Monthly Archives

May 2021

କାଳବୈଶାଖୀ ବର୍ଷାରେ ଭିଜିଲା କଳାହାଣ୍ଡିରେ ମଣ୍ଡି ଓ ଖଳା । ବିକ୍ରି ପାଇଁ ମଣ୍ଡିରେ ଥିବା ଧାନ ବସ୍ତା ବର୍ଷାରେ ହୋଇଗଲା…

କନକ ବ୍ୟୁରୋ: କଳାହାଣ୍ଡିରେ କାଳବୈଶାଖୀ ବର୍ଷାରେ ଭିଜିଲା ମଣ୍ଡି ଓ ଖଳା । ଗତକାଲି ଅପରାହ୍ନରେ ହୋଇଥିବା କାଳବୈଶାଖୀ ବର୍ଷାରେ  ଜିଲ୍ଲାର କଲମପୁର ଓ ଜୟପାଟଣା ବ୍ଲକରେ ଥିବା ବିଭିନ୍ନ ମଣ୍ଡିଗୁଡିକରେ ଧାନ ଭିଜିଯାଇଥିବା ଅଭିଯୋଗ ହୋଇଛି । ବିଶେଷ କରି ବ୍ଲକର ମଣ୍ଡଳ, ମିନଗୁର, କୋଟାଗାଁ ଏବଂ…

କେନ୍ଦ୍ରାପଡା ଆଳିରେ ବନ୍ଧା ହେଲା ନକଲି ଡାକ୍ତର ଦୀପକ ମହାନ୍ତି । ନିଜକୁ ଡାକ୍ତର କହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ…

କନକ ବ୍ୟୁରୋ: ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରି ବନ୍ଦା ହେଲେ ନକଲି ଡାକ୍ତର ।  ଗିରଫ ଯୁବକ ଜଣଙ୍କ ହେଉଛନ୍ତି ଦିପକ ମହାନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା  ଆଳି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଛି ଏଭଳି ଏକ ଅଘଟଣ । ଅର୍ଗଳ ଅଂଚଳର ଜଣେ ମହିଳାଙ୍କ ଦେହ ଅସୁସ୍ଥ ଥିବାରୁ ସ୍ୱାମୀଙ୍କ…

ମଶାଣୀରେ ମାଆଙ୍କୁ ମୁଖାଗ୍ନୀ ଦେବାର କିଛି ଘଣ୍ଟା ଭିତରେ ଡ୍ୟୁଟିରେ ଯୋଗଦେଲେ, ବାତ୍ୟା ମୁକାବିଲା କଲେ… ମାଆ…

କନକ ବ୍ୟୁରୋ: ମଶାଣୀରେ ମାଆର ଶେଷକୃତ୍ୟ ସାରି ଫେରିଲେ, ମାଡି ଆସୁଥିବା ବାତ୍ୟାର ମୁକାବିଲା କାମରେ ଲାଗିପଡିଲେ । ପୁଅର କର୍ତ୍ତବ୍ୟ କଲେ, ପୋଲିସର ବି ଡ୍ୟୁଟି ବି ନିଭାଇଲା । ମାଆ ମୃତ୍ୟୁର ଦୁଃଖ ଭିତରେ ଆଉ ଏକ ଦୁର୍ଦ୍ଦଶାର ସାମ୍ନା କରି ଶ୍ମଶାନ ଓ ସେବା ମଝିରେ ସାହସୀ ଯୋଦ୍ଧା ସାଜିଛନ୍ତି…

ଶତ୍ରୁଙ୍କୁ ମାରିବି, ସ୍ୱାମୀଙ୍କ ମୃତ୍ୟୁର ପ୍ରତିଶୋଧ ନେବି… ପୁଲୱାମା ହମଲାରେ ବୀର ସ୍ୱାମୀଙ୍କୁ ହରାଇଥିଲେ…

କନକ ବ୍ୟୁରୋ: ସେନାରେ ସାମିଲ ସହିଦଙ୍କ ସ୍ତ୍ରୀ । ଶତ୍ରୁଙ୍କୁ ମାରିବେ, ସ୍ୱାମୀଙ୍କ ବଦଲା ନେବେ । ଆଉ ତ୍ରାହି ପାଇବେନି ଶତ୍ରୁ, ବର୍ତ୍ତିବେନି ସୈତାନ । ସ୍ୱାମୀର ବଦଲା ନେବେ ସ୍ତ୍ରୀ । ରକ୍ତର ହୋଲି ଖେଳିଥିବା ଆତଙ୍କୀଙ୍କ ଛାତିରେ ଆତଙ୍କ ଭରି ସାବାଡ କରିବେ ସିଂହବାହିନୀ । କାରଣ ସେନାରେ…

ସୁନ୍ଦରଗଡ ରାଣୀବଗିଚା ମଶାଣିରେ ଆତ୍ମୀୟଙ୍କ ଅପେକ୍ଷାରେ ପଡି ରହିଛି ଅସ୍ଥି କଳସ । କରୋନା ସଂକ୍ରମଣ ଭୟରେ ୫୬ଟି ଅସ୍ଥି…

କନକ ବ୍ୟୁରୋ: କରୋନା ମହାମାରୀ କେବଳ ମଣିଷର ଜୀବନ ନେଇଛି ତାହା ନୁହେଁ, ଏହା ମାନବିକତାକୁ ମଧ୍ୟ ମାରିଦେଇଛି । ତୁଟାଇ ଦେଇଛି ରକ୍ତ ସଂପର୍କର ଡୋରି । ଭୟରେ ହେଉ କି ଅସହାୟତା, ଶେଷ ବିଦାୟ ସମୟରେ ମଧ୍ୟ ଭୁଲିଯାଉଛନ୍ତି ପ୍ରିୟ, ପରିଜନ । ମହାମାରୀ କରୋନା କାଳରେ ଦେଖିବାକୁ ମିଳୁଛି ଏହିଭଳି…

ସମୁଦ୍ରରୁ ମିଳିଲା ଦୁର୍ଲ୍ଲଭ ପ୍ରଜାତିର ମାଛ । ଏତେ ଦାମରେ ବିକ୍ରି ହେଲା ଯେ ବଦଳିଗଲା ମାଛଧାରଳୀଙ୍କ ଭାଗ୍ୟ

କନକ ବ୍ୟୁରୋ : କଥାରେ ଅଛି ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡି କି ଦିଅନ୍ତି । ହେଲେ ସମୁଦ୍ର ବି ଏମିତି ଦାନକରେ ତାହା ପ୍ରଥମଥର ଦେଖିବାକୁ ମିଳିଛି । ଏମିତି କିଛି ଦେଖିବାକୁ ମିଳିଛି ପାକିସ୍ତାନର ବେଲୁଚିସ୍ତାନ ଗବାଦରରେ ରହୁଥିବା ଜଣେ ମାଛ ଧରାଳୀଙ୍କ କ୍ଷେତ୍ରରେ । ଏହି ମାଛ ଧାରାଳୀଙ୍କ…