Daily Archives

May 18, 2021

ଭୟ ବଢାଉଛି  ସିଙ୍ଗାପୁର ଭାଇରସ । ସ୍କୁଲ ଓ କଲେଜ ବନ୍ଦ କଲେ ସିଙ୍ଗାପୁର ସରକାର । କେଜରିୱାଲ କହିଲେ, ବନ୍ଦ କରାଯାଉ…

କନକ ବ୍ୟୁରୋ: ସିଙ୍ଗାପୁର ଭୂତାଣୁ ହୋଇପାରେ ଭାରତର ତୃତୀୟ କରୋନା ଲହର । ଏହାକୁ ନେଇ ଆଗୁଆ ସତର୍କ କରାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହି ଭୂତାଣୁ ଦେଶରେ ଶିଶୁ ମାନଙ୍କ ପାଇଁ ଅଧିକ ବିପଦଜନକ ହେବା ସଂଭାବନା ଥିବାରୁ ଅଧିକ ଚିନ୍ତା ଦେଖା ଦେଇଛି । ସେପଟେ ନୂଆ…

ବିବାହ ପୂର୍ବରୁ ଏକାଠି ପ୍ରେମୀଯୁଗଳ ରହିବାକୁ ନାପସନ୍ଦ କଲେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ । କହିଲେ, ନୈତିକ ଓ…

କନକ ବ୍ୟୁରୋ: ଲିଭ–ଇନ ରିଲେସନକୁ ନେଇ ପଂଜାବ-ହରିୟାଣା ହାଇକୋର୍ଟ ଏକ ବଡ ଟିପ୍ପଣୀ କରିଛନ୍ତି । ସୁରକ୍ଷା ନିବେଦନ କରିଥିବା ପ୍ରେମୀ ଯୁଗଳଙ୍କ ଆବେଦନକୁ ଖାରଜ କରି ହାଇକୋର୍ଟ କହିଛନ୍ତି ଲିଭ-ଇନ-ରିଲେସନ ନୈତିକ ଓ ସାମାଜିକ ଭାବେ ଗ୍ରହଣଯୋଗ୍ୟ ନୁହେଁ । ମିଡିଆ ରିପୋର୍ଟ ଅନୁସାରେ ୧୯ ବର୍ଷ…

କରୋନାରେ ଯାଆଁଳା ଭାଇଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଚର୍ଚ୍ଚା । ମନାଇଥିଲେ ୨୪ତମ ଜନ୍ମଦିନ । କିଛି ଘଂଟାର ବ୍ୟବଧାନରେ…

କନକ ବ୍ୟୁରୋ: କରୋନାରେ ଯାଁଳା ଭାଇଙ୍କ ନିଧନ ଖବର ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି । ଉତରପ୍ରଦେଶର ମେରଟହ ଯାଁଳା ଭାଇଙ୍କ ଜନ୍ମ ଗୋଟିଏ ଦିନରେ ହୋଇଥିବା ବେଳେ ମୃତ୍ୟୁ ମଧ୍ୟ ଗୋଟିଏ ଦିନରେ ହୋଇଛି । ମାତ୍ର ୨୪ ବର୍ଷ ବୟସରେ କରୋନାରେ ପୀଡିତ ପରେ ଚିକିତ୍ସାଧିନ ଅବସ୍ଥାରେ ଦୁଇ ଭାଇଙ୍କର…

ବଣ୍ଡା ଘରେ ଭୂତାଣୁ । ହେଲେ ସଙ୍ଗରୋଧରେ ରହିବା ପାଇଁ ନାହିଁ ସୁବିଧା କିମ୍ବା ଇଚ୍ଛାଶକ୍ତି । ସଂକ୍ରମିତଙ୍କ ସହ ଏକାଠି…

କନକ ବ୍ୟୁରୋ: ଗ୍ରାମାଂଚଳର କରୋନା ସଂକ୍ରମଣକୁ ନେଇ ସବୁଆଡେ ଆତଙ୍କ । ଆତଙ୍କ ଭିତରେ କିନ୍ତୁ ଗାଁ ଗଣ୍ଡାର ଚିତ୍ର ଭିନ୍ନ । କରୋନାରେ ଆକ୍ରାନ୍ତ ହେବା ପରେ ବି ଗୋଟିଏ ଘରେ ପରିବାର ଅନ୍ୟ ସଦସ୍ୟଙ୍କ ସହ ରହୁଛନ୍ତି ଆକ୍ରାନ୍ତ । ସାଧାରଣ ଜୀବନ ଶୈଳୀକୁ ଆଗରେ ରଖି ମହାମାରିକୁ ନେଇ ଭୟଭିତ ହେଉନି…

ଦେଶରେ କମୁଛି ସଂକ୍ରମଣ, ହେଲେ ବଢ଼ୁଛି ମୃତ୍ୟୁ ସଂଖ୍ୟା । ଲଗାତର ଦ୍ୱିତୀୟ ଦିନ ଦେଲା ଦୈନିକ ସଂକ୍ରମଣ ୩ ଲକ୍ଷ ତଳେ ।…

କନକ ବ୍ୟୁରୋ: ଲଗାତର ଦ୍ୱିତୀୟ ଦିନ ପାଇଁ ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ତଳେ ରହିଛି । କିନ୍ତୁ ଏବେ ବି ୮ଟି ରାଜ୍ୟରେ ସକ୍ରିୟ ମାମଲା ୧ଲକ୍ଷରୁ ଅଧିକ ରହିଛି । ୧୦ଟି ରାଜ୍ୟରେ ୫୦ ହଜାରରୁ ଏକ ଲକ୍ଷ । ଏବଂ ୧୮ଟି ରାଜ୍ୟରେ ୫୦ ହଜାରରୁ କମ ସକ୍ରିୟ ମାମଲା ରହିଛି । ଆଉ ଏହାରି ଭିତରେ ଚିନ୍ତାର…

କରୋନା ହାରିଲା, କୁନିଛୁଆ ଜିତିଲା । ଭୟଙ୍କର କରୋନା ଯୁଦ୍ଧରେ ଜିତିଗଲା କୁନି ଯୋଦ୍ଧା । ସଂକ୍ରମିତ ହେବା ପରେ ନୂଆପଡା…

କନକ ବ୍ୟୁରୋ: କୁନି ଛୁଆ ଜିତିଲା କରୋନା ଯୁଦ୍ଧ । କରୋନା ସଂକ୍ରମଣକୁ ମାତ୍ ଦେଲା ନବଜାତକ । ମହାମାରୀର ଲଢେଇରେ ଅଦୃଶ୍ୟ ଭୂତାଣୁକୁ ହରାଇଛି କୁନି ଯୋଦ୍ଧା । ନବଜାତକଟି କରୋନାରେ ସଂକ୍ରମିତ ହେବା ପରେ ତାକୁ ନୂଆପଡା ଡାକ୍ତରଖାନାର ସ୍ପେଶାଲ ନ୍ୟୁବର୍ଣ୍ଣ କେୟାର ୟୁନିଟରେ ଭର୍ତ୍ତି କରାଯାଇଥିଲା…