Daily Archives

May 6, 2021

ଅକ୍ସିଜେନ୍ ଯୋଗାଣ ନେଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପ୍ରଥମ ଥର…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେଜ୍ରିୱାଲ । ମେ ୫ତାରିଖରେ ଜାତୀୟ ରାଜଧାନୀ ଦିଲ୍ଲୀ ୭୩୦ ମେଟ୍ରିକ ଟନ୍ ଅକ୍ସିଜେନ ପାଇବା ପରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେଜ୍ରିୱାଲ । ଏକ ଚିଠି ମାଧ୍ୟମରେ କେଜ୍ରିୱାଲ କହିଛନ୍ତି ପ୍ରଥମ ଥର ପାଇଁ ଦିଲ୍ଲୀ ୭୦୦ଟନରୁ…

ପଶ୍ଚିମବଙ୍ଗକୁ କେନ୍ଦ୍ରମନ୍ତ୍ରୀଙ୍କ ସହ କେନ୍ଦ୍ରୀୟ ଟିମର ଗସ୍ତକୁ ନେଇ ବର୍ଷିଲେ ମମତା । କହିଲେ କେବଳ ଦଙ୍ଗା ସୃଷ୍ଟି…

କନକ ବ୍ୟୁରୋ : ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ହୋଇଥିବା ହିଂସା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ତୃଣମୂଳ କଂଗ୍ରେସ ନିର୍ବାଚନ ଜିତିବା ପରେ ବିଜେପିର ୧୪ଜଣ ଦଳୀୟ କର୍ମୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲା ବିଜେପି । ଏହାକୁ ନେଇ ପଶ୍ଚିମବଙ୍ଗ…

କରୋନାର ତୃତୀୟ ଲହରକୁ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ମୁକାବିଲା ପାଇଁ ପ୍ରସ୍ତୁତ ରୁହ, ଛୋଟ ପିଲା…

କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହରରେ ଅଣନିଶ୍ୱାସୀ ହୋଇପଡିଥିବା ଭାରତ, ତୃତୀୟ ଲହରକୁ କେମିତି ମୁକାବିଲା କରିବ । ମହାମାରୀର ତୃତୀୟ ଲହର ଆସିବା ଆଗରୁ ପ୍ରସ୍ତୁତି କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କହିଛନ୍ତି, ମୁକାବିଲା ପାଇଁ ପୁରା ପ୍ରସ୍ତୁତି କର ।…

କନ୍ଦେଇ ଦେଉଛି କରୋନାର ଚିତ୍ର । କରଞ୍ଜିଆରେ ଆକ୍ରାନ୍ତଙ୍କ ଶବଦାହକୁ ସ୍ଥାନୀୟ ଲୋକଙ୍କ ବିରୋଧ, ବ୍ରହ୍ମପୁରରେ…

କନକ ବ୍ୟୁରୋ : କରୋନା କରୁଛି କଲବଲ । ଆଉ ଏହି ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି କରୋନାର କରୁଣ ଚିତ୍ର । କେଉଁଠି ନିଜ ଲୋକଙ୍କୁ ଛୁଇଁନାହାନ୍ତି ପରିବାର ଓ ପଡୋଶୀ । ଫଳରେ ଡାକ୍ତର ଓ ସରପଂଚ ଦେବଦୂତ ସାଜି କରିଛନ୍ତି ଅନ୍ତିମ ସଂସ୍କାର । କରଞ୍ଜିଆରେ କୋଭିଡ ଆକ୍ରାନ୍ତଙ୍କ ମୃତଦେହକୁ…

ଓଡ଼ିଶାରେ କେମିତି ରହିଛି କରୋନା ସ୍ଥିତି ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ।

କନକ ବ୍ୟୁରୋ : କୋଭିଡ୍ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ କରୋନା ସ୍ଥିତି କେମିତି ରହିଛି ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି…

ଜୁନ ପହିଲାରେ କେରଳ ଛୁଇଁବ ମୌସୁମୀ । ଏଥର ସ୍ୱାଭାବିକ ହେବ ମୌସୁମୀ ବର୍ଷା ! ଲଗାତାର ତୃତୀୟ ବର୍ଷ ଲାଗି ଭଲ ରହିବ…

କନକ ବ୍ୟୁରୋ : ଚଳିତ ବର୍ଷ ଠିକ୍ ସମୟରେ ଆସିବ ମୌସୁମୀ । ଆଉ ସ୍ୱାଭାବିକ ବର୍ଷା ହେବ । ପ୍ରାୟ ୯୮ ପ୍ରତିଶତ ବର୍ଷା ହୋଇପାରେ । ଜୁନ୍ ୧ରେ କେରଳ ଛୁଇଁ ପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆର୍ଥ ସାଇନ୍ସ ମନ୍ତ୍ରାଳୟର ସଚିବ ଏମ୍. ରାଜୀବନ ଟ୍ୱିଟ୍ କରି କହିଛନ୍ତି, ମେ’ ୧୫ରେ ବିଧିବଦ୍ଧ…