Daily Archives

March 15, 2024

ରାଜଧାନୀର ଘରୋଇ ଡାକ୍ତରଖାନାରେ ଚାଲିଛି ପ୍ରସନ୍ନ ଆଚାର୍ଯ୍ୟଙ୍କ ଚିକିତ୍ସା: ଭେଟିବାକୁ ଆସିଲେ ବିଭିନ୍ନ ଦଳର ବରିଷ୍ଠ…

କନକ ବ୍ୟୁରୋ: ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଚିକିତ୍ସା ଜାରି ରହିଛି । ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି । ଏୟାରଲିଫ୍ଟ କରି ଆଜି ସମ୍ବଲପୁରରୁ ତାଙ୍କୁ ଭୁବନେଶ୍ୱର ଅଣାଯାଇଥିଲା । ଏହାପରେ ତାଙ୍କ ଏକ…

ମେଣ୍ଟ ସମ୍ପର୍କରେ ଅମିତ ଶାହାଙ୍କ ବଡ ବୟାନ: କହିଲେ, ପରିଣାମ ଯାହା ବି ହେଉ ବିଜେପି ଭଲ କରିବ

କନକ ବ୍ୟୁରୋ: ମେଣ୍ଟ ସମ୍ପର୍କରେ ବଡ ବୟାନ ରଖିଲେ ଅମିତ ଶାହା । କହିଲେ, ମେଣ୍ଟ ସମ୍ପର୍କରେ ବର୍ତ୍ତମାନ କହିପାରିବିନି । ରାଷ୍ଟ୍ରିୟ ଅଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇ ନାହାନ୍ତି । ଓଡିଶାରେ ଆଗକୁ କେମିତି ବଢିବୁ ନିଷ୍ପତ୍ତି ହୋଇନି । ପରିଣାମ ଯାହା ବି ହେଉ ବିଜେପି ଭଲ କରିବ ।…

ଡାକ୍ତରଖାନାରେ ବରିଷ୍ଠ ଅଭିନେତା ଅମିତାଭ ବଚ୍ଚନ । ଗୋଡରେ ରକ୍ତ ଜମାଟ ବାନ୍ଧିବା ପରେ ବିଗ ବିଙ୍କ ହୋଇଛି ଅସ୍ତ୍ରୋପଚାର

କନକ ବ୍ୟୁରୋ : ଡାକ୍ତରଖାନାରେ ଭର୍ତି ହେଲେ ବରିଷ୍ଠ ଅଭିନେତା ଅମିତାଭ ବଚ୍ଚନ । ମୁମ୍ବାଇର କୋକିଳାବେନ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ସୂଚନା ଅନୁସାରେ ବିଗ ବିଙ୍କ ଗୋଡରେ ରକ୍ତ ଜମାଟ ବାନ୍ଧିବା ଯୋଗୁଁ ତାଙ୍କର ଅସ୍ତ୍ରୋପଚାର କରାଯାଇଛି । ବର୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ରହିଛି…

ପ୍ରଶ୍ନ ଘେରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କ ଆହତ ଘଟଣା । ଡାକ୍ତରଙ୍କ ବୟାନକୁ ଭୁଲ ଭାବେ ଉପସ୍ଥାପିତ…

କନକ ବ୍ୟୁରୋ : ମମତାଙ୍କୁ କେହି ଧକ୍କା ମାରିନାହାଁନ୍ତି, ଡାକ୍ତରଙ୍କ କଥାକୁ ବିକୃତ କରାଯାଉଛି । କେହି ପଛରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଧକ୍କା ମାରିବା ଯୋଗୁ ସେ ତଳେ ପଡି ଗୁରୁତର ହୋଇଛନ୍ତି ବୋଲି କହିଥିଲେ ଏସଏସ ମେଡିକାଲର ନିର୍ଦ୍ଦେଶକ ମଣିମୋୟ ବନ୍ଦୋପାଧ୍ୟାୟ ।…

ନାଗରିକ ସଂଶୋଧନ ଆଇନ ଉପରେ ଆମେରିକା ଟିପ୍ପଣୀ ଉପରେ ଭାରତର କଡ଼ା ଜବାବ । ଏମଇଏ କହିଲା ସିଏଏ ଭାରତର ଆଭ୍ୟନ୍ତରୀଣ ମାମଲା

କନକ ବ୍ୟୁରୋ : ଦେଶରେ ସିଏଏ ଲାଗୁ ନେଇ ସରକାର ଘୋଷଣା କରିବା ପରେ ବିଭିନ୍ନ ରାଷ୍ଟ୍ର ଏନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ଆମେରିକାର ଟିପ୍ପଣୀ ଉପରେ ଜବାବ ରଖିଛି ଭାରତୀୟ ବୈଦେଶିକମନ୍ତ୍ରାଳୟ । ଏହା ଭାରତର ଆଭ୍ୟନ୍ତରୀଣ ମାମଲା । ବିନା ତଥ୍ୟରେ ବୟାନବାଜୀ ଆଦୌ ଗ୍ରହଣୀୟ ନୁହେଁ ।…

ତାମିଲନାଡୁରେ ବିକାଶ ବର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ । କଂଗ୍ରେସ ଓ ଡିଏମକେକୁ କଲେ ଟାର୍ଗେଟ,କହିଲେ ଉଭୟ ଦଳ ରାଜ୍ୟର…

କନକ ବ୍ୟୁରୋ : ତାମିଲନାଡୁ ଗସ୍ତରେ ପ୍ରଧାନମନ୍ତ୍ରୀ । ବିଭିନ୍ନ ପରିଯୋଜନାର ଶିଳାନ୍ୟାସ ଓ ଉଦଘାଟନ କରି ରାଜ୍ୟକୁ କୋଟି କୋଟି ଟଙ୍କାର ଭେଟି ଦେଇଛନ୍ତି । ଏହି ସମୟରେ କଂଗ୍ରେସ ଓ ଡିଏମକେ ଉପରେ ବର୍ଷିଛନ୍ତି ମୋଦୀ । ମୋଦୀ କହିଛନ୍ତି ବିଜେପି ସରକାର ଜନତାଙ୍କ ପାଇଁ ସ୍କିମ ତିଆରି କରେ କିନ୍ତୁ…