Daily Archives

May 20, 2021

ସ୍ପଷ୍ଟୀକରଣ ରଖିଲା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ବ୍ଲାକ୍ ଫଙ୍ଗସକୁ ମହାମାରୀ ଆଇନରେ ଅନ୍ତର୍ଭୁକ୍ତ…

କନକ ବ୍ୟୁରୋ: ବ୍ଲାକ ଫଙ୍ଗସ୍ ଏବେ ଓଡିଶାରେ ଏକ ମହାମାରୀ ରୋଗ ନୁହେଁ । ଆଜି ଏନେଇ ସ୍ପଷ୍ଟୀକରଣ ରଖିଛି ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ । ଏଥିରେ କୁହାଯାଇଛି ଯେ, ବ୍ଲାକ ଫଙ୍ଗସ ରୋଗକୁ ମହାମାରୀ ଆଇନରେ ଅନ୍ତର୍ଭୁକ୍ତ କରାଯାଇଛି । ତାହାର ଅର୍ଥ ନୁହେଁ ଯେ, ଏହାକୁ ମହାମାରୀ ଭାବେ ଘୋଷଣା…

କରୋନା ହାରିଲା, ବୃଦ୍ଧ ଜିତିଲେ । ସମ କୋଭିଡ ହସ୍ପିଟାଲରୁ ସୁସ୍ଥ ହେଲେ ୯୯ ବର୍ଷିୟ ବୃଦ୍ଧ ।

କନକ ବ୍ୟୁରୋ: କରୋନା କାଳରେ ଏ ଖବର ନିଶ୍ଚିତ ଆପଣଙ୍କ ମନକୁ ବଳ ଯୋଗାଇବ । କରୋନା ବିରୋଧରେ ଲଢେଇ କରି କରୋନାକୁ ପରାସ୍ତ କରିଛନ୍ତି ୯୯ ବର୍ଷୀୟ ବୃଦ୍ଧ । ବର୍ତମାନ ବିଶେଷ କରି ଯୁବ ବର୍ଗ କରୋନା ସଂକ୍ରମଣରେ ହାର ମାନି ଯାଉଥିବା ସମୟରେ , ଏହି ବୟୋଜେଷ୍ଠ ବ୍ୟକ୍ତି ସୁସ୍ଥ ହେବା ନିଶ୍ଚିତ ଭାବେ…

ଏଣିକି ୨ମିଟର ଦୂରତା ଅଟକେଇ ପାରିବନି କରୋନା ସଂକ୍ରମଣ । ବାୟୁରେ ୧୦ ମିଟର ଯାଏଁ ଭାସି ପାରିବ କ୍ଷୁଦ୍ର ଏରୋସେଲ କଣିକା

କନକ ବ୍ୟୁରୋ: କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ୨ ମିଟରର ଶାରୀରିକ ବ୍ୟବଧାନ ରଖିବାକୁ କୁହାଯାଉଥିଲା । ତେବେ ନୂଆ ଗାଇଡଲାଇନ ଅନୁସାରେ ବାୟୁରେ କ୍ଷୁଦ୍ର ଏରୋସୋଲକଣିକା ୧୦ ମିଟର ପର୍ଯ୍ୟନ୍ତ ଯାଇପାରେ । କରୋନା ମୁକାବିଲା ପାଇଁ ଡବଲ ମାସ୍କ, ସାମାଜିକ ଦୂରତା ଓ ଭଲ ଭାବେ ବାୟ୍ରୁ ଚଳାଚଳ…

କରୋନା ଡାକି ଆଣିଲା ଆଉ ଏକ ମହାମାରୀ । ଦେଶରେ ବଢୁଛି ବ୍ଲାଗ ଫଙ୍ଗସ୍ ସଂକ୍ରମଣ । ମହାମାରୀ ଘୋଷଣା କରିବା ପାଇଁ…

କନକ ବ୍ୟୁରୋ: କରୋନା ମହାମାରୀ ଭାରତକୁ କଲବଲ କରୁଥିବା ବେଳେ ଆଉ ଏକ ମହାମାରୀକୁ ଟାଣି ଆଣିଛି କରୋନା ।ମ୍ୟୁକରମାଇକୋସିସ୍ବା ‘ବ୍ଲାକ୍ ଫଙ୍ଗସ୍’ ରୋଗକୁ ମହାମାରୀ ଘୋଷଣା କରିବାକୁ ରାଜ୍ୟଗୁଡିକୁ ଚିଠିଲେଖିଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ଯଦିଓ ଏହା ବିରଳ, ତେବେ ଏହା ଏକ ଘାତକ ସଂକ୍ରମଣ…

ଦେଶରେ କମୁଛି ସଂକ୍ରମିତଙ୍କ ସଂଖ୍ୟା । ଲଗାତାର ଚତୁର୍ଥ ଦିନ ଲାଗି ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ତଳେ ରହିଛି । ଏପଟେ…

କନକ ବ୍ୟୁରୋ: ଦେଶରେ କମୁଛି ସଂକ୍ରମିତଙ୍କ ସଂଖ୍ୟା । ଲଗାତାର ଚତୁର୍ଥ ଦିନ ଲାଗି ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ତଳେ ରହିଛି । ସବୁଠାରୁ ବଡ କଥା ହେଲା, ମହାରାଷ୍ଟ୍ର. ୟୁପି ସମେତ ୧୦ ରାଜ୍ୟରେ ସଂକ୍ରମଣ ହାର କମୁଛି । ଏପଟେ ଓଡିଶାରେ ୧୦ ହଜାର ତଳକୁ ଖସୁନାହିଁ କରୋନ ସଂକ୍ରମଣ । ଆଉ…

କୋଭିଡ ପରୀକ୍ଷା କରାଇ ନଥିବାରୁ ରୋଗୀକୁ ମିଳିଲାନି ହସ୍ପିଟାଲରେ ବେଡ । ଗୋଟିଏ ପରେ ଗୋଟିଏ ହସ୍ପିଟାଲ ବୁଲି ନିରାଶ ହବା…

କନକ ବ୍ୟୁରୋ: ସଫଳ କୋଭିଡ ପରିଚାଳନା ନେଇ ରାଜ୍ୟ ସରକାର ପ୍ରଶଂସା ସାଉଁଟୁଛନ୍ତି । କିନ୍ତ ଏହାରି ଭିତରେ ସରକାରୀ ବ୍ୟବସ୍ଥାରେ ହେଉଥିବା ଅବହେଳାର ଚିତ୍ର ସାମ୍ନାକୁ ଆସିଛି । ଓଡ଼ିଶାରେ ଦେଖିବାକୁ ମିଳିଲା ଦିଲ୍ଲୀ ଭଳି ଦୃଶ୍ୟ । କୋଭିଡ ପରୀକ୍ଷା କରାଇନଥିବାରୁ ରୋଗୀକୁ ହସ୍ପିଟାଲରେ ମିଳିଲାନି…