Daily Archives

May 24, 2021

ଲୋକପ୍ରିୟ ଟିଭି ପ୍ରବଚକ ଚାରଣ ରାମଦାସଙ୍କ ଦେହାନ୍ତ । କିଛି ଦିନ ତଳେ କରୋନାରେ ହୋଇଥିଲେ ଆକ୍ରାନ୍ତ ।

କନକ ବ୍ୟୁରୋ: ଲୋକପ୍ରିୟ ଟିଭି ପ୍ରବଚକ ଚାରଣ ରାମଦାସଙ୍କ ଦେହାନ୍ତ । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଅବସ୍ଥାରେ ଆଖି ବୁଜିଛନ୍ତି ଏହି ଲୋକପ୍ରିୟ କଳାକାର । ଗତ କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ହେଲେ ଏହି ସମୟରେ ତାଙ୍କ ଶ୍ୱାସକ୍ରିୟାରେ…

ଭାରତରେ ଆରମ୍ଭ ହେଲା ସ୍ପୁଟନିକ ଭି ଟିକାର ଉତ୍ପାଦନ । ଭାରତୀୟ କମ୍ପାନୀ ପାନାସିଆ ବାୟୋଟେକ ସ୍ପୁଟନିକ-ଭି ଟିକା…

କନକ ବ୍ୟୁରୋ: ଭାରତରେ ଆରମ୍ଭ ହେଲା ସ୍ପୁଟନିକ ଭି ଟିକାର ଉତ୍ପାଦନ । ଭାରତୀୟ କମ୍ପାନୀ ପାନାସିଆ ବାୟୋଟେକ ସ୍ପୁଟନିକ-ଭି ଟିକା ଉତ୍ପାଦନ ଆରମ୍ଭ କରିଛି । ଏହା ବର୍ଷକୁ ୧୦ କୋଟି ଟିକା ଉତ୍ପାଦନ କରିବ । ଜରୁରୀକାଳୀନ ବ୍ୟବହାର ପାଇଁ ଏପ୍ରିଲ ୧୨ରେ ସ୍ପୁଟନିକ-ଭି ଟିକାକୁ ଅନୁମତି ଦେଇଥିଲେ…

ଦୈନିକ କେତେ ଟିକା ତିଆରି ହେଉଛି? ଦୈନିକ ଉତ୍ପାଦିତ ଟିକାରୁ କେତେ ଟିକା ଟିକାକରଣ କେନ୍ଦ୍ରରେ ପହଞ୍ଚୁଛି? କେରଳ…

କନକ ବ୍ୟୁରୋ: କରୋନାର ମୁକାବିଲା ପାଇଁ ବର୍ତମାନ ଦେଶରେ ପ୍ରମୁଖ ଅସ୍ତ୍ର ଟିକାକରଣ । ହେଲେ ଏହି ଟିକା ଦୈନିକ କେତେ ତିଆରି ହେଉଛି , ଆଉ ଦୈନିକ ଉତ୍ପାଦିତ ଟିକାରୁ କେତେ ଟିକା , ଟିକାକରଣ ପାଇଁ ପହଁଚୁଛି ଟିକାକରଣ କେନ୍ଦ୍ରରେ, କଣ ଆପଣ ଜାଣିଛନ୍ତି । ଏନେଇ କେରଳ ହାଇକୋର୍ଟରେ ତଥ୍ୟ ଦେଇଛନ୍ତି…

ଟୀକାକରଣ ପାଇଁ ଅନସ୍ପଟ ପଞ୍ଜିକରଣକୁ ମିଳିଲା ଅନୁମତି । ୧୮ରୁ ୪୪ ବର୍ଷର ଲୋକମାନେ ସିଧାସଳଖ ଟିକା କେନ୍ଦ୍ରକୁ ଯାଇ ଟିକା…

କନକ ବ୍ୟୁରୋ: ଟୀକାକରଣ ପାଇଁ ଅନସ୍ପଟ ପଞ୍ଜିକରଣକୁ ମିଳିଲା ଅନୁମତି। ୧୮ରୁ ୪୪ ବର୍ଷ ବର୍ଗର ଲୋକମାନେ ସିଧାସଳଖ ସରକାରୀ ଟିକା କେନ୍ଦ୍ରକୁ ଯାଇ ଟିକା ନେଇପାରିବେ। ଟିକାର ଅପଚୟ ରୋକିବାକୁ ଏପରି ଅଫଲାଇନ ପଞ୍ଜିକରଣର ବ୍ୟବସ୍ଥା କରାଯାଇଛି। କରୋନା ବିରୋଧରେ ଚାଲିଥିବା ଟୀକାକରଣକୁ ତ୍ୱରାନ୍ୱିତ…

ସମୁଦ୍ର ଭିତରେ ଘଣ୍ଟାପ୍ରତି  ୧୨ କିମି ବେଗରେ ଗତି କରୁଛି ୟାସ । ବାଲେଶ୍ୱରରୁ ୫୫୦, ପାରାଦୀପରୁ ୪୫୦ କିମି…

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ଝଡ ୟାସ୍ ଏବେ ଉପକୂଳ ମୁହାଁ ହୋଇଛି । ଆସନ୍ତା ୨୬ ତାରିଖ ସୁଦ୍ଧା ଏହା ସ୍ଥଳଭାଗ ଛୁଇଁବାକୁ ଥିବାବେଳେ ଏହା କେଉଁଠି ଲ୍ୟାଣ୍ଡଫଲ କରିବ ତାକୁ ନେଇ ଏବେ ଅନେକ ଆକଳନ ପ୍ରକାଶ ପାଉଛି । ତେବେ ଏହାରି ଭିତରେ ଭାରତୀୟ ପାଣିପାଗ…

କରୋନା ଚିକିତ୍ସା ପାଇଁ ‘ଆଂଟିବଡି କକ୍ଟେଲ୍’ । ଭାରତର ପ୍ରମୁଖ ହସପିଟାଲ ଓ କୋଭିଡ୍ ସେଂଟରରେ ହେବ ଉପଲବ୍ଧ । ଗୋଟିଏ…

କନକ ବ୍ୟୁରୋ: ରୁସ୍ କଂପାନୀ ପ୍ରସ୍ତୁତ କରିଥିବା ଏହି ଆଂଟିବଡି କକଟେଲ୍ ଗତବର୍ଷ ବେଶ ଚର୍ଚ୍ଚାରେ ରହିଥିଲା । କାରଣ ଗତ ଅକ୍ଟୋବର ମାସରେ ତକ୍ରାଳୀନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଏହି ଔଷଧ ଦିଆଯାଇଥିଲା । ଏହା ପରେ ଏହି ଆଂଟିବଡି କକ୍ଟେଲର…