Daily Archives

March 17, 2024

ନିର୍ବାଚନ ଉପରେ ସୋସିଆଲ୍ ମିଡିଆ ପ୍ରଭାବ । ଫେକ୍ ନ୍ୟୁଜ ଉପରେ ରହିବ ନିର୍ବାଚନ କମିସନଙ୍କ ନଜର

କନକ ବ୍ୟୁରୋ: ସୋସିଆଲ ମିଡିଆରେ ଘୁରିବୁଲୁଛି ମାଳମାଳ ଖବର । ସତ ହେଉ ବା ମିଛ ହେଉ ଚାହୁଁ ଚାହୁଁ ନିଆଁ ଭଳି ହେଉଛି ଭାଇରାଲ । ମୁହୁର୍ତ୍ତକ ମଧ୍ୟରେ ବ୍ୟାପିଯାଉଛି ଅପପ୍ରଚାର । ବିଶେଷଜ୍ଞଙ୍କ ମତରେ, ସୋସିଆଲ୍ ମିଡିଆର ଅପବ୍ୟବହାର କରି ଆସନ୍ତା ନିର୍ବାଚନକୁ ଭୁଲ ଦିଗକୁ ନେବା ପାଇଁ ଉଦ୍ୟମ…

ଦିନେ ଥିଲେ ଜାତୀୟ ସ୍ତରର କ୍ରିକେଟ୍ ଖେଳାଳି । ହେଲେ ଏବେ ଛେଳି ଚରାଉଛନ୍ତି ଭାଗ୍ୟବତୀ ।

କନକ ବ୍ୟୁରୋ: କ୍ରିକେଟରେ ଜାତୀୟସ୍ତର ଓ ଫୁଟବଲରେ ରାଜ୍ୟସ୍ତରରେ ସଫଳତା ପାଇଛନ୍ତି । କିନ୍ତୁ ଆର୍ଥିକ ଅନଟନ ଯୋଗୁଁ ଏହି ସଫଳତା ମଳିନ ପଡ଼ିବାକୁ ବସିଲାଣି । ଯଦିଓ ପରିସ୍ଥିତିରେ ପଡ଼ି ବ୍ୟାଟ୍ ଓ ବଲ ବଦଳରେ ଛେଳି ଚରାଇବାକୁ ବାଧ୍ୟ ହେଉଛନ୍ତି । କିନ୍ତୁ ଏବେ ବି କ୍ରିକେଟ୍ ଓ ଫୁଟ୍ବଲ ଭଳି ରହିଛି…

ମୋହନା ମାଣିକପୁର ଗାଁ ମହିଳାଙ୍କ ଛତୁ ଚାଷ । କମ୍ ଖର୍ଚ୍ଚ ଓ କମ୍ ସମୟରେ ହେଉଛି ଭଲ ଲାଭ । ଦିନକୁ ୩ରୁ ୪ ଘଣ୍ଟା…

କନକ ବ୍ୟୁରୋ: ଛତୁ ଚାଷ କରି ସ୍ୱାବଲମ୍ବୀ ହେଲେ ମହିଳା । ମିଶନ ଶକ୍ତି ଜରିଆରେ ତାଲିମ ନେଇ ଛତୁ ଚାଷ କରୁଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଲକ ମାଣିକପୁର ଗାଁର ମା’ ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା । କିଏ ନଡ଼ା କାଟୁଛି ତ ପୁଣି କିଏ ନଡ଼ାକୁ ପାଣିରେ ଭିଜାଇବା କାମରେ ଲାଗିପଡ଼ିଛି ।…

ଖୋଲା ଆକାଶ ତଳେ ବସିଛି ବ୍ୟବସାୟର ପସରା । କୋରାପୁଟର କୋଟା ଜଙ୍କସନରେ ଜମୁଛି ଲୋକଙ୍କ ଭିଡ

କନକ ବ୍ୟୁରୋ: ନା ଘର ଅଛି ନା ଛାତ ଅଛି । ନିଜର କିଛି ଚାଷ ଅଛି ନା ସରକାରଙ୍କ ତରଫରୁ କିଛି ସହାୟତା ମିଳିଛି । ତଥାପି ପ୍ରତିଦିନ ହେଉଛି ଲକ୍ଷାଧିକ ଟଙ୍କାର ବ୍ୟବସାୟ । ଆଉ ଖରା ଦିନ ଚାଲି ଆସିଲେ ଏହି ବ୍ୟବସାୟ ୨ଗୁଣ ବଢ଼ି ଯାଉଛି । ଏହି ସ୍ଥାନଟି ହେଉଛି କୋରାପୁଟ ଜିଲ୍ଳା ବୈପାରିଗୁଡ଼ା ବ୍ଳକର…

ବିଲରେ ହସୁଛି ସୁଆଦିଆ ମକା । ମାଲକାନଗିରିରେ ବଢୁଛି ମକା ଚାଷର ଚାହିଦା । ଚର୍ଚ୍ଚାରେ ଏମଭି-୪୩ ଗାଁର ମକା ଚାଷୀ…

କନକ ବ୍ୟୁରୋ: ରାଜ୍ୟରେ ମକା ଚାଷ କହିଲେ ନବରଙ୍ଗପୁର ଜିଲ୍ଲାକୁ ବୁଝାଇଥାଏ । ଆଉ ନବରଙ୍ଗପୁର ମକା ଚାଷରୁ ଅନୁପ୍ରାଣିତ ହୋଇ ମାଲକାନଗିରି ଜିଲ୍ଲାରେ ବଢୁଛି ମକା ଚାଷର ଚାହିଦା । ମାଲକାନଗିରି ପୌରାଞ୍ଚଳ ସ୍ଥିତ ଏମଭି-୪୩ ଗାଁର ସୁର୍ଯ୍ୟ ନମୋଙ୍କ ମକା ବିଲରେ କୁଇଣ୍ଟାଲ କୁଇଣ୍ଟାଲ ମକା ଫଳିଛି ।…

କ୍ୟାପ୍ସିକମ୍ ଚାଷରୁ ଭଲ ରୋଜଗାର । ବର୍ଷକୁ ୧୫ରୁ ୨୦ ଲକ୍ଷ ରୋଜଗାର କରୁଛନ୍ତି ଗୌସିଂହ ନାଗ ।

କନକ ବ୍ୟୁରୋ: ଆଜିର ଯୁବପିଢି ପାଠପଢ଼ି ଚାକିରି କରିବାକୁ ଅଧିକ ପସନ୍ଦ କରୁଛନ୍ତି । ଚାଷ କାମ କରିବାକୁ ଖୁବ୍ କମ୍ ଯୁବପିଢ଼ି ଆଗକୁ ଆସନ୍ତି । କିନ୍ତୁ ଚାକିରି ଅପେକ୍ଷା ଚାଷରୁ ଯେ ଅଧିକ ରୋଜଗାର ମିଳିଥାଏ । ଆଉ ଏହି କାମକୁ ଆପଣାଇ ଏକ ଉନ୍ନତମାନର ଜୀବନ ବଞ୍ଚିହୁଏ ଏହାକୁ ପ୍ରମାଣିତ କରିଛନ୍ତି…