Daily Archives

May 27, 2021

ଆଂଟିଗୁଆରୁ ଫେରାର ଉଦ୍ୟମ କରି ଫସିଗଲା ପଳାତକ ମେହୁଲ ଚୌକସି । କ୍ୟୁବାକୁ ପଳାଉଥିବା ବେଳେ ଡୋମିନିକାରେ ଧରିଲା ପୁଲିସ

କନକ ବ୍ୟୁରୋ: ପିଏନବି ବ୍ୟାଙ୍କ ଦୁର୍ନୀତି ମାମଲାର ମାଷ୍ଟର ମାଇଣ୍ଡ ତଥା ହୀରା ବ୍ୟବସାୟୀ ମେହୁଲ ଚୌକସି ଧରାପଡିଛି । ଆଂଟିଗୁଆ-ବାରବୋଡାରୁ କ୍ୟୁବା ଖସିଯିବାକୁ ଉଦ୍ୟମ କଲା ବେଳେ ଡୋମିନିକାରେ ଏହି ଠକକୁ ଧରିଛି ପୁଲିସ । ଏବେ ମେହୁଲ ଡୋମିନିକା ପୁଲିସର ହେପାଜତରେ ରହିଛି । ତାକୁ ଦେଶକୁ…

କରୋନାକୁ ନେଇ ଜୋ ବାଇଡେନଙ୍କ କଡା ଆଭିମୁଖ୍ୟ । କରୋନାର ଉତ୍ପତିକୁ ନେଇ ଇଂଟିଲିଜେନ୍ସ ଏଜେନ୍ସୀକୁ ଦେଲେ ତଦନ୍ତ…

କନକ ବ୍ୟୁରୋ: ନୋବେଲ କରୋନା ଭାଇରସ ପଶୁଙ୍କ ଦେହରୁ ମଣିଷକୁ ସଂକ୍ରମିତ କଲା ନା ଚୀନର ଉହାନ ଲ୍ୟାବରେ ପ୍ରସ୍ତୁତ କରାଗଲା । ଏହି ପ୍ରଶ୍ନର ଉତର ଏଯାଏଁ ମିଳିନାହିଁ । କରୋନାର ଉତ୍ପତି ଉତ୍ପତିସ୍ଥଳକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦେଶର ଇଂଟିଲିଜେନ୍ସ ସଂସ୍ଥାକୁ ତଦନ୍ତ ନିର୍ଦ୍ଦେଶ…

କାହିଁକି ମେ’ ମାସରେ ଆସୁଛି ବାତ୍ୟା? ବାତ୍ୟା ପଛରେ କ’ଣ ରହିଛି କାରଣ?

କନକ ବ୍ୟୁରୋ: ଗତ ୩ ବର୍ଷରେ ତିନିଟି ବାତ୍ୟା । ଫନି, ଅମ୍ଫାନ ପରେ ୟାସ୍ । ତିନିଟି ଯାକ ବାତ୍ୟା ସେହି ମେ’ ମାସରେ । ମେ’ ମାସ ଆସିବା ମାତ୍ରେ ଉପକୂଳିଆ ଲୋକଙ୍କ ମନରେ ବାତ୍ୟା ଆଶଙ୍କା ସୃଷ୍ଟି ହୁଏ । ସେହିପରି ବିଗତ ବର୍ଷଗୁଡିକରେ ସେପ୍ଟେମ୍ବର-ଅକ୍ଟୋବର ମାସରେ ମଧ୍ୟ ଅନେକ ବାତ୍ୟା ସୃଷ୍ଟି…

ଦ୍ରୁତ ଟିକାକରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । ଏଣିକ ବିଦେଶୀ ଟିକାର ହେବ ନାହିଁ ଦେଶି ଟ୍ରାଏଲ ।

କନକ ବ୍ୟୁରୋ: ଦ୍ରୁତ ଟିକାକରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । ଏଣିକ ବିଦେଶୀ ଟିକାର ହେବ ନାହିଁ ଦେଶି ଟ୍ରାଏଲ । ପୂର୍ବରୁ ବିଦେଶୀ ଟିକାର ଦେଶରେ ପରୀକ୍ଷା ପାଇଁ ସରକାର ରଖିଥିବା ସର୍ତକୁ ହଟାଇ ନେଇଛନ୍ତି । ଫଳରେ ବିଦେଶୀରୁ ଟିକା ଆମଦାନୀ ବି ବଢିବ ଏବଂ ଟିକା ଆମଦାନୀ ପରେ…

ବେଦୀକୁ ଯିବା ଆଗରୁ ମଶାଣିକୁ ଗଲେ ଯୁବକ । ବିବାହ ପାଇଁ ଧାର୍ଯ୍ୟ ହୋଇଥିବା ତାରିଖରେ ହିଁ କରୋନା ଛଡେଇ ନେଲା ବରଗଡ଼…

କନକ ବ୍ୟୁରୋ: ନୂଆ ଜୀବନ ଆରମ୍ଭ କରିବାର ଠିକ୍ ଆଗରୁ ଜୀବନ ନେଇଗଲା କରୋନା । ବୟସ ମାତ୍ର ୨୯ ବର୍ଷ । ଯେଉଁ ବୟସରେ କିଛି ନୂଆ କରିବାର ସ୍ୱପ୍ନ ଦେଖନ୍ତି ଯୁବପୀଢ଼ି, ସେହି ବୟସରେ ହିଁ ଚାଲିଗଲେ ବରଗଡ ଯୁଗୀପାଲି ଗାଁର ଜୀବର୍ଦ୍ଧନ ଭୋଇଙ୍କ ଜୀବନ । ପୁଅର ବାହାଘରକୁ ନେଇ ପରିବାର ଲୋକ ବେଶ ଖୁସି…

କେମିତି ଥିଲା ମଝି ସମୁଦ୍ରରେ ସେଇ ୧୬ ଘଂଟାର ସଂଘର୍ଷ ? ବାତ୍ୟା ତାଉତେ ବେଳେ ଜୀବନ-ମୃତ୍ୟୁର ଯୁଦ୍ଧ ସଂପର୍କରେ କନକ…

କନକ ବ୍ୟୁରୋ: ମୃତ୍ୟୂୁଯନ୍ତାରୁ ଉଦ୍ଧାର ପାଇ ଫେରି ଆସିଛନ୍ତି ଯାଜପୁର ଯୁବକ । ଆଉ ଏବେ କନକ ନ୍ୟୁଜରେ ଜୀବନ ଯୁଦ୍ଧର ସେଇ ମୁହୁର୍ତ ବଖାଣୁଛନ୍ତି ବରୀର ଶ୍ରୀକାନ୍ତ । ବାତ୍ୟା ତାଓତେ ପ୍ରଭାବରେ ମଝି ସମୁଦ୍ରରେ ବୁଡିଗଲା ବାର୍ଜପି-୩୦୫ ଜାହାଜ । ଦୀର୍ଘ ୧୬ ଘଂଟା ସମୁଦ୍ରରେ ଭାସିଭାସି ଶେଷରେ…