Daily Archives

May 22, 2021

କରୋନାରୁ କେତେ ଦିନ ଯାଏଁ ସୁରକ୍ଷା ଦେବ ଭ୍ୟାକସିନ ? ଫାଇଜର ଓ ମଡର୍ଣ୍ଣାକୁ ନେଇ ହୋଇଥିବା ଷ୍ଟଡିରୁ ଜଣାପଡିଲା, ୬ ମାସ…

କନକ ବ୍ୟୁରୋ: କରୋନାର ପ୍ରଥମ ଲହର ଯାଇ, ଦ୍ୱିତୀୟ ଲହର ଚାଲିଛି । କୁହାଯାଉଛି ତୃତୀୟ ଲହର ବି ଆସିବ । ଏତିକି ବେଳେ ଭୁତାଣୁ ସହ ଲଢ଼ିବା ପାଇଁ ଏକମାତ୍ର ବାଟ ହେଉଛି ଭ୍ୟାକ୍ସିନ୍ । ହେଲେ ପ୍ରଶ୍ନ ହେଉଛି ଏହି ଭ୍ୟାକ୍ସିନ୍ କେତେ ଦିନ ଆମକୁ ସୁରକ୍ଷା ଦେବ । ଟିକା ନେବା ପରେ କେତେ ଦିନ ଯାଏଁ…

ଦେଶରେ ବ୍ଲାକ ଫଙ୍ଗସ ରୋଗୀଙ୍କ ସମସ୍ୟା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୋନିଆ । କହିଲେ ଆୟୁଷ୍ମାନ ଭାରତ ଯୋଜନା…

କନକ ବ୍ୟୁରୋ: ଦେଶରେ କରୋନା ସମୟରେ ଚିନ୍ତା ବଢାଇଲାଣି ବାକ୍ ଫଙ୍ଗସ । ସାରା ରାଜ୍ୟରେ ବର୍ତମାନ ୧୦ ହଜାର ଆଗଡୁ ମୁହାଁଉଛି ଏହି ମାରାତ୍ମକ ରୋଗର ଆକ୍ରାନ୍ତ ସଂଖ୍ୟା । ଏପରି ସମୟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି , ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଛନ୍ତି । ଦେଶର ସମସ୍ତ ବ୍ଲାକ୍…

ନିଲାମ ହେଲା ଆଇନଷ୍ଟାଇନଙ୍କ ହାତ ଲେଖା । ଇ ଇକ୍ୱାଲ ଟୁ ଏମସି ସ୍କୋୟାର ଲେଖା ଥିବା ଚିଠି ୧.୨ ମିଲିୟନ ଡଲାରରେ ହେଲା…

କନକ ବ୍ୟୁରୋ: ବିଶ୍ୱ ବିଖ୍ୟାତ ବୈଜ୍ଞାନିକ ଆଇନଷ୍ଟାଇନଙ୍କ ହାତ ଲେଖା ନିଲାମି ହୋଇଛି । କେତେ ଟଙ୍କାରେ ଏହା ନିଲାମ ହୋଇଛି ଜାଣିଛନ୍ତି । ୧.୨ ମିଲିୟନ ଡଲାରରେ ଇ ଇକ୍ୱାଲଟୁ ଏମସି ସ୍କୋୟାରର ହାତ ଲେଖା ନିଲାମ ହୋଇଛି । ଆଇନ ଷ୍ଟାଇନଙ୍କ ନାଁ ବିଶ୍ୱରେ କିଏ ଜାଣିନି । ଏହି ମହାନ ବୈଜ୍ଞାନିକଙ୍କ…

ଗ୍ଲୋବାଲ ଟୁରରେ ବାଧକ ହେବ କୋଭାକ୍ସିନ୍ ଟିକା । ଡବ୍ଲୁଏଚଓ ଦେଇନାହିଁ ଅନୁମତି । ଟିକା ନେଇଥିବା ପର୍ଯ୍ୟଟକଙ୍କୁ ଗ୍ରହଣ…

କନକ ବ୍ୟୁରୋ: ଆପଣ କରୋନା ଟିକା ନେଇଛନ୍ତି କି? କୋଭାକ୍ସିନ୍ ନା କୋଭିସିଲ୍ଡ । ଯଦି ଆପଣ ଭାରତ ବାୟୋଟେକ୍ ପ୍ରସ୍ତୁତ କରିଥିବା ଭ୍ୟାକ୍ସିନ୍ କୋଭାକ୍ସିନ୍ ନେଇଛନ୍ତି, ତେବେ ଆପଣଙ୍କ ବିଦେଶ ଗ୍ରସ୍ତ ଉପରେ ଲାଗିପାରେ ରୋକ୍ । କାରଣ, କରୋନାର ଦୁଇଟି ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ କିଛି ଦେଶ,…

ମହାକାଶରେ ମହାଜାଗତିକ ଘଟଣା । ମେ ୨୬ରେ ଦେଖାଯିବ ସୁପରମୁନ, ଲାଲ ଜହ୍ନ, ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ

କନକ ବ୍ୟୁରୋ: ମେ ୨୬ ତାରିଖରେ ମହାକାଶରେ ଏକ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ସଂଗଠିତ ହେବ । ସେ ଦିନ ଚନ୍ଦ୍ର ଗ୍ରହଣ ସମୟରେ ଚନ୍ଦ୍ର ପୃଥିବୀର ଉପଛାୟାରେ ଅପରାହ୍ଣ ୨ଟା ୧୭ ମିନିଟରେ ପ୍ରବେଶ କରିବ । ସନ୍ଧ୍ୟା ୭ଟା ୨୨ ମିନିଟରେ ଉପଛାୟାରୁ ସମ୍ପୂର୍ଣ୍ଣ ବାହାରିଯିବ । ଚନ୍ଦ୍ରଟି ଛାୟା ମଧ୍ୟରେ ଥିବା…

ଗଞ୍ଜାମରେ ଲୋକେ ମାନୁ ନାହାନ୍ତି କୋଭିଡ ଗାଇଡଲାଇନ । ନିୟମ ଉଲ୍ଲଘଂନ କରି କରୁଛନ୍ତି ବିବାହ ଭୋଜିର ଆୟୋଜନ

କନକ ବ୍ୟୁରୋ: ବର୍ତମାନ ରାଜ୍ୟ କରୋନା ସହିତ ଲଢେଇ କରୁଛି । ଏପରି ସମୟରେ ଗଂଜାମ ଜିଲ୍ଲାରୁ ଆସୁଥିବା ଖବର ଶୁଣିଲେ ଆପଣଙ୍କୁ ଲାଗିବ ଆମେ ଏପରି କଠୋର ସମୟରେ କେତେ ପାଳନ କରୁଛେ କରୋନା ଗାଇଡଲାଇନ । ପ୍ରଶାସନର କଟକଣା ପରେ ବି ଏହାକୁ ଖାତିର କରୁନାହାନ୍ତି ଲୋକ । ଆଉ ନିୟମ ଉଲଂଘନ କରି ଆୟୋଜନ…