Daily Archives

May 1, 2021

ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂ । ୪ ୱିକେଟରେ ଜିତିଲା ମୁମ୍ବାଇ । ଚେନ୍ନାଇର ଦ୍ୱିତୀୟ ପରାଜୟ

କନକ ବ୍ୟୁରୋ: ଆଜିର ଆିପିଏଲ ମ୍ୟାଚରେ ମୁମ୍ବାଇ ଦମଦାର ବିଜୟ ହାସଲ କରିଛି । ଏହି ମ୍ୟାଚରେ କିରଣ ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ମୁମ୍ବାଇ ଏହି ମ୍ୟାଚକୁ ମୁମ୍ବାଇ ୫ ୱିକେଟରେ ଜିତି ନେଇଛି । ଏହାସହ ଚଳିତ ଟୁର୍ଣ୍ଣାମେଣ୍ଟରେ ଚେନ୍ନାଇ ଦ୍ୱିତୀୟଥର ପାଇଁ ପରାଜୟ…

ଜୁନ୍ ୨୦ରେ ପ୍ରକାଶ ପାଇପାରେ ସିବିଏସଇ ଦଶମ ପରୀକ୍ଷା ଫଳ । ସବୁ ସ୍କୁଲକୁ ୮ ଜଣିଆ ରେଜଲ୍ଟ କମିଟି ଗଠନ ପାଇଁ ନିର୍ଦ୍ଦେଶ…

କନକ ବ୍ୟୁରୋ: ଜୁନ ୨୦ରେ ପ୍ରକାଶ ପାଇପାରେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ । ୟୁନିଟ ଟେଷ୍ଟ, ହାଫ୍ ଇୟରଲି ପରୀକ୍ଷା, ପ୍ରି-ବୋର୍ଡ ପରୀକ୍ଷା ଆଧାରରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ୩ଟି ମାନଦଣ୍ଡ ନେଇ ଛାତ୍ରଛାତ୍ରୀଙ୍କୁ ନମ୍ବର ଦିଆଯିବ । ୟୁନିଟ୍ ପରୀକ୍ଷା ୧୦…

ଆସନ୍ତାକାଲି ରାଜ୍ୟ ସରକାର କରିପାରନ୍ତି ବଡ ଘୋଷଣା । ପ୍ରେସମିଟ୍ କରି ଘୋଷଣା କରିବେ ମୁଖ୍ୟ ଶାସନ ସଚିବ ।

କନକ ବ୍ୟୁରୋ: ଆସନ୍ତାକାଲି ରାଜ୍ୟ ସରକାର କରିପାରନ୍ତି ବଡ ଘୋଷଣା । ରବିବାର ଦିନ ୧୦ଟାରେ ରାଜ୍ୟର ମୁଖ୍ୟ ଶାସନ ସଚିବ ପ୍ରେସମିଟ୍ କରି ଏହି ଘୋଷଣା କରିବେ । କୋଭିଡ୍ ପରିଚାଳନା ନେଇ ମୁଖ୍ୟ ଶାସନ ସଚିବ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ । ତେବେ ଏହିି ସମୟରେ କେଉଁ ନିଷ୍ପତ୍ତି ନିଆଯିବ…

ଝାରସୁଗୁଡାରେ ୫୦୦ ବେଡ୍ କୋଭିଡ୍ ହସ୍ପିଟାଲ କରିବାକୁ ଦାବି । ସଜନ ଜିନ୍ଦଲଙ୍କୁ ଦାବି ଜଣାଇଲେ ବିଜେପି ରାଜ୍ୟ ସମ୍ପାଦକ…

କନକ ବ୍ୟୁରୋ: ଝାରସୁଗୁଡାରେ ୫୦୦ ବେଡ୍ କୋଭିଡ୍ ହସ୍ପିଟାଲ ନିର୍ମାଣ ପାଇଁ ଦାବି । ଭୂଷଣ କାରଖାନା ତଥା ଜେଏସବ୍ଲ୍ୟୁ ଷ୍ଟିଲର ଚେୟାରମ୍ୟାନ ସଜନ୍ ଜିନ୍ଦଲଙ୍କୁ ଏନେଇ ଦାବି କରିଛନ୍ତି ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ । ସାରା ଦେଶରେ ଏବେ କରୋନାର ଦ୍ଵିତୀୟ ଲହରୀ ଚାଲିଛି।…

ଭାରତର କରୋନା ସ୍ଥିତିକୁ ନେଇ ବିଦେଶୀ ଗଣମାଧ୍ୟମରେ ଚର୍ଚ୍ଚା । ନ୍ୟୁୟର୍କ ଟାଇମ୍ସ, ଦ ଗାର୍ଡିଆନରେ ରିପୋର୍ଟ ।…

କନକ ବ୍ୟୁରୋ: ଭାରତର କରୋନା ସ୍ଥିତିକୁ କେମିତି ଦେଖୁଛନ୍ତି ଅନ୍ତର୍ଜାତୀୟ ଗଣମାଧ୍ୟମ । ଆପଣଙ୍କ ମନରେ ବି ଏହି ପ୍ରଶ୍ନ ଆସୁଥିବ । ଭାରତୀୟ ଗଣମାଧ୍ୟମ ଠାରୁ ବିଦେଶୀ ଗଣମାଧ୍ୟମ ଗୁଡିକ , ଭାରତର କରୋନା ଚିତ୍ରକୁ ଅତି ସାଂଘାତିକ ଭାବେ ଖବର କରୁଛନ୍ତି । ବିଦେଶୀ ମିଡିଆର ରିପୋର୍ଟିଂ ଦେଖିଲେ ଆପଣ…

ମୁମ୍ବାଇ ବିପକ୍ଷରେ ଚେନ୍ନାଇର ବିଶାଳ ସ୍କୋର । ପ୍ରଥମ ଇଂନିସରେ ସିଏସକେର ସ୍କୋର ୨୧୮ । ମୁମ୍ବାଇକୁ ବିଜୟ ଲକ୍ଷ୍ୟ ୨୧୯…

କନକ ବ୍ୟୁରୋ: ଆଜି ଏକ ଦମଦାର ହାଇସ୍କୋରିଂ ମ୍ୟାଚରେ ମୁମ୍ବାଇକୁ ବିଶାଳ ଲକ୍ଷ୍ୟ ଦେଇଛି ଚେନ୍ନାଇ । ଧୋନୀବାହିନୀ ପ୍ରଥମେ ବ୍ୟାଟିଂ କରି ରୋହିତବାହିନୀ ଆଗରେ ୨୧୯ ରନର ଟାର୍ଗେଟ ରଖିଛି । ଚେନ୍ନାଇ ପକ୍ଷରୁ ଆଜି ଡୁପ୍ଲେସିସ୍, ମୋଇନ୍ ଅଲ୍ଲୀ ଓ ରାଇଡୁ ଧୂଆଁଧାର ବ୍ୟାଟିଂ କରିଥିବାବେଳେ…