Daily Archives

March 22, 2024

ନିର୍ମାଣଭିତରେ ଭୁଷୁଡିଲା ଦେଶର ସର୍ବବୃହତ ବ୍ରିଜ । ୧୨ଗୁୁରୁତର, ଜଣେ ଶ୍ରମିକ ମୃତ, ୧୨ଶହ କୋଟି ବ୍ୟୟରେ ଚାଲିଛି…

କନକ ବ୍ୟୁରୋ : ଭୁଷୁଡିଲା ନିର୍ମାଣଧୀନ ଦେଶର ସର୍ବବୃହତ ବ୍ରିଜ । ବିହାରରେ ନିର୍ମାଣଧୀନ ସୁପୋଲ ବ୍ରିଜର କିଛି ଭାଗ ଭାଙ୍ଗିବା ଯୋଗୁଁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ନିର୍ମାଣଧିନ ବ୍ରିଜ ପାଇଁ କାମ କରୁଥିବା ଶ୍ରମିକଙ୍କ ମଧ୍ୟରୁ ୯ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ବ୍ରିଜର ଭଗ୍ନାଶେଷ…

ଇସ୍ରୋର ସଫଳତା ଫର୍ଦ୍ଦରେ ଯୋଡି ହେଲା ନୂଆ ଅଧ୍ୟାୟ । ପୁଷ୍କକ ରକେଟ ଲଚିଂ ସିଷ୍ଟମ ସଫଳ ପରୀକ୍ଷଣ

କନକ ବ୍ୟୁରୋ : ଇସ୍ରୋକୁ ଆଉ ଏକ ସଫଳତା, ପୁନଃ ବ୍ୟବହାର ଯୋଗ୍ୟ ରକେଟ ଲଂଚି ସିଷ୍ଟମ ପ୍ରଯୁକ୍ତି ‘ପୁଷ୍ପକ’ର ହେଲା ସଫଳ ପରୀକ୍ଷଣ । ସକାଳେ କର୍ଣ୍ଣାଟକ ଚିତ୍ରଦୁର୍ଗର ଏରୋନେଟିକାଲ ରନୱେରେ ଲଂଚି ସିଷ୍ଟମ ‘ପୁଷ୍ପକ’ର ସଫଳ ପରୀକ୍ଷଣ କରାଯାଇଛି । ବାୟୁସେନାର ହେଲିକପ୍ଟର ଦ୍ୱାରା ଏହାକୁ ଛାଡି…

ଲାଲୁ ପ୍ରସାଦ ଯାଦବଙ୍କ ଉପରେ ବର୍ଷିଲେ ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ । କହିଲେ ନିର୍ବାଚନ ଟିକଟ ବିକିବାରେ…

କନକ ବ୍ୟୁରୋ : ବିହାର ଉପମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ । ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଟାର୍ଗେଟ କରିଛନ୍ତି ସମ୍ରାଟ ଚୌଧୁରୀ । ନିର୍ବାଚନ ଟିକେଟ ବିକିବାରେ ଲାଲୁ ବେଶ ଧୁରନ୍ଧର ବୋଲି ସେ କହିଛନ୍ତି । ଏଭଳି କି ନିଜ ଝିଅଠୁ କିଡନୀ ନେଇ ତାଙ୍କୁ ଟିକେଟ ଦେଇଥିବା କହିଛନ୍ତି…

ଉଠୁଛିପଡ଼ୁଛି ଦିଲ୍ଲୀ ଦରବାର । କେଜ୍ରିୱାଲଙ୍କ ଗିରଫଦାରୀ ପରେ ରାଜନୀତି ଜୋର

କନକ ବ୍ୟୁରୋ : ପ୍ରବର୍ତନ ନିର୍ଦ୍ଦେଶାଳୟର ବାରମ୍ବାର ସମନ ଓ ଅରବିନ୍ଦ କେଜ୍ରିୱାଲ ଅଣଦେଖାକୁ ନେଇ ଗତ କିଛି ଦିନ ଜାତୀୟ ଗଣମାଧ୍ୟମରେ ଜୋରଦାର ଖବର ପ୍ରଚାର ହେଉଥିଲା । କେଜ୍ରିୱାଲ କାହିଁକି କୋର୍ଟରେ ହାଜର ହେଉ ନାହାନ୍ତି, ଏହାକୁ ନେଇ କୋର୍ଟ ଯାଇଥିଲା ଇଡି । ସେପଟେ ଇଡି ବିରୋଧରେ ବି କୋର୍ଟ…

କେଜ୍ରିୱାଲଙ୍କ ଗିରଫ ପରେ ହଇଚଇ । ଦିଲ୍ଲୀ, ପଂଜାବ, ଗୋଆ, ଗୁଜରାଟରେ ଆପ ସମର୍ଥକ, ନେତା,ମନ୍ତ୍ରୀ,କର୍ମୀଙ୍କ ଜୋରଦାର…

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ପରେ ଦିଲ୍ଲୀରେ ହଇଚଇ । ଗୁରୁବାରଠୁ ଆରମ୍ଭ ହୋଇଥିବା ସମର୍ଥକଙ୍କ ପ୍ରତିବାଦ ଶୁକ୍ରବାର ସକାଳୁ ଉଗ୍ର ରୂପ ନେଇଛି । ବିଜେପି କାର୍ଯ୍ୟାଳୟଠୁ ନେଇ ଇଡି ମୁଖ୍ୟାଳୟ । ସବୁଠି ପହଁଚିଛନ୍ତି କେଜ୍ରିୱାଲଙ୍କ ସମର୍ଥକ, ଆମ ଆଦମୀ…

ଅଜଣା ଗାଡି ଧକ୍କାରେ ଚାଲିଗଲା ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କ ଜୀବନ । ଜକର ଗାଁ ନିକଟରେ ଧକ୍କା ଦେଲା ଗାଡି

କନକ ବ୍ୟୁରୋ : ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କର ଗାଡି ଧକ୍କାରେ ମୃତ୍ୟୁ ହୋଇଛି । ଜକର ଗାଁ ନିକଟରେ ତାଙ୍କୁ ଏକ ଗାଡି ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଅମର ନାଇକଙ୍କୁ ମେଡିକାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । କିଛିଦିନ ତଳେ ଅମର…