Daily Archives

May 30, 2021

ବଜାର ଖୋଜୁଛି ଆମ୍ବ ଚାଷୀ । କରୋନା କଟକଣା ଦୋହଲାଇ ଦେଇଛି ଆମ୍ବ ଚାଷୀଙ୍କ ମେରୁଦଣ୍ଡ ।

କନକ ବ୍ୟୁରୋ: ଗଛରେ ସଢୁଛି ସୁଆଦିଆ ଆମ୍ବ । ବଜାର ଖୋଜୁଛି ଆମ୍ରପାଲି ଓ ଦଶହରି । ପବନରେ ଲହଡି ଭାଙ୍ଗୁଛ ପାଚିଲା ଆମ୍ରପାଲି, ମଲିକା, ବାଇଗଣପଲି ପରି ସୁଆଦିଆ ଆମ୍ବ । ମାଲକାନଗିରି ଜିଲ୍ଲା ସିଆଡିମାଳ ଗାଁଁର ବ୍ରଜେନ କିସ୍କୁ ଗତ ୨୦୦୭ ମସିହାରେ ନାବାର୍ଡ ଓାଡି ପ୍ରକଳ୍ପ ଜରିଆରେ ନିଜ ୩ ଏକର…

ସପୁରୀ ଚାଷ ଦେଇଛି ରୋଜଗାର । ଯାଜପୁର ଧର୍ମଶାଳା ନରସିଂହପୁର ଗାଁର ଚାଷୀ ବସନ୍ତଙ୍କ ସପୁରୀ ଚାଷକୁ ନେଇ ଚର୍ଚ୍ଚା ।

କନକ ବ୍ୟୁରୋ: ସପୁରୀ ଚାଷ ବି ଦେଇପାରେ ରୋଜଗାର । ଏ କଥାକୁ ପ୍ରମାଣ କରି ଦେଖାଇଛନ୍ତି ଯାଜପୁର ଧର୍ମଶାଳା ନରସିଂହପୁର ଗାଁର ଚାଷୀ ବସନ୍ତ ପରିଡା । ଦଶବର୍ଷ ତଳେ ପରୀକ୍ଷାମୂଳକ ଭାବେ ଆରମ୍ଭ କରିଥିବା ସପୁରୀ ଚାଷ ଏବେ ତାଙ୍କୁ ଦେଖାଇଛି ରୋଜଗାରର ବାଟ । ଜଣେ ସଫଳ ଚାଷୀ ଭାବରେ ଧର୍ମଶାଳା…

ଚିନ୍ତାରେ କୋରାପୁଟର ଅଦା ଚାଷୀ । କରୋନା ବିଗାଡ଼ି ଦେଇଛି ସ୍ଥିତି । ବିକ୍ରି ହୋଇପାରୁନାହିଁ ଫସଲ।

କନକ ବ୍ୟୁରୋ: ଚିନ୍ତାରେ ଅଦା ଚାଷୀ । କେଉଁଠି ଜମିରୁ ଅଦା ବାହାରିପାରୁନି ତ କେଉଁଠି ଗୋଦାମ ଘରେ ଜମା ହୋଇ ପଡ଼ିରହିଛି କୁଇଣ୍ଟାଲ କୁଇଣ୍ଟାଲ ଅଦା । କରୋନା ବିଗାଡ଼ି ଦେଇଛି ଅଦାଚାଷୀଙ୍କ ଜୀବିକା । କେଉଁଠି ଜମିରେ ସଢ଼ୁଛି ତ କେଉଁଠି ରାସ୍ତା ଉପରେ । ଏଭଳି ଖବର ଆସିଛି କୋରାପୁଟଙ୍କ ଜିଲ୍ଲାର…

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ କରୋନା ସଂକ୍ରମଣରୁ ସୁସ୍ଥ ହେଲେ ୧୧,୮୮୧ ଜଣ । ମୋଟ ସୁସ୍ଥକଙ୍କ ସଂଖ୍ୟା ୬,୭୦,୫୨୭ କୁ…

କନକ ବୁରୋ : ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି । ଏହାରି ମଧ୍ୟରେ ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ଉପରେ ରହୁ୍ଥିବା ବେଳେ କରୋନା ସଂକ୍ରମଣରୁ ଦୈନିକ ୧୦ ହଜାରରୁ ଉର୍ଦ୍ଧ ଲୋକ ସୁସ୍ଥ ହେଉଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୁତାବକ ଗତ ୨୪…

ଲୋକଙ୍କ ସେବା କରିବାକୁ ବନ୍ଧୁକ ଛାଡିଥିଲେ ମାଓନେତ୍ରୀ । କରୋନା କାଳରେ ଲୋକଙ୍କ ସେବାରେ ତେଲେଙ୍ଗାନାର ଡି. ଅନୁସୟା

କନକ ବ୍ୟୁରୋ: ବୁଲେଟ ଛାଡି ବାଲଟର ଆଶ୍ରୟ ନେଇଥିଲେ । ଆଉ ବାଲଟ ପେପର ବଳରେ ବନିଗଲେ ବିଧାୟିକା । ଆମେ କହୁଛୁ ଏମିତି ଜଣେ ମାଓନେତ୍ରୀଙ୍କ କଥା ଯିଏ ମାତ୍ର ୧୬ ବର୍ଷ ବୟସରେ ବନ୍ଧୁକ ଧରିଥିଲେ , କିନ୍ତୁ ପରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।…

କରୋନା କାଳରେ ଶ୍ରଦ୍ଧାଞ୍ଜଳି ଜଣାଇବାର ନୂଆ ମାଧ୍ୟମ । ଘରକୁ ନଯାଇ ଖବରକାଗଜରେ ଦେଉଛନ୍ତି ଶ୍ରଦ୍ଧାଞ୍ଜଳି ।

କନକ ବ୍ୟୁରୋ: ଏକ ସାମାଜିକ ସଙ୍କଟ ସୃଷ୍ଟି କରିଛି ମହାମାରୀ କରୋନା । କରୋନା ଭୟରେ ପାଖ ପଶୁ ନାହାଁନ୍ତି ରକ୍ତ ସମ୍ପର୍କୀୟ । କେବଳ ଜୀବିତ ଅବସ୍ଥାରେ ନୁହଁନ୍ତି ମୃତ୍ୟୁ ପରେ ବି ଶେଷ ସମ୍ମାନ ଟିକକ ମିଳୁନି । କେଉଁଠି କେଉଁଠି ମୃତ ଦେହ ଘଣ୍ଟା ଘଣ୍ଟା ପଡି ରହିବା ପରେ ସ୍ୱେଚ୍ଛାସେବୀ ଓ…