Monthly Archives

March 2024

କିଏ ଜିତିବ ଆସ୍କା? ବିଜେପିରୁ ଅନିତା ଶୁଭଦର୍ଶିନୀ ବନାମ ବିଜେଡିରୁ ରଞ୍ଜିତା ସାହୁ ।

କନକ ବ୍ୟୁରୋ: ଆସ୍କା ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ, ସମସ୍ତଙ୍କ ନଜର ଏହି ଆସନ ଉପରେ ରହିଛି । ଉଭୟ ପ୍ରାର୍ଥୀ ପୋଖତ ରାଜନୈତିକ ପରିବାରରୁ ଆସିଥିବାରୁ ଓ ଶିକ୍ଷିତ ମହିଳା ହୋଇଥିବାରୁ ଏଥର କିଏ ବିଜୟୀ ହେବେ, ଆସ୍କାବାସୀ କାହାକୁ ଭରଷା କରିବେ ତାକୁ…

ବିଜେଡି ଶିବିରରେ ସାମିଲ ହେଲେ ହେଭିୱେଟ୍ ନେତା । ଦଳରେ ମିଶିଲେ ଚିରଞ୍ଜୀବ ବିଶ୍ୱାଳ, ସୁକାନ୍ତ ନାୟକ ଓ ବୃନ୍ଦାବନ ମାଝୀ…

କନକ ବ୍ୟୁରୋ: ଶଙ୍ଖଭବନରେ ଆଜି ବଡ଼ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ, ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ନିଜ ସମର୍ଥକଙ୍କ ସହ ବିଜେଡି ଶିବିରରେ ସାମିଲ ହୋଇଛନ୍ତି । ମିଶ୍ରଣ ଉତ୍ସବ ସମୟରେ ବିଜେଡିର…

ଫଗୁ ଅବିରରେ ଭିଜିଲେ ଦିଅଁ । କାକଟପୁର ପାଟପୁରରେ ନିଆରା ଢଙ୍ଗରେ ଦୋଳ ମେଳଣ, ବିରାଟ ପଟୁଆରରେ ଆସୁଛି ବିମାନ

କନକ ବ୍ୟୁରୋ : ଦୋଳ, ହୋଲି ପରେ ପରେ ଚାଲିଛି ମେଳଣ । ଏହି ଅବସରରେ ଲାଗିଛି ୧ ଟ୍ରକ କଦଳୀ ଭୋଗ । କଟକ ଜିଲ୍ଲା ନିଆଳି ଦେବୀ କନ୍ଦଳ ଦ୍ୱୀପାଅଂଚଳ କସର୍ଦାର ପ୍ରସିଦ୍ଧ ଦିପୋଟି ମେଳନ ପାଳିତ ହୋଇଛି । ଚଳିତ ବର୍ଷ ଦିପୋଟି ମେଳନ ୧୨୮ ବର୍ଷରେ ପର୍ଦାପଣ କରିଥିବା ବେଳେ ୬୪ଟି ବିମାନ ସାମିଲ…

ବିଜୁଳିର ଦେଖା ନାହିଁ, ଆସୁଛି ମୋଟା ଅଙ୍କର ବିଲ୍ । ସୁନ୍ଦରଗଡ ବଣେଇ ଉପଖଣ୍ଡ ସିରିଗିଡା ପଂଚାୟତ ବାସୀଙ୍କ ଅଭିଯୋଗ

କନକ ବ୍ୟୁରୋ : ବିଜୁଳିର ଦେଖା ନାହିଁ ହେଲେ ମୋଟା ଅଙ୍କର ଆସୁଛି ବିଲ୍ । ଅଭିଯୋଗ ହୋଇଥିଲେ ବି ସମସ୍ୟା ଶୁଣିବାକୁ ଯେମିତି କେହି ନାହିଁ । ସୁନ୍ଦରଗଡ ବଣେଇ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକର ସିରିଗିଡା ପଂଚାୟତରେ ଏହି ସମସ୍ୟା ଦେଖିବାକୁ ମିଳିଛି । ଲୋକଙ୍କ ଅଭିଯୋଗ ମିଳିବା ପରେ ଦିନକ ପାଇଁ…

ଶହେ ବର୍ଷର ସ୍ୱାଭିମାନୀ । ଥକି ନାହାନ୍ତି ଶତାୟୁ ମଣିଷ, ବୟସର ଅପରାହ୍ନରେ ଥିଲେ ବି ରୋଜଗାରକ୍ଷମ କୋରାପୁଟର ମୋହନ…

କନକ ବ୍ୟୁରୋ : ବୟସ ଶହେ ଟପିଗଲାଣି । ତଥାପି ଥକି ନାହାଁନ୍ତି । ବୟସର ଅପରାହ୍ନରେ ବି ନଇଁ ପଡିନାହାନ୍ତି ଏହି ଶତାୟୁ ମଣିଷଟି । କାହା ଆଗରେ ହାତ ନପାତି ପ୍ରତିଦିନ ସାଇକେଲ୍ ମରାମତି କରି ପେଟ ପୋଷୁଛନ୍ତି । କମାଉଛନ୍ତି ଦୁଇ ଶହ ଟଙ୍କା । କାହା ଉପରେ ନିର୍ଭରଶୀଳ ନ ହୋଇ ନିଜେ ସକ୍ଷମ ଭାବେ…

ପଦ୍ମ ଧରିଲେ ଆକାଶ ଦାସ ନାୟକ । ଗତକାଲି ବିଜେଡିରୁ ଦେଇଥିଲେ ଇସ୍ତଫା ।

କନକ ବ୍ୟୁରୋ: ପଦ୍ମ ଧରିଲେ ଆକାଶ ଦାସ ନାୟକ । ଗତକାଲି ବିଜେଡିରୁ ଇସ୍ତଫା ଦେବା ପରେ ରବିବାର ବିଜେପିର ହାତ ଧରିଛନ୍ତି ପୂର୍ବତନ କୋରେଇ ବିଧାୟକ ତଥା ସିନେ ଅଭିନେତା ଆକାଶ ଦାସ ନାୟକ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେଇଛନ୍ତି । ଦଳର ରାଜ୍ୟ ସଭାପତି…