Daily Archives

May 2, 2021

ନିମ୍ନମାନର ବିହନ ଦେଇ ଚାଷୀଙ୍କୁ ଠକିଦେଲା ଆନ୍ଧ୍ର ବେପାରୀ । ଠିକରେ ହେଉନି ସୂର୍ଯ୍ୟମୁଖୀ ଚାଷ, ଏପଟେ ସରକାର…

କନକ ବ୍ୟୁରୋ : ଖାଇବା ତେଲ ଦର ବଢୁଥିବା ବେଳେ ନିଜ ଚାହିଦା ମେଂଟାଇବା ପାଇଁ ସୂର୍ଯ୍ୟମୁଖୀ ଚାଷ ଉପରେ ଭରସା କରିଥିଲେ କୋରାପୁଟର ଚାଷୀ । ମାତ୍ର ଆନ୍ଧ୍ର ବେପାରୀଙ୍କ ଦ୍ୱାରା ଠକାମୀର ଶିକାର ହୋଇଛନ୍ତି ଏମାନେ । ନିମ୍ନମାନର ବିହନ ଯୋଗୁଁ ଚାଷ ଠିକରେ ହେଉନାହିଁ ଏବଂ ଏହାକୁ ନେଇ ଚିନ୍ତାରେ…

ଦମ୍ ଦେଖାଇଲା ଦିଲ୍ଲୀ । ପଞ୍ଜାବକୁ ୭ ଓି୍ୱକେଟରେ ଦେଲା ମାତ୍, ପଏଣ୍ଟ ଟେବୁଲର ଶୀର୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ।

କନକ ବ୍ୟୁରୋ : ପଞ୍ଜାବ କିଙ୍ଗସ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଏହି ବଡ଼ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନକୁ ଆସିଛି ଋଷଭ ପନ୍ଥଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ । ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଆଜିର…

ତାମିଲନାଡୁରେ ବଦଳିଗଲା ସରକାର, ଶାସନକୁ ଆସିଲା ଡିଏମକେ । ଆସାମରେ କ୍ଷମତା ବଜାୟ ରଖିଲା ବିଜେପି, କେରଳରେ ପୁଣି ଜିତିଲା…

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ମମତାଙ୍କ ବଡ ବିଜୟ, ଆସାମରେ କ୍ଷମତା ବଜାୟ ରଖିଲା ବିଜେପି, ତାମିଲନାଡୁରେ ବଦଳିଲା ସରକାର, କେରଳରେ ବାମଦଳର ଫେରିଲା ସରକାର ଓ ପୁଡୁଚେରୀରେ ବିଜେପିର ବିଜୟ । ପାଂଚଟି ରାଜ୍ୟରେ ନିର୍ବାଚନ ଫଳାଫଳ ଉପରେ ଆଜି ସାରାଦେଶର ନଜର ରହିଥିଲା । ପଶ୍ଚିମବଙ୍ଗରେ ମମତାଙ୍କ…

ଦିନ ମଜୁରିଆର ସ୍ତ୍ରୀ ଜିତିଲେ ନିର୍ବାଚନ । ବିଜେପି ଟିକେଟରୁ ନିର୍ବାଚନ ଜିତି ଯିବେ ବିଧାନସଭା । 

କନକ ବ୍ୟୁରୋ: ଦିନ ମଜୁରିଆର ସ୍ତ୍ରୀ ଜିତିଲେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ପ୍ରଥମ କରି ବିଧାୟକ ସାଜି ଯିବେ ବିଧାନସଭା । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଆଜି ଫଳାଫଳ ଘୋଷଣା ହେଉଥିବାବେଳେ ଏଥିରେ ସୋଲତରା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ଚନ୍ଦନା ବାଉରି ବିଜୟୀ ହୋଇଛନ୍ତି ।…

ନନ୍ଦିଗ୍ରାମରେ ପରାଜୟ ପରେ ନିର୍ବାଚନ କମିଶନଙ୍କ ଉପରକୁ ଅଙ୍ଗୁଳି ଉଠାଇଲେ ମମତା । କହିଲେ ପକ୍ଷପାତିତା ବିରୋଧରେ ଯିବେ…

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଯାଦୁ ଚାଲିଥିଲେ ବି ନନ୍ଦିଗ୍ରାମରେ ପରାଜୟବରଣ କରିଛନ୍ତି ମମତା ବାନାର୍ଜୀ । ଏହା ପରେ ନନ୍ଦିଗ୍ରାମ ଭୋଟଗଣତି ନେଇ ନିର୍ବାଚନ କମିଶନଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ମମତା । ମମତା କହିଛନ୍ତି, କମିଶନଙ୍କ ପକ୍ଷପାତିତା ବିରୋଧରେ ସେ କୋର୍ଟ…

ଖାଲି ସମୟର ବିନିଯୋଗ କରିବା ନେଇ ଉପାୟ ଦେଲା ଏସଏଚଜି । ରାଜକନିକାର ଜୟ ହନୁମାନ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା…

କନକ ବ୍ୟୁରୋ : ଖାଲି ସମୟକୁ ଅପଚୟ ନ କରି ତାକୁ ସଠିକ୍ ଉପାୟରେ ବିନିଯୋଗ କରିଲେ ରୋଜଗାର ସହ ସଫଳତା ପାଇହେବ । ଏହାକୁ ପ୍ରମାଣ କରି ଦେଖାଇଛନ୍ତି  ଜୟ ହନୁମାନ ସ୍ୱୟଂ ସହାୟକ ଗୋଷ୍ଠିର ୧୧ ଜଣ ମହିଳା । ବ୍ରେଡ୍, କେକ୍ ଆଦି ପ୍ରସ୍ତୁତ କରି ବାର୍ଷିକ ଏମାନେ ରୋଜଗାର କରୁଛନ୍ତି ପାଖାପାଖି ୧୨ଲକ୍ଷ…