବେ ଦେଖନ୍ତୁ ଏମିତି ଏକ ଚକିତ କରିଦେବା ଭଳି ଖବର ସାମନାକୁ ଆସିଛି ଯାହାକି ଆପଣଙ୍କ ହୋସ ଉଡେଇଦେବ । କାରଣ ଏବେ ବଜାରରେ ମିଳୁଛି ନାମୀଦାମୀ ବ୍ରେଣ୍ଡର ଜାର୍ ଭିତରେ…

ବରଗଡ଼ରୁ ଆସିଲା ଦାରିଦ୍ର୍ୟ ଓ ଅସହାୟତାର କରୁଣ କାହାଣୀ । ସରକାରଙ୍କ ହାତରେ ନାତୁଣୀକୁ ଟେକିଦେଲେ ଜେଜେବାପା

କନକ ବ୍ୟୁରୋ : ମାତ୍ର ୧୦ ମାସ ହୋଇଥିଲା ଝିଅ, ଦୁର୍ଘଟଣାରେ ଆଖି ବୁଜି ଦେଲେ ବାପା । ବାପାଙ୍କ ମୃତ୍ୟୁ ଖବର ଶୁଣି ସହିପାରିଲେନି ମା' । ମାନସିକ ଭାରସ୍ୟାମ ହରାଇ କୁଆଡେ ଚାଲିଗଲେ । ବୟସ୍କ ଜେଜେ ବାପା ମୁଣ୍ଡକୁ ଚାଲି ଆସିଲା କୁନି ଝିଅର ଦାୟୀତ୍ୱ । କଷ୍ଟେ ମଷ୍ଟେ ୯ ବର୍ଷ ଯାଏଁ ପାଳିଲେ ।…

ବଢ଼ିଲା ଆଶାକର୍ମୀଙ୍କ ଦରମା । ଭୁବନେଶ୍ୱର ଲୋୟର ପିଏମ୍ଜିରେ ଅସନ୍ତୁଷ୍ଟ ଆଶାକର୍ମୀଙ୍କ ଧାରଣା

କନକ ବ୍ୟୁରୋ : କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧରେ ବର୍ଷିଲେ ଆଶାକର୍ମୀ । ଦରମା ବଢିଲା କିନ୍ତୁ ଅସନ୍ତୁଷ୍ଟ ହେଲେ ଆଶା କର୍ମୀ । ଆଗାମୀ ସାଧାରଣ ନିର୍ବ।।ଚନ ପୂର୍ବରୁ ରାଜ୍ୟସରକାର ବିଭିନ୍ନ ଅନୁଷ୍ଠାନର ଭତା ଓ ଦରମା ବଢାଉଥିବାବେଳେ ଆଶାକର୍ମୀଙ୍କ ପାରିଶ୍ରମିକ ବି ବଢାଇଛନ୍ତି । ମାସକୁ ୪…

ପ୍ରଭାବିତ ହେବ କି କେନ୍ଦ୍ରାପଡା ରାଜନୀତି? ବଢ଼ିବ କି ବିଜେଡିର ଭୋଟ ପ୍ରତିଶତ? 

କନକ ବ୍ୟୁରୋ : ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ପରେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜେଡିରେ ସାମିଲ ହୋଇଛନ୍ତି । ଜିଲ୍ଳାର ଦୁଇ ଯୁବ ନେତା ବିଜେଡିରେ ସାମିଲ ହେବା ପରେ, କେନ୍ଦ୍ରାପଡା ଲୋକସଭା ନିର୍ବାଚନକୁ ଏହା କେମିତି ପ୍ରଭାବିତ କରିବ, ସେ ନେଇ ଆରମ୍ଭ…