Daily Archives

May 28, 2021

ତେଜିଲା ମୋଦି – ଦିଦି ଲଢେଇ । ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ଦିଲ୍ଲୀ ନେବା ପାଇଁ କେନ୍ଦ୍ରର ଚିଠି ।

କନକ ବ୍ୟୁରୋ: ତେଜିଲା ମୋଦି - ଦିଦି ଲଢେଇ । ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ଦିଲ୍ଲୀ ନେବା ପାଇଁ କେନ୍ଦ୍ରର ଚିଠି । ଅଳ୍ପନ ବନ୍ଦୋପାଧ୍ୟାୟଙ୍କୁ ତୁରନ୍ତ ରିଲିଭ କରିବାକୁ ଚିଠି । ମେ ୩୧ ସକାଳ ୧୦ଟା ସୁଦ୍ଧା ଦିଲ୍ଲୀରେ ରିପୋର୍ଟ କରିବାକୁ ଚିଠିରେ ଉଲ୍ଲେଖ । ତେବେ ଆଜି ପଶ୍ଚିମବଙ୍ଗରେ…

ଭାରତର ପଳାତକ ବ୍ୟବସାୟୀ ମେହୁଲ ଚୌକସି ପ୍ରତ୍ୟର୍ପଣ ଉଦ୍ୟମକୁ ଝଟକା । କୋର୍ଟ କହିଲା ଆଣ୍ଟିଗୁଆକୁ ଫେରାଯାଇପାରିବ ।…

କନକ ବ୍ୟୁରୋ: ମେହୁଲ ଚୌକସିଙ୍କ ପ୍ରତ୍ୟାର୍ପଣ ଉଦ୍ୟମକୁ ଝଟକା । ଭାରତକୁ ପ୍ରତ୍ୟାର୍ପଣ ଉପରେ ରୋକ ଲଗାଇଲେ କୋର୍ଟ । ପଳାତକ ହୀରା ବେପାରୀ ମେହୁଲ ଚୌକସିଙ୍କ ପ୍ରତ୍ୟାର୍ପଣ ଉପରେ ରୋକ ଲଗାଇଛନ୍ତି ଡୋମିନିକା କୋର୍ଟ । ମେହୁଲ ଚୌକସି ଡୋମିନିକାର ନାଗିରକ ନୁହଁନ୍ତି ଆଂଟିଗୁଆର ନାଗରିକ, ତେଣୁ…

ଏବେବି ରୁଷିଛନ୍ତି ଦିଦି ? ମୋଦିଙ୍କ ବାତ୍ୟା ସମୀକ୍ଷା ବୈଠକକୁ ୩୦ ମିନିଟ ବିଳମ୍ବରେ ଆସିଲେ ମମତା । କ୍ଷୟକ୍ଷତିର କାଗଜ…

କନକ ବ୍ୟୁରୋ: ପଶ୍ଚିମବଙ୍ଗ ନିର୍ବାଚନର ପ୍ରାୟ ଏକ ମାସ ପରେ ପ୍ରଥମ ଥର ପାଇଁ ମୁହାଁମୁହିଁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବାତ୍ୟା ୟାସର କ୍ଷତିଗ୍ରସ୍ତ ଅଂଚଳ ବୁଲି ଦେଖିବା ପରେ ପ୍ରଧାନମନ୍ତ୍ରୀ କଲାଇକୁଣ୍ଡାରେ ସମୀକ୍ଷା ବୈଠକ…

ଟୋକନ୍ ଅବଧି ବଢ଼ାଇବା ଦାବିରେ ଚାଷୀଙ୍କ ହଙ୍ଗାମା । ସମ୍ବଲପୁରରେ ସରକାରୀ ଅଫିସରେ ତାଲା ପକାଇଲେ ଚାଷୀ । ଆଲୋଚନା ପରେ…

କନକ ବ୍ୟୁରୋ: ସମ୍ବଲପୁରରେ ପୁଣି ତାତିଲେ ଚାଷୀ । ରବି ଧାନ କିଣାରେ ଟୋକନ ଅବଧି ବଢାଇବାକୁ ଦାବି କରି ସରକାରୀ ଅଫିସ ଘେରାଉ କଲେ ଚାଷୀ ଓ ଚାଷୀ ନେତା । ଆଜି ପ୍ରଥମେ ଡିଆର ବା ସମବାୟ ଉପନିବଦ୍ଧକଙ୍କ କାର୍ଯ୍ୟାଳୟ, ପରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇ…

ରାଜ୍ୟରେ କମୁଛି କରୋନାର ୨ୟ ଲହର । ତଳମୁହାଁ ହେଉଛି ସଂକ୍ରମଣର ଟ୍ରେଣ୍ଡ । ଟୀକାକରଣ ପରାମର୍ଶଦାତା କମିଟି ବୈଠକରେ…

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଟୀକାକରଣ ପରାମର୍ଶଦାତା କମିଟିର ପ୍ରଥମ ବୈଠକ । ଆଗାମୀ ଲହରକୁ ମୁକାବିଲା କରିବା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଗୁରୁତ୍ୱ । ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା । ରାଜ୍ୟରେ ବର୍ତ୍ତମାନ କରୋନା ଟ୍ରେଣ୍ଡ ତଳମୁହାଁ । କିଛି ଜିଲ୍ଲାକୁ…

ଅଭାବ ଦେଖାଇଲା ଆତ୍ମହତ୍ୟାର ବାଟ । ଲକଡାଉନ୍ ଯୋଗୁଁ ବନ୍ଦ ରହିଲା ପାନ ଦୋକାନ । ଦାରିଦ୍ର୍ୟତା ଭିତରେ ଆତ୍ମହତ୍ୟା କଲେ…

କନକ ବ୍ୟୁରୋ:  ପେଟ ପାଟଣା ବୋଝ ଉପରେ କର୍କଟ ରୋଗ । ତାଲାବନ୍ଦ ଯୋଗୁଁ ପାନ ଦୋକାନ୍ ବନ୍ଦ । କ’ଣ କରିବେ ଆଉ ବାଟ ଦେଖାଗଲାନି । ଶେଷରେ ଏଭଳି ଏକ ଭୁଲ ନିଷ୍ପତି ନେଇଗଲେ ବଲାଙ୍ଗୀର ଜଣେ ପାନ ଦୋକାନୀ, ଯେଉଁଠୁ ଆଉ କେବେ କେହି ଫେରି ନାହାଁନ୍ତି । ଦାରିଦ୍ର୍ୟର ତାଡ଼ନାରେ ଦୁଇ ଦୁଇଟି ପିଲାକୁ ଏବଂ…