Daily Archives

May 5, 2021

ବଜ୍ରାଘାତ ନେଇଗଲା ୨ ନାବାଳିକାଙ୍କ ଜୀବନ । ଶାଗ ତୋଳିବାକୁ ଯାଇଥିବା ବେଳେ ମାଡିଆସିଲା ମୃତ୍ୟୁ ।

କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ଟେମରା ଗାଁରେ ଆଜି ପ୍ରାୟ ୪.୩୦ ମିନଟ ସମୟରେ ବଜ୍ରାଘାତରେ ଦୁଇ ଜଣ ନାବାଳିକା ମୃତ୍ୟୁ ବରଣ କରିଛନ୍ତି ଏବଂ ଜଣେ ଗୁରୁତର  ଅବସ୍ଥାରେ କୋଷାଗୁମୁଡ଼ା ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ବିଶେଷ …

ମହାମାରୀ ବେଳେ ମଣିଷପଣିଆର ହତ୍ୟା । କରୋନା ସଂକ୍ରମିତ କୁନି ଶିଶୁକୁ ହସ୍ପିଟାଲରେ ଛାଡି ଚମ୍ପଟ ମାରିଲେ ମା’ ବାପା ।…

କନକ ବ୍ୟୁରୋ : ଦେଶରେ କରୋନା ଭାଇରସ୍ ସଂକ୍ରମଣର ଦ୍ବିତୀୟ ଲହର ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । କରୋନା ଭାଇରସ୍‌ ଜନିତ ମହାମାରୀ ବ୍ୟାପିବା ଦିନରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୩.୮ ଲକ୍ଷ ଥିବା ବେଳେ ମୃତ୍ୟୁସଂଖ୍ୟା ୩, ୭୮୦ ରହିଛି । କରୋନା ମହାମାରୀ ଲୋକଙ୍କ ମନରେ ଏଭଳି ଭୟ…

ଆସୁଛି ରଥଯାତ୍ରା…ରଥଖଳାରେ ଆଜି ସନ୍ଧ୍ୟାରେ ଆରମ୍ଭ ହେଲା ଚାଳି ନିର୍ମାଣ କାର୍ଯ୍ୟ ।

କନକ ବ୍ୟୁରୋ : ମେ ୧୫ ତାରିଖ ପବିତ୍ର ଅକ୍ଷୟ ତୃତୀୟା ତିଥି ପରମ୍ପରା ମୁତବକ ରଥ ଅନୁକୂଳ ପର୍ବ । ସେଥିପାଇଁ ଶ୍ରୀନଅର ରଥଖଳାରେ ଆଜି ସନ୍ଧ୍ୟାରେ ଆରମ୍ଭ ହୋଇଛି ଚାଳି ନିର୍ମାଣ କାର୍ଯ୍ୟ । ଚଳିତ ବର୍ଷ କରୋନା କଟକଣାରେ ରଥ ନିର୍ମାଣ ହେବ । ପୂର୍ବରୁ ୧୬୦ଫୁଟ ଲମ୍ବ ଚାଳି କରାଯାଉଥିବା ବେଳେ ଗତ…

ଆଇପିଏଲ ସ୍ଥଗିତ ହେବାକୁ ସମର୍ଥନ କଲେ ପୂର୍ବତନ ପାକିସ୍ତାନ କ୍ରିକେଟର ସୋଏବ ଅଖତର । କହିଲେ ବିସିସିଆଇ ନେଇଛି ଠିକ…

କନକ ବ୍ୟୁରୋ : ଚଳିତବର୍ଷ ଆଇପିଏଲ ସ୍ଥଗିତ ହେବା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ପାକିସ୍ତାନ କ୍ରିକେଟର ସୋଏବ ଅଖତର । ବିସିସିଆଇର ଏହି ନିଷ୍ପତିକୁ ସଠିକ ବୋଲି କହିଛନ୍ତି ସୋଏବ । ଭାରତରେ ଏବେ ଲୋକଙ୍କ ଜୀବନ ରକ୍ଷା ଛଡ଼ା ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ, ତେଣୁ…

ଭାରତକୁ ଟିକା ପଠାଇବ କି ଆମେରିକା ? ଇସାରା ଦେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଜୁଲାଇରେ ଏନେଇ ହୋଇପାରେ…

କନକ ବ୍ୟୁରୋ : ଭାରତର କୋଭିଡ ସ୍ଥିତି ଓ ସହାୟତା ବିଷୟରେ ମତ ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି । ଆମେରିକା ସବୁ ପ୍ରକାର ସହାୟତା କରିବ ବୋଲି ସେ ପ୍ରତିଶ୍ରୁତି ଦେଇଥିବା କଥା କହିଛନ୍ତି । ତେବେ…

କରୋନା ଲଢେଇ ପାଇଁ ଆରବିଆଇର ବଡ଼ ସହାୟତା । ଟିକା ନିର୍ମାତା ଓ ହସ୍ପିଟାଲର ଭିତ୍ତିଭୁମି ସୁଧାର ପାଇଁ ୫୦ହଜାର କୋଟି…

କନକ ବ୍ୟୁରୋ : ଲକଡାଉନ ଓ କରୋନା ସଂକ୍ରମଣ ଯୋଗୁଁ ଦେଶର ଅର୍ଥନୈତିକ ବ୍ୟବସ୍ଥା ପୁଣି ବିପଦରେ ପଡିଛି । ଏପରି ସମୟରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପ୍ରେସମିଟ କରି ବଡ ଘୋଷଣା କରିଛନ୍ତି । କରୋନା ଟିକା ନିର୍ମାତା କମ୍ପାନୀ ଓ ହସ୍ପିଟାଲର ଭିତ୍ତିଭୂମିରେ ସୁଧାର ପାଇଁ ଆରବିଆଇ ୫୦ ହଜାର…