Daily Archives

May 12, 2021

ପିଲାଙ୍କ ଉପରେ ହେବ କରୋନା ଟିକା ପରୀକ୍ଷା । ୨ରୁ ୧୮ବର୍ଷ ବୟସ୍କଙ୍କୁ କୋଭାକ୍ସିନର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ…

କନକ ବ୍ୟୁରୋ: ଭାରତରେ ଶିଶୁ ଓ କିଶୋରଙ୍କ ଦେହରେ କୋଭାକ୍ସିନ ଟିକାର କ୍ଲିନିକ୍ଲାଲ ଟ୍ରାଏଲ ପାଇଁ ଅନୁମତି ମିଳିଛି । ଆଉ ଏହି କ୍ଲିନିକାଲ ଟ୍ରାଏଲର ସଫଳ ହେଲେ ଦେଶରେ ଛୋଟି ପିଲାଙ୍କୁ ଟିକାକରଣ ଆରମ୍ଭ ହୋଇପାରିବ । ଦେଶରେ ଏବେ ୧୮ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ କରାଯାଉଛି । ହେଲେ ଛୋଟ…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିଲ୍ଲୀ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ । ଟିକାକରଣ ତ୍ୱରାନ୍ୱିତ କରିବା ପାଇଁ…

କନକ ବ୍ୟୁରୋ: ଦେଶରେ ଟୀକାକରଣ ଚାଲିଥିବା ବେଳେ ଅନେକ ସ୍ଥାନରୁ ଟିକାର ଅଭାବ ନେଇ ଖବର ଆସିଛି।ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ। ଭ୍ୟାକ୍ସିନର ଫର୍ମୁଲାକୁ ସେୟାର…

ସତ ହେଲା ଛତିଶଗଡ ପୁଲିସର ଆକଳନ । କରୋନାରେ ୭ ଜଣ ମାଓବାଦୀଙ୍କ ମୃତ୍ୟୁ ନେଇ ସୂଚନା

କନକ ବ୍ୟୁରୋ: ସତ ହେଲା ଛତିଶଗଡ ପୁଲିସର ଆକଳନ । କରୋନା ରେ ୭ ଜଣ ମାଓବାଦୀ ପ୍ରାଣ ହରାଇ ଥିବା ନେଇ ଏକ ଚିଠିରେ ଉଲ୍ଲେଖ କରିଛି ମାଓ ସଙ୍ଗଠନ । ଏହାସହ କୋରୋନା ଭୟରେ ଅନେକ ମାଓବାଦୀ ଦଳ ଛାଡି ପଳାୟନ କରୁଥିବା ମଧ୍ୟ ମାଓବାଦୀଙ୍କ ଚିଠିରେ ଲେଖା ହୋଇଛି । ସେଥିରୁ ୩ ଜଣ କ୍ୟାଡର ମାଓବାଦୀ…

ଗଙ୍ଗାରେ ଭାସୁଛି ଶତାଧିକ ମୃତଦେହ । ବିହାରରେ ୭୦ ଓ ଉତ୍ତର ପ୍ରଦେଶରୁ ୨୫ଟି ମୃତଦେହ ଉଦ୍ଧାର । ୟୁପିରୁ ଫିଙ୍ଗା…

କନକ ବ୍ୟୁରୋ: କୋଭିଡ କାଳରେ ହଜିଯାଇଛି ମାନବିକତା। ମୃତ୍ୟୁ ପରେ ଅନ୍ତିମ ସଂସ୍କାର ନୁହେଁ ନଦୀରେ ଭସାଇ ଦିଆଗଲା ମୃତଦେହ। ଶବ ଉଦ୍ଧାର ପରେ ବିହାର ଓ ଉତ୍ତରପ୍ରଦେଶ ମଧ୍ୟରେ ଚାଲିଛି ଛକାପଞ୍ଝା। ଅଲୋଡ଼ା ପାଲଟିଥିବା ଶବକୁ ନେଇ ଆରମ୍ଭ ହୋଇଯାଇଛି ଶସ୍ତା ରାଜନୀତି। କାଲି ଯିଏ ଥିଲା ଆପଣାର ଆଜି…

ମୃତ୍ୟୁ ପୂର୍ବରୁ ଗର୍ଭବତୀ ଡାକ୍ତରଙ୍କ କରୋନା ବାର୍ତା । କହିଲେ, ମହାମାରୀକୁ ହାଲୁକାରେ ନିଅନ୍ତୁନି, ପିନ୍ଧନ୍ତୁ…

କନକ ବ୍ୟୁରୋ: ହସ୍ପିଟାଲ ବେଡରେ ଥାଇ ଜଣେ ଡାକ୍ତର ଯେତେବେଳେ କରୋନାର ଭୟାବହତାକୁ ନେଇ ଏହି ଭିଡିଓ ପ୍ରସ୍ତୁତ କରୁଥିଲେ, ସେ ନିଜେ ବି ଜାଣିନଥିଲେ ଯେ, ଆଉ କିଛି ଦିନ ପରେ ତାଙ୍କର ମୃତ୍ୟୁ ହୋଇଯିବ । ପେଟରେ ଥିବା କୁନି ପିଲାଟି ଏ ଦୁନିଆରେ ପାଦ ଦେବା ଆଗରୁ ଆଉ ଏକ ଦୁନିଆକୁ ଚାଲିଯିବ ।…

ନୀତିଶଙ୍କୁ ରଞ୍ଜିତ ଚେତାବନୀ । ଯଦି ପପୁ ପଜିଟିଭ ହୁଅନ୍ତି ତେବେ ମୁଖ୍ୟମନ୍ତ୍ରୀ ନିବାସରୁ ଆଣି ବିଚ୍ ରାସ୍ତାରେ ଛିଡା ନ…

କନକ ବ୍ୟୁରୋ : ନୀତିଶ କୁମାରଙ୍କୁ ଚେତାବନୀ । ମୋ ସ୍ୱାମୀ ନେଗେଟିଭ ଅଛନ୍ତି ଯଦି ସେ ପଜିଟିଭ ହୁଅନ୍ତି ତେବେ ଆପଣଙ୍କୁ ମୁଖ୍ୟମନ୍ତ୍ରୀ ନିବାସରୁ ଆଣି ବିଚ୍ ରାସ୍ତାରେ ଯଦି ନ ଛିଡା କରିଛି ତେବେ ମୋ ନାଁ ରଞ୍ଜିତ ରଞ୍ଜନ ନୁହେଁ । ନୀତିଶଙ୍କୁ ଏଭଳି ଧମକ ଦେଇଥିବା ମହିଳା ଆଉ କେହି ନୁହଁନ୍ତି…