Daily Archives

May 10, 2021

ଟିକା ଅଭାବନେଇ ଆସିଲା ସାଂଘାତିକ ସତ । ମେ ୧ରୁ ୭ ମଧ୍ୟରେ ପଞ୍ଜିକରଣ କରିଛନ୍ତି ୨କୋଟି ୪୨ଲକ୍ଷ, ସରକାରଙ୍କ ପାଖରେ ଅଛି…

କନକ ବ୍ୟୁରୋ : କୋଭିଡ ଦ୍ୱିତୀୟ ଲହରର ପ୍ରକୋପରେ ସାରା ଦେଶରେ ତ୍ରାହି ତ୍ରାହି ଅବସ୍ଥା ଦେଖାଦେଇଥିବା ବେଳେ ଯଥାଶୀଘ୍ର ସମସ୍ତଙ୍କୁ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି  । ହେଲେ ସମସ୍ତଙ୍କୁ ଟିକା ଦେବାକୁ କେତେ ଦିନ ଲାଗିବ ? ଏପରି ଏକ ପ୍ରଶ୍ନ ମନକୁ ଆସିବା ସ୍ୱାଭାବିକ । ତେବେ ଦେଶରେ…

କେମିତି କରିବେ କଳା ଫଙ୍ଗସର ମୁକାବିଲା ? ଆଡଭାଇଜରୀ ଜାରି କଲା ଆଇସିଏମଆର, ନଜର ପକାନ୍ତୁ ‘କଳା ଫଙ୍ଗସ’ର ଲକ୍ଷଣ ଓ କାରଣ…

କନକ ବ୍ୟୁରୋ : କରୋନା କାଳରେ ଏବେ ନୂଆ ସମସ୍ୟା ସୃଷ୍ଟି କରିଛି ମ୍ୟୁକର୍ମାଇକୋସିସ୍, ଯାହାକୁ କଳା ଫଙ୍ଗସ୍ ମଧ୍ୟ କୁହାଯାଏ । ଏହା ଏପରି ରୋଗ ଯାହା ପ୍ରାଣ ଘାତକ ହୋଇପାରେ । ଦାର୍ଘଦିନ ଧରି ଔଷଧ ଖାଉଥିବା ରୋଗୀଙ୍କୁ ଏହି ଫଙ୍ଗାଲ ସଂକ୍ରମଣ ହେବାର ସମ୍ଭାବନା ଅଧିକ ଥାଏ । କାରଣ ଏମାନଙ୍କ…

କରୋନା ଭୂତାଣୁ ଚୀନର ଜୈବିକ ଅସ୍ତ୍ର! ୫ ବର୍ଷ ତଳୁ ତାଣ୍ଡବର ନୀଳନକ୍ସା ଆଙ୍କିଥିଲା ବେଜିଂ ! କରୋନା ବିଷୟରେ ସାମ୍ନାକୁ…

କନକ ବ୍ୟୁରୋ : ଭାରତରେ କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚୁଥିବା ବେଳେ ସାମ୍ନାକୁ ଆସିଛି ଏକ ସାଂଘାତିକ ରିପୋର୍ଟ । କରୋନା ବିଶ୍ୱ ମହାମାରୀର ରୂପ ନେବାର ପ୍ରାୟ ୫ ବର୍ଷ ତଳେ ଅର୍ଥାତ୍ ୨୦୧୫ରେ ଚୀନର ବୈଜ୍ଞାନିକ ଓ ସ୍ୱାସ୍ଥ୍ୟ ଅଧିକାରୀ ସାର୍ସ କରୋନା ଭୂତାଣୁକୁ ନୂଆ ଯୁଗର ଜୈବିକ ଅସ୍ତ୍ର…

ଟିକାକରଣ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲେ କେନ୍ଦ୍ର ସରକାର । କହିଲେ କୋଭିଡ ପରିଚାଳନା ଆମ ହାତରେ ଛଡ଼ାଯାଉ,…

କନକ ବ୍ୟୁରୋ : ଟିକାକରଣ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ଟିକାକରଣ ପ୍ରସଙ୍ଗକୁ କେନ୍ଦ୍ର ସରକାର ପରିଚାଳନା କରୁଛନ୍ତି ଓ ଏଥିରେ କୋର୍ଟଙ୍କ ହସ୍ତକ୍ଷେପ ଆବଶ୍ୟକ ନାହିଁ ବୋଲି କେନ୍ଦ୍ର ସରକାର ଏଥିରେ ଜଣାଇଛନ୍ତି । ଏପ୍ରିଲ ୨୭ ତାରିଖ ଦିନ କେନ୍ଦ୍ରକୁ ଜବାବ…

ଓଡିଶାରେ ବ୍ଲାକ୍ ଫଙ୍ଗସ୍ ରୋଗୀ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଚିହ୍ନଟ ହେଲେ ରୋଗୀ । ଅନିୟନ୍ତ୍ରିତ ମଧୁମେହ…

କନକ ବ୍ୟୁରୋ: ଓଡିଶାରେ ଚିହ୍ନଟ ହେଲେ ବ୍ଲାକ୍ ଫଙ୍ଗସ୍ ରୋଗୀ । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ପାଖରେ ବ୍ଲାକ୍ ଫଙ୍ଗସ୍ ଚିହ୍ନଟ ହୋଇଛି । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଭଲ ଅଛି ବୋଲି ଡିଏମଇଟିଙ୍କ ପକ୍ଷରୁ ପ୍ରେସ୍ ରିଲିଜ୍…

କରୋନା ଉଜାଡିଦେଲା ସୁନାର ସଂସାର । ଦୁଇ ଭେଣ୍ଡିଆ ପୁ୍ଅଙ୍କ ଗଲା ଜୀବନ, ବେସାହାରା ହୋଇଗଲା ପରିବାର । ଭୁବନରେ ମୃତଦେହକୁ…

କନକ ବ୍ୟୁରୋ : କରୋନା ଉଜାଡିଦେଲା ସୁନାର ସଂସାର । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି କରୋନାର ଏଭଳି କରୁଣ ଦୃଶ୍ୟ । ଗଜପତି ଜିଲ୍ଲା ମୋହନାରେ ଦୁଇ ରୋଜଗାରିଆ ପୁଅର ମୃତ୍ୟୁ ପରେ ଉଜୁଡିଯାଇଛି ସୁନାର ସଂସାର । ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର । ଭୁବନରେ କରୋନାରେ ମୃତ୍ୟୁ ପରେ ମୃତଦେହକୁ…