Daily Archives

May 4, 2021

କାଲି ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ମମତା ବାନାର୍ଜୀ ।

କନକ ବ୍ୟୁରୋ : ଆସନ୍ତାକାଲି ଶପଥ ନେବେ ମମତା । ପଶ୍ଚିମବଙ୍ଗରେ ବିଜେପିର ବିଜୟ ରଥକୁ ରୋକିବାରେ ସଫଳ ହୋଇଥିବା ମମତା ବାନାର୍ଜୀ ଆସନ୍ତାକାଲି ରାଜ୍ୟରେ ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ଦେଶର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ନିର୍ବାଚନ ଫଳାଫଳ…

୨କ ପଣିକିଆ କହିପାରିଲେନି ବୋଲି, ଭାଙ୍ଗିଗଲା ଯୁବକଙ୍କ ବାହାଘର । ମଣ୍ଡପରୁ ଉଠିଗଲା କନିଆ ।

କନକ ବ୍ୟୁରୋ : ଗଣିତର ସାମାନ୍ୟ ପରୀକ୍ଷା ଏକ ବିବାହ ଭାଙ୍ଗି ଦେଇଛି । ଉତ୍ତରପ୍ରଦେଶର ମହୋବା ଜିଲ୍ଲାରେ ଜଣେ ଯୁବକ ୨କ ପଣିକିଆ କହି ନପାରିବାରୁ ତାଙ୍କର ବିହାଘର ଭାଙ୍ଗି ଯାଇଥିବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପ୍ରକାଶିତ ରିପୋର୍ଟ ମୁତାବକ, ଗତ ଶନିବାର ବର ବରଯାତ୍ରୀ…

ପଶ୍ଚିମବଙ୍ଗ ହିଂସାକାଣ୍ଡକୁ ନେଇ ତେଜୁଛି ରାଜନୀତି । ମୃତକଙ୍କ ପରିବାରକୁ ଭେଟିଲେ ଜେପି ନଡ୍ଡା, ରାଜ୍ୟପାଳଙ୍କ ସହ କଥା…

କନକ ବ୍ୟୁରୋ : ନିର୍ବାଚନ ପରେ ନିଆଁ ଜଳୁଛି । ପଶ୍ଚିମବଙ୍ଗ ହିଂସାକାଣ୍ଡକୁ ନେଇ ତେଜୁଛି ରାଜନୀତି । ରାଜ୍ୟପାଳ ଜଗଦୀପ ଧନକଡ଼ଙ୍କ ସହ କଥା ହୋଇ ସ୍ଥିତି ବିଷୟରେ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଜେପି ସଭାପତି ଜେପି ନଡ୍ଡା ପଶ୍ଚିମବଙ୍ଗରେ ପହଂଚି ହିଂସାକାଣ୍ଡରେ…

କେମିତି ଦେଖାଯାଏ ନୂଆ କରୋନା ଭାଇରସ ? କାନାଡା ବିଶେଷଜ୍ଞ ଜାରି କଲେ ନୂଆ ମ୍ୟୁଟାଣ୍ଟର ଚିତ୍ର, କହିଲେ ଛୁଞ୍ଚି ମୁନର ଏକ…

କନକ ବ୍ୟୁରୋ : ସାରାବିଶ୍ୱକୁ ଆତଙ୍କିତ କରି ରଖିଥିବା କରୋନା ଭୂତାଣୁ କେମିତି ଦେଖାଯାଏ । ଏହାର ରୂୁପ କେମିତି, ଏହାକୁ ନେଇ ସମସ୍ତଙ୍କ ଭିତରେ ଏକପ୍ରକାର ଉତ୍କଣ୍ଠା ଲାଗି ରହିଛି । ଏଭଳି ସମୟରେ ୟୁନିଭର୍ସିଟି ଅଫ୍ ବ୍ରିଟିଶ କଲମ୍ବିଆର ଏକ ରିସର୍ଚ୍ଚ ଟିମ୍ କରୋନାର ନୂଆ ମ୍ୟୁଟାଂଟ ବି.୧.୧.୭ର…

ଦେଶରେ କେବେ ଆସିବ କରୋନା ଦ୍ୱିତୀୟ ଲହରର ପିକ୍ ? ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ଆକଳନ, ଚଳିତ ମାସ ଶେଷ…

କନକ ବ୍ୟୁରୋ : ଦେଶରେ କେବେ ଆସିବ କରୋନା ଦ୍ୱିତୀୟ ଲହରର ଶୀର୍ଷ । କରୋନା ଏକପ୍ରକାର ତାଣ୍ଡବ ରଚିଥିବା ବେଳେ ସମସ୍ତଙ୍କ ମନରେ ଏପରି କିଛି ପ୍ରଶ୍ନ । କେବେ ସରିବ ଏହି ଦ୍ୱିତୀୟ ଲହର, କେବେ କମିବ ସଂକ୍ରମଣ । ଏସବୁ ଭିତରେ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଣକ…

ଜୀବନ ସହ ଜୀବିକା ନେଉଛି ମହାମାରୀ । ଆସିଲା ସାଂଘାତିକ ତଥ୍ୟ, ଦ୍ୱିତୀୟ ଲହରୀରେ ୭୦ ଲକ୍ଷ ବେକାରି ।

କନକ ବ୍ୟୁରୋ : ମହାମାରୀ ଜୀବନ ନେଉଛି, ଜୀବିକା ବି ନେଉଛି । ଲକ୍ଷ ଲକ୍ଷ ବେକାରୀ ସୃଷ୍ଟି କରିଛି କରୋନା । ପ୍ରଥମ ଥର ଭଳି ମହାମାରୀର ଦ୍ୱିତୀୟ ଲହର ପୁଣି ଥରେ ଲୋକଙ୍କ ରୋଜଗାର ଛଡାଇ ନେଇଛି । ଅର୍ଥନୈତିକ କାର୍ଯ୍ୟକଳାପ ପ୍ରଭାବିତ ହୋଇଥିବାରୁ ପ୍ରାୟ ୭୦ ଲକ୍ଷ ଲୋକ ଜୀବିକା ହରାଇ ବେକାର…