Daily Archives

March 18, 2024

ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ବଡ ଝଟକା । ଦଳରୁ ବାଦ୍ ପଡିଲେ ଷ୍ଟାର ବୋଲର ।

କନକ ବ୍ୟୁରୋ: ଆଇପିଏଲ୍ ଆରମ୍ଭ ହେବାକୁ ଆଉ ମାତ୍ର ଦିନ କେଇଟା ବାକି ଅଛି । ଆଉ ଏହା ପୂର୍ବରୁ ଆଇପିଏଲ୍ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିଛି ବଡ ଝଟକା । ଦଳର ଦ୍ରୁତ ବୋଲର ଜେସନ୍ ବେହରନଡ୍ରଫ୍ ଆହତ ହେବା କାରଣରୁ ଆଇପିଏଲରୁ ବାଦ୍ ପଡିଛନ୍ତି । ବାମହାତୀ ଏହି ଦ୍ରୁତ ବୋଲର ନୂଆ ବୋଲରେ ୱିକେଟ୍…

ଶେଷ ହେଲା ମାଆ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡିର ଗଣତି । ଦାନବାକ୍ସରୁ ମିଳିଲା ୮୯ ଲକ୍ଷରୁ ଅଧିକ ଟଙ୍କା ।

କନକ ବ୍ୟୁରୋ: ଶେଷ ହେଲା ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀ ମନ୍ଦିରର ହୁଣ୍ଡିର ଗଣତି । ମନ୍ଦିର ପରିସରରେ ଥିବା ୯ଟି ଦାନ ବାକ୍ସରୁ ନଗଦ ୮୯ ଲକ୍ଷ ୭୨ ହଜାର ୨୨୫ ଟଙ୍କା ମିଳିଛି । ସେହିପରି ୬୨ ଗ୍ରାମ ସୁନା, ରୂପା ୨ କେଜି ୩୦୦ ଗ୍ରାମ ଓ ୬୬ଟି ବିଦେଶୀ ମୁଦ୍ରା ହୁଣ୍ଡିରୁ ମିଳିଛି…

ବିହାର ଏନଡିଏରେ ହେଲା ସିଟ୍ ଭାଗବଣ୍ଟା । ୧୭ ଆସନରେ ଲଢିବ ବିଜେପି, ୧୬ ଆସନରେ ଲଢିବ ନୀତିଶଙ୍କ ଜେଡିୟୁ । ପଶୁପତି…

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପାଇଁ ବିହାରରେ ଛିଡିଲା ସିଟ୍ ଭାଗବଣ୍ଟା । ଏନଡିଏ ଦଳମାନଙ୍କ ଭିତରେ ସିଟ୍ ସେୟାରିଂକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଶେଷରେ ଦୂର ହେଇଛି । ମୋଟ ୪୦ଟି ଆସନ ମଧ୍ୟରୁ ବିଜେପି ସେଠାରେ ୧୭ଟି ଆସନରେ ଲଢିବାକୁ ନିଷ୍ପତ୍ତି ହେଇଛି । ଏଥିସହିତ ବିହାର ବିଜେପିର…

ଭୁଶୁଡିଲା ନିର୍ମାଣଧୀନ ୫ ମହଲା କୋଠା: ୭ ମୃତ, ଅନେକ ଆହତ ସୂଚନା

କନକ ବ୍ୟୁରୋ: ଭୁଶୁଡିଲା ନିର୍ମାଣଧୀନ ୫ ମହଲା କୋଠା, ୭ଜଣଙ୍କ ମୃତ୍ୟୁ ସୂଚନା, କୋଲକାତା ଗାର୍ଡେନ ରିଚ ଅଂଚଳରେ ରବିବାର ବିଳମ୍ବିତ ରାତିରେ ୫ମହଲା କୋଟା ଭୁଶୁଡି ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଅଘଟଣରେ ୭ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଭଗ୍ନାବଶେଷ ତଳେ ଚାପି ହୋଇ…

ଆଇପିଏଲ ୨୦୨୪ ପ୍ରଥମ ମ୍ୟାଚ ପାଇଁ ଅନଲାଇନ ଟିକେଟ ବୁକିଂ ଆରମ୍ଭ: ସର୍ଭର ଡାଉନକୁ ନେଇ ଅସନ୍ତୁଷ୍ଟ ହେଲେ କ୍ରିକେଟପ୍ରେମୀ

କନକ ବ୍ୟୁରୋ: ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ୧୭ତମ ସଂସ୍କରଣ । ଫଟାଫଟ୍ କ୍ରିକେଟ ଟୂର୍ଣ୍ଣାମେଂଟର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏଥିପାଇଁ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଥିବା ବେଳେ…

ବୟାନ ପାଇଁ ପୁଣି ବିବାଦରେ ଅଭିନେତା ପ୍ରକାଶ ରାଜ: ବିଜେପିର ଅବ କି ବାର ୪୦୦ ପାର ସ୍ଲୋଗାନକୁ କଟାକ୍ଷ କରି ଦେଲେ…

କନକ ବ୍ୟୁରୋ: ପୁଣି ଥରେ ବିବାଦରେ ଅଭିନେତା ପ୍ରକାଶ ରାଜ । ବିଜେପି ଅବକି ବାର ୪ଶହ ପାର ସ୍ଲୋଗାନକୁ କଟାକ୍ଷ କରିବା ସହ ପ୍ରକାଶ ରାଜ ବିବାଦୀୟ ଟିପ୍ପଣୀ ଦେଇଛନ୍ତି । ଏକ କାର୍ଯ୍ୟକ୍ରମରେ ପ୍ରକାଶ ରାଜ କହିଛନ୍ତି ଯେଉଁମାନେ ଚାରଶୋ ବିସ ସେମାନେ ୪ଶହ ଆସନ ଜିତିବା କଥା ବଡ ଦମ୍ଭୋକ୍ତିର ସହ…