Daily Archives

May 29, 2021

ରାଜଧାନୀ ଦିଲ୍ଲୀରେ ଟିକାକରଣ ବଢାଇବା ପାଇଁ କେଜ୍ରିୱାଲ ସରକାରର ଯୋଜନା । ଟିକା ଯୋଗାଇବା ପାଇଁ ଡାକିଲେ ଟେଣ୍ଡର ।

କନକ ବ୍ୟୁରୋ: ଦେଶର ରାଜଧାନୀ ଦିଲ୍ଲୀରେ ସଂକ୍ରମଣ କମୁଥିବା ବେଳେ ଟିକାକରଣ ବଢ଼ାଇବା ଉପରେ ଗୁରୁତ୍ୱ ଦେଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ  । ଏନେଇ ଟିକାର ଉପଲବ୍ଧତା ବଢ଼ାଇବାକୁ ଚେଷ୍ଟା କରାଯାଉଛି  । ଏସବୁ ଭିତରେ ଏକ କୋଟି ଟିକା ପାଇଁ ଏକ ବିଶ୍ୱସ୍ତରୀୟ ଟେଣ୍ଡର…

ଦେଶରେ ବଢ଼ୁଛି ସୁସ୍ଥହାର, କମୁଛି ସଂକ୍ରମଣ । ୨୪ ଘଂଟାରେ ୧ ଲକ୍ଷ ୭୩ ହଜାର ୭୯୦ ଆକ୍ରାନ୍ତ ଚିହ୍ନଟ, ୩୬୧୭ ମୃତ ।

କନକ ବ୍ୟୁରୋ: ଦେଶରେ କେବେ ସରିବ ଦ୍ୱିତୀୟ ଲହରର ପ୍ରକୋପ ? କେବେ ମିଳିବ କରୋନା ଦାଉରୁ ମୁକ୍ତି ? ଏଭଳି ପ୍ରଶ୍ନର ଉତ୍ତର ଦେଶବାସୀ ଖୋଜୁଥିବା ବେଳେ ହ୍ରାସ ପାଉଥିବା ସଂକ୍ରମଣ କିଛିଟା ସାହସ ବଢ଼ାଇଲା ଭଳି । ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ କମିଚାଲିଛି । ଗତ ୨୪ ଘଂଟାରେ ଦେଶରେ ୧ ଲକ୍ଷ…

ବାବାଙ୍କ ବିବଦୀୟ ବୟାନକୁ ନେଇ ବଢୁଛି ଅଡୁଆ । ଆଇଏମଏ ପରେ ଏଫଏଆଇଏମଏ ପଠାଇଲା କାନୁନୀ ନୋଟିସ । ରାଜଦ୍ରୋହ ମାମଲା ରୁଜୁ…

କନକ ବ୍ୟୁରୋ:ଆଇଏମଏ ପରେ ୟେଲୋପାଥିକୁ ନେଇ ବିବାଦୀୟ ବୟାନ ଦେବା ପରେ ବାବା ରାମଦେବଙ୍କ ପାଇଁ ବଢୁଛି ଅଡୁଆ । ଗୋଟେପଟେ ବାବା ରାମଦେବଙ୍କୁ ନେଇ ହରଡ ଘଣାରେ ବି କେନ୍ଦ୍ର ସରକାର । ସୋସିଆଲ ମେଡିଆରେ ବିରୋଧୀ ବି ବେସ୍ ରୋଚକ କମେଣ୍ଟମାନ ଦେଉଛନ୍ତି । ଏହାରି ଭିତରେ ଏଭଳି ବୟାନ ବିରୋଧରେ…

କରୋନା ମୃତ୍ୟୁକୁ ନେଇ ବିବାଦ ପରେ ସରକାରଙ୍କ ବଡ ନିଷ୍ପତ୍ତି । ଜିଲ୍ଲାସ୍ତରରେ ଗଠନ ହେବ କମିଟି ।

କନକ ବ୍ୟୁରୋ: କରୋନା ଚିକିତ୍ସା ଓ କରୋନା ମୃତ୍ୟୁକୁ ନେଇ ବିବାଦ ତେଜିବା ପରେ ବଡ଼ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଏ ନେଇ ଜିଲ୍ଲା ସ୍ତରରେ କମିଟି ଗଠନ କରାଯିବ । ଚିକତ୍ସାର ମାନକୁ ନେଇ ଅଡିଟ୍ କରିବ ଏହି କମିଟି ଏବଂ କରୋନା ଜନିତ ମୃତ୍ୟୁ ସଂପର୍କରେ ମଧ୍ୟ ଏହି କମିଟି ସମୀକ୍ଷା କରିବ ।…

ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ବସନ୍ତ ଦାସଙ୍କ ପରଲୋକ । ରାଜନୈତିକ ସମୀକ୍ଷା ଦେଇଥିଲା ବସନ୍ତଙ୍କୁ ସ୍ୱତନ୍ତ୍ର…

କନକ ବ୍ୟୁରୋ: ବସନ୍ତ ଦାସ, ଜଣେ ସାମ୍ବାଦିକ ଓ ସ୍ତମ୍ବକାର ଭାବେ ତାଙ୍କର ଯେତିକି ଖ୍ୟାତି ଥିଲା, ସେତିକି ସୁନାମ ଅର୍ଜନ କରିଥିଲେ ଓଡ଼ିଶା ରାଜନୀତିର ଇତିହାସ ଲେଖି । ଉଭୟ ଓଡିଆ ଏବଂ ଇଂରାଜୀ ସାମ୍ବାଦିକତା ସହ ଓଡିଆ ସାହିତ୍ୟ କ୍ଷେତ୍ରକୁ ତାଙ୍କ ଅବଦାନ ଅତୁଳନୀୟ । ୧୯୬୫ ମସିହାରେ ଇଂରାଜୀ…

ପୁଣି କରୋନା ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା । କରଞ୍ଜିଆର କନକ ନ୍ୟୁଜ ପ୍ରତିନିଧି ଅସିତ ବେହେରାଙ୍କ କୋଭିଡରେ ପରଲୋକ…

କନକ ବ୍ୟୁରୋ: ଜୀବନ ଯୁଦ୍ଧରେ ହାରିଗଲେ ଆଉ ଜଣେ କରୋନା ଯୋଦ୍ଧା । ନୀରବି ଗଲା ଆଉ ଜଣେ ସାମ୍ବାଦିକଙ୍କ କଣ୍ଠ ସ୍ୱର । କରୋନାରେ କନକ ନ୍ୟୁଜର କରଞ୍ଜିଆ ପ୍ରତିନିଧି ଅସିତ୍ କୁମାର ବେହେରାଙ୍କ ଦେହାନ୍ତ ହୋଇଛି । ଜଣେ ଶାନ୍ତ ସରଳ ଓ କର୍ତବ୍ୟନିଷ୍ଠ ସାମ୍ବାଦିକଙ୍କୁ ଆମ ଗହଣରୁ ଛଡେଇ ନେଇଛି ଏଇ…