Daily Archives

March 21, 2024

କେଜ୍ରିୱାଲଙ୍କୁ ଗିରଫ ପରେ ମନ୍ତ୍ରୀ ଆତିଶୀଙ୍କ ଦୃଢୋକ୍ତି । କହିଲେ ଜେଲରୁ ଚାଲିବ ଦିଲ୍ଲୀ ସରକାର

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡି ଗିରଫ କରିଛି । କେଜ୍ରିୱାଲଙ୍କ ଗିରଫ କରିବା ପରେ ତୁରନ୍ତ ଆମ୍ ଆଦମୀ ପାର୍ଟି ସୁପ୍ରିମ କୋର୍ଟରେ ଆଜି ରାତିରେ ଶୁଣାଣି କରିବାକୁ ଆବେଦନ…

କେଜ୍ରିୱାଲଙ୍କ ଗିରଫ ପରେ ସୁପ୍ରିମକୋର୍ଟ ପହଂଚିଲା ଆମ୍ ଆଦମୀ ପାର୍ଟି । ରାତିରେ ଶୁଣାଣି ପାଇଁ ଆବେଦନ ଦାଖଲ

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଇଡି ଗିରଫ କରିବା ପରେ ଆକ୍ସନମୋଡକୁ ଆସିଛନ୍ତି ଆମ୍ ଆଦମୀ ପାର୍ଟିର ନେତା । ଗିରଫ ହେବା ମାତ୍ରେ ଆମ୍ ଆଦମୀ ପାର୍ଟି ତରଫରୁ ରାତିରେ ଶୁଣାଣି ପାଇଁ କୋର୍ଟରେ ଆବେଦନ କରାଯାଇଛି । ଦଳର ନେତ୍ରୀ ଆତିଶୀ ମାରଲେନା କହିଛନ୍ତି କି ଇଡି ଦ୍ୱାରା…

୧୩ ବର୍ଷ ତଳେ ଥାନା ଏଏସଆଇଙ୍କୁ ମାଡ ମାରିବା ଅଭିଯୋଗ । କଟକ ସାଂସଦ ବିରୋଧରେ ସ୍ୱତନ୍ତ୍ର କୋର୍ଟରେ ଦାଖଲ ହେଲା…

କନକ ବ୍ୟୁରୋ : କଟକ ସାଂସଦ ଭର୍ତ୍ତୃହରି ମହତାଙ୍କ ବଢିଲା ଅଡୁଆ । ୨୦୧୧ରେ ଏକ ମାଡ ମାମଲାରେ ଭର୍ତୃହରିଙ୍କ ବିରୋଧରେ ଆଜି ଚାର୍ଜଫ୍ରେମ କରାଯାଇଛି । କଟକର ସ୍ୱତନ୍ତ୍ର ଏମପି/ଏମଏଲଏ କୋର୍ଟରେ ଏହି ଚାର୍ଜଫ୍ରେମ କରାଯାଇଛି । ୨୦୧୧ରେ ଏକ ସଭାକୁ ଗଲାବେଳେ ତତକାଳୀନ ଥାନା ଏସଆଇଙ୍କୁ ମାଡ…

ଦୀର୍ଘ ସମୟ ଜେରା ପରେ ଇଡିର ଆକ୍ସନ । ଗିରଫ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ଗିରଫ କରିଛି । ଆଜି ସଂନ୍ଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଂଚି ବିଭିନ୍ନ କାଗଜପତ୍ର ଯାଂଚ କରିବା ସହ ଶେଷରେ ତାଙ୍କୁ ଗିରଫ କରିଛି । ଗିରଫ ପୂର୍ବରୁ ଇଡି ଅରବିନ୍ଦ କେଜ୍ରିୱାଲଙ୍କ ମୋବାଇଲ ଫୋନ ଜବତ…

ଠିକ୍ ସମୟରେ ପୈଠ କରୁଥିବା ଗ୍ରାହକଙ୍କୁ ଟିପିଏନଡିଏଲ ଦେଲା ମୋବାଇଲ ଉପହାର । ୪୫୦ ଜଣ ଉପଭୋକ୍ତାଙ୍କ ମିଳିଲା ସ୍ମାର୍ଟ…

କନକ ବ୍ୟୁରୋ : ନିୟମିତ ଓ ନିର୍ଦ୍ଧାରିତ ସମୟରେ ବିଦ୍ୟୁତ ବିଲ ପଇଠ କରୁଥିବା ଉପଭୋକ୍ତାଙ୍କୁ ମୋବାଇଲ ଉପହାର ଦେଇଛି ଟିପିଏନଓଡିଏଲ୍। ବାଲେଶ୍ଵର, ଭଦ୍ରକ, କେନ୍ଦୁଝର, ଯାଜପୁର ଓ ବାରିପଦା ବୈଦୁତିକ କ୍ଷେତ୍ରରୁ ୧୬ଟି ଡିଭିଜନର ମୋଟ ୪୫୦ ଜଣ ଭାଗ୍ୟଶାଳୀ ଉପଭୋକ୍ତାଙ୍କୁ ସ୍ମାର୍ଟ ଫୋନ୍ ପ୍ରଦାନ…

କ୍ୟାପଟେନ କୁଲଙ୍କ ଯୁଗ ଶେଷ: ୨୦୦୮ରୁ ଥିଲେ ଚେନ୍ନାଇର ଅଧିନାୟକ

କନକ ବ୍ୟୁରୋ: ସୁବବେଳେ ସରପ୍ରାଇଜ ଦେଇ ଚର୍ଚ୍ଚାରେ ରହୁଥିବା ମହେନ୍ଦ୍ର ସିଂ ଧୋନୀ ଏଥର ନିଜ କ୍ୟାରୟରକୁ ନେଇ ବଡ ଘୋଷଣା କରିଛନ୍ତି । ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ୍ର ଅଧିନାୟକ ପଦ ଛାଡିଛନ୍ତି ଧୋନୀ । ୨୦୨୪ ଆଇପିଏଲ୍ର ଦିନକ ପୂର୍ବରୁ ଏଭଳି ନିଷ୍ପତି ନେଇ ପ୍ରଶଂସକଙ୍କୁ ଝଟକା ଦେଇଛନ୍ତି…