Daily Archives

March 25, 2024

ହୋଲି ପାଇଁ ଉତ୍ସବ ମୁଖର ସାରା ଦେଶ । ଅଯୋଧ୍ୟାରେ ରାମଲାଲାଙ୍କ ପ୍ରଥମ ହୋଲି । ସାଧାରଣ ଜନତାଙ୍କଠୁ ନେଇ ରାଜନେତା,…

କନକ ବ୍ୟୁରୋ:  ପୁଣି ଥରେ ଖୁସିର ରଙ୍ଗରେ, ପାର୍ବଣର ରଙ୍ଗରେ, ପ୍ରେମର ରଙ୍ଗରେ ଉତ୍ସବ ମୁଖର ସାରା ଦେଶ । ସବୁଠୁ ଅଧିକ ଧ୍ୟାନ ଆକର୍ଷଣ କରେ ମଥୁରା ଓ ବୃନ୍ଦାବନ ହୋଲି । କେବଳ ଦେଶ ବିଭିନ୍ନ ପ୍ରାନ୍ତରୁ ନୁହେଁ ବିଦେଶୀ ଶ୍ରଦ୍ଧାଳୁ ମଧ୍ୟ ହୋଲି ଖେଳିବାକୁ ଏଠାକୁ ଛୁଟି ଆସିଛନ୍ତି ।…

ଉଜ୍ଜୟିନୀ ମହାକାଳ ମନ୍ଦିରରେ ଅଗ୍ନିକାଣ୍ଡ । ବାବାଙ୍କ ଭଷ୍ମ ଆଳତୀ ବେଳେ ଗର୍ଭଗୃହରେ ଲାଗିଲା ନିଆଁ

କନକ ବ୍ୟୁରୋ: ସୋମବାର ସକାଳୁ ମଧ୍ୟପ୍ରଦେଶ ଉଜ୍ଜୟିନୀର ପ୍ରସିଦ୍ଧ ମହାକାଳ ମନ୍ଦିରରେ ଚାଲିଥାଏ ପୂଜାପାଠ । ଗର୍ଭଗୃହରେ ଭସ୍ମ ଆଳତୀ ଚାଲିଥିବାବେଳେ ହଠାତ ଅଗ୍ନିକାଣ୍ଡ ଘଟଣାରେ କୋକୁଆ ଭୟ ସୃଷ୍ଟି କରିଛି । ସୂଚନା ଅନୁସାରେ ଆଳତୀ ସମୟରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା । ସଙ୍ଗେ ସଙ୍ଗେ…

ବେଙ୍ଗାଲୁରୁରେ ଘୋର ପାଣି ସଙ୍କଟ । ପାଣି ଅପଚୟପାଇଁ ୨୨ ପରିବାରକୁ ଦେଢ ଲକ୍ଷ ଟଙ୍କା ଜରିମାନା ।

କନକ ବ୍ୟୁରୋ: ଘୋର ପାଣି ସଙ୍କଟର ସମ୍ମୁଖୀନ ହେଉଛନ୍ତି ବେଙ୍ଗାଲୁରବାସୀ । ତେବେ ପାଣି ଅପଚୟ କରିବା ଅଭିଯୋଗରେ ଜରିମାନା ଦେଲେ ୨୨ ପରିବାର । ୩ ଦିନ ଭିତରେ ୨୨ ପରିବାରରୁ ପ୍ରାୟ ଦେଢ଼ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଇଛି । କର୍ଣ୍ଣାଟକରେ ଘୋର ଜଳ ଅଭାବ ମଧ୍ୟରେ ଜଳ ସଂରକ୍ଷଣ ବୋର୍ଡର…

ମିଳିଲାନି ନିର୍ବାଚନ ପାଇଁ ଟିକେଟ, ବିଷ ପିଇଦେଲେ ଆଶାୟୀ ପ୍ରାର୍ଥୀ । କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ସାଂସଦ

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପାଇଁ ମିଳିଲାନି ଟିକେଟ, ଆଶାୟୀ ପ୍ରାର୍ଥୀ କଲେ ଆତ୍ମହତ୍ୟା ଉଦ୍ୟମ । ଏମିତି କିଛି ଘଟଣା ତାମିଲନାଡୁ ରାଜନୀତିରୁ ଆସିଛି । ଇରୋଡର ଏମଡିଏମକେ ସାଂସଦ ଏ ଗଣେଷମୂର୍ତ୍ତିଙ୍କୁ ଟିକେଟ ନମିଳିବା ଯୋଗୁଁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ଦଳର…

ଚର୍ଚ୍ଚାରେ ବିଜେପିର ୫ମ ପ୍ରାର୍ଥୀ ତାଲିକା । କୁରୁକ୍ଷେତ୍ରରୁ ଲଢିବେ ନବୀନ ଜିନ୍ଦଲ, ମଣ୍ଡିରୁ କଙ୍ଗନା ରାଣାୱତ ।…

କନକ ବ୍ୟୁରୋ: ଚର୍ଚ୍ଚାରେ ବିଜେପିର ୫ମ ପ୍ରାର୍ଥୀ ତାଲିକା । ଅଭିନେତ୍ରୀ, ଶିଳ୍ପପତି, କଳାକାର ଓ ପୀଡିତାଙ୍କୁ ଟିକେଟ ଦେଇ ଏଣିକି ଚର୍ଚ୍ଚାରେ ରହିଛି ଦଳ । ମଣ୍ଡିରୁ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ପ୍ରାର୍ଥୀ କରିଥିବାବେଳେ ବରିଷ୍ଠ କଳାକାର ଅରୁଣ ଗୋଭିଲଙ୍କୁ ଦଳ ଏଥରକ ଟିକେଟ ଦେଇଛି ।…

ମୃତ୍ୟୁ ପରେ ଅମର ହେଲେ ସିଆରପିଏଫ୍ ଯବାନ । କୃଷ୍ଣଚନ୍ଦ୍ରଙ୍କ ଅଙ୍ଗଦାନ କଲେ ପରିବାର ଲୋକେ । କୋଲକାତାର ରୋଗୀଙ୍କ…

କନକ ବ୍ୟୁରୋ: ଦେହରେ ଖାକି ପୋଷାକ । ମନ ଓ ପ୍ରାଣରେ କେବଳ ଦେଶର ସୁରକ୍ଷା ଦେଶ ସେବାର ସଂକଳ୍ପ ନେଇ ସିଆରପିଏଫରେ ଭର୍ତ୍ତି ହୋଇଥିଲେ କୃଷ୍ଣଚନ୍ଦ୍ର । କେବେ କାଶ୍ମୀରର ବରଫ ପାହାଡରେ ତ ପୁଣି କେତେବେଳେ ମରୁଭୂମିରେ ଜାଗ୍ରତ ପ୍ରହରୀ ହୋଇ ଦେଶ ସେବା କରିଥିଲେ । ହେଲେ ଗତ ଦୁଇ ବର୍ଷ ହେବ କିଡନୀ…