Daily Archives

May 19, 2021

ମହାମାରୀ ସମୟରେ ଆସିଲା ଅଭାବନୀୟ ଦୃଶ୍ୟ । ରାଜଧାନୀରେ ରୋଗୀଙ୍କୁ ଫେରାଇଦେଲା ଦୁଇ ଦୁଇଟି ହସ୍ପିଟାଲ । ଅକ୍ସିଜେନ୍ ଧରି…

କନକ ବ୍ୟୁରୋ: ରାଜ୍ୟରେ ସଂକ୍ରମଣ ଏବେ ବି ଉପରମୁହାଁ ହୋଇ ଗତି କରୁଛି । ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟସେବାର ମଧ୍ୟ ଅନେକ ବିକଳ ଚିତ୍ର ଦେଖିବାକୁ ମିଳୁଛି । କେଉଁଠି ହସ୍ପିଟାଲରେ ରୋଗୀକୁ ବେଡ୍ ମିଳୁନି ତ ଆଉଁ କେଉଁଠି ରୋଗୀଟିଏ ଚିକିତ୍ସା ପାଇଁ ଡହଳବିକଳ ହେଉଛି । ଏଭଳି ସମୟରେ ଖୋଦ୍…

କରୋନା ହାରିଲା, ବୁଢା ମଉସା ଜିତିଲେ । ସମ କୋଭିଡ ହସ୍ପିଟାଲରେ କରୋନାକୁ ପରାସ୍ତ କଲେ ୯୯ ବର୍ଷୀୟ ବୃଦ୍ଧ ।

କନକ ବ୍ୟୁରୋ: କରୋନା ବିପକ୍ଷ ଯୁଦ୍ଧରେ ବିଜୟୀ ହେଉଛନ୍ତି ବୟୋଜ୍ୟେଷ୍ଠ । ସମ କୋଭିଡ ହସ୍ପିଟାଲରୁ ସୁସ୍ଥ ହେଉଛନ୍ତି ଜଣକ ପରେ ଜଣେ ବରିଷ୍ଠ ନାଗରିକ । ଏହି କ୍ରମରେ ବୁଧବାର ଜଣେ ୯୯ ବର୍ଷୀୟ ବୃଦ୍ଧ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭୁବନେଶ୍ୱର ସହିଦନଗର ଅଂଚଳର ମୁରଲୀଧର ଦାସ କୋଭିଡ…

କାଲିଠୁ ସପ୍ତାହେ ପାଇଁ ସଟଡାଉନ୍ ଓଡିଶା ହାଇକୋର୍ଟ । ମେ ୨୦ରୁ ୨୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ କୋର୍ଟ ।

କନକ ବ୍ୟୁରୋ: ଆସନ୍ତାକାଲିଠାରୁ ଏକ ସପ୍ତାହ ସଟଡାଉନ୍ ରହିବ ଓଡ଼ିଶା ହାଇକୋର୍ଟ । ରାଜ୍ୟ ତଥା କଟକ ସହରରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ହାଇକୋର୍ଟର ଅନେକ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ମେ’ ୨୦ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ସଟଡାଉନ୍…

ଆକାଶ ମାର୍ଗରୁ ଗୁଜୁରାଟର ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ଦେଖିଲେ ପ୍ରଧାନମନ୍ତ୍ରୀ । ଉଦ୍ଧାର, ରିଲିଫ ଓ କ୍ଷତିଗ୍ରସ୍ତଙ୍କ…

କନକ ବ୍ୟୁରୋ: ସାମୁଦ୍ରିକ ବାତ୍ୟା ତୌତେର କ୍ଷତିଗ୍ରସ୍ତ ଗୁଜରାଟର ସ୍ଥିତିକୁ ଆକାଶମାର୍ଗରୁ ବୁଲି ଦେଖିଛନ୍ତି ପ୍ରଧାନମନ୍ତ୍ରୀ । ବାତ୍ୟା ସ୍ଥିତିକୁ ଦେଖିବାପରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ଏହାପରେ ଗୁଜରାଟକୁ ୧୦୦୦ କୋଟିର ବାତ୍ୟା ସହାୟତା ଯୋଗାଇ ଦେବା…

ସିଙ୍ଗାପୁର ଭାରିଆଂଟକୁ ନେଇ ବଢିଲା ବିବାଦ । ଭାରତୀୟ ହାଇକମିସନଙ୍କୁ ଡାକି ଆପତ୍ତି ଜାହିର କଲା ସିଙ୍ଗାପୁର ।

କନକ ବ୍ୟୁରୋ: ହିନ୍ଦୀରେ ଏକ ଶବ୍ଦ ଅଛି ‘ବଡ୍ ବୋଲେ’, ଆଉ ଓଡ଼ିଆରେ ଆଗ ଚଲା । ଏହା ବେଳେ ବେଳେ ଲୋକଙ୍କୁ ଅଡୁଆରେ ପକାଇ ଦିଏ । ଏଇ ଯେମିତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସିଙ୍ଗାପୁର ସମ୍ପର୍କରେ କରିଥିବା ଟ୍ୱିଟ୍ ଏବଂ ତାକୁ ନେଇ ସୃଷ୍ଟି ହୋଇଥିବା ବିବାଦ । କେଜ୍ରିୱାଲ…

କୋଭିଡ୍ ବେଡରୁ ବରିଷ୍ଠ ନର୍ସଙ୍କ ଭାଇରାଲ ଭିଡିଓ । କହିଲେ, ଭୁଲରେ ଦିଆଯାଉଥିଲା ‘ରେମଡେସିିଭିର’ ଇଂଜେକସନ ।

କନକ ବ୍ୟୁରୋ: ‘୧୦ ଏମଏଲ୍ ସିରିଜରେ ରେମଡେସିଭିର ଲୋଡ କରିଛି, ଆସି ମତେ ଦେବାକୁ ବସିଛି, ତଥାପି ମୁଁ ତାକୁ ପଚାରିଲି – ଝିଅ କାହିଁକି ଏ ଇଂଜେକ୍ସନ୍ ମତେ ଦେଉଛ । ରାତି ୧୦ଟା ତ ଏଇଟା ନାହିଁ । ସେ ମତେ କହିଲା - ଏଇଟା ରେମଡେସିଭିର୍ । ମୁଁ ତାକୁ କହିଲି, ରେମଡେସିଭିରକୁ ମତେ ୧୦ ଏମଏଲ…