Monthly Archives

April 2021

ପଞ୍ଜାବର ଚମତ୍କାର ବୋଲିଂ । ବାଙ୍ଗାଲୋରକୁ ୩୪ ରନରେ ମାତ ଦେଲା ପଞ୍ଜାବ । ବାଙ୍ଗାଲୋରର ଦ୍ୱିତୀୟ ପରାଜୟ

କନକ ବ୍ୟୁରୋ: ଆଜିର ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଛି ପଞ୍ଜାବ ଦଳ । ଫଳରେ ବାଙ୍ଗାଲୋରକୁ ୩୪ ରନରେ ପରାସ୍ତ କରିଛି ପଞ୍ଜାବ ଦଳ । ଏହାସହ ଚଳିତ ଟୁର୍ଣ୍ଣାମେଣ୍ଟରେ ବାଙ୍ଗାଲୋର ଦ୍ୱିତୀୟ ଥର ପାଇଁ ପରାଜିତ ହେଇଛି । ତେବେ ଏହି ପରାଜୟ ନିହାତି ଭାବେ ବାଙ୍ଗାଲୋର ଦଳ ପାଇଁ ଚିନ୍ତା ବଢାଇ ପାରେ…

ଓଡିଶାରେ ପହଞ୍ଚିଲା ଦେଢ ଲକ୍ଷ କୋଭାକ୍ସିନ୍ ଟିକା । ୩ ତାରିଖରୁ ଭୁବନେଶ୍ୱରରେ ଦିଆଯିବ ଏହି ଟିକା ।

କନକ ବ୍ୟୁରୋ: ଓଡିଶାରେ ପହଞ୍ଚିଲା ଦେଢ ଲକ୍ଷ କୋଭାକ୍ସିନ୍ ଟିକା । ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଆସିଲା ଟିକା । ୩ ତାରିଖରୁ ଭୁବନେଶ୍ୱରରେ ଦିଆଯିବ ଏହି ଟିକା । ଟିକାକରଣ ପାଇଁ ପ୍ରସ୍ତୁତ ରହିଛନ୍ତି ରାଜ୍ୟ ସରକାର । ମେ ୩ ତାରଖରୁ ରାଜ୍ୟରେ ପୁଣି ଟିକାକରଣ ଆରମ୍ଭ ହେବ । ମେ ୧ରୁ ସାରା…

ଆସନ୍ତାକାଲିଠୁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ । ଟିକା ଅଭାବରୁ ହାତ ଟେକିଦେଲେ ୧୧ ରାଜ୍ୟର ସରକାର । କେନ୍ଦ୍ର କହିଲା…

କନକ ବ୍ୟୁରୋ: ଟିକା ଅଭାବରୁ ଖାଲି ପଡିଛି ମୁମ୍ବାଇର ଏହି ଟିକାକରଣ କେନ୍ଦ୍ର । ମେ’ ପହିଲାରେ ଦେଶରେ ୧୮ ବୟସ୍କରୁ ଅଧିକ ଲୋକଙ୍କର ଟିକାକରଣ ଆରମ୍ଭ ହେଉଛି । ହେଲେ ଟିକା ଅଭାବ ସାଜିଛି ବଡ ବାଧକ । ନୀତି ଆୟୋଗଙ୍କୁ ଦେଇଥିବା ରିପୋର୍ଟରେ ଇଣ୍ଡିଆ ସ୍କୁଲ ଅଫ ବିଜନେସ କହିଛି, ଦେଶର ବିଭିନ୍ନ…

କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନର ବର୍ଷା କଲେ ସୁପ୍ରିମକୋର୍ଟ । ଟିକାର ଅଲଗା ଅଲଗା ଦାମକୁ ନେଇ ପ୍ରକଟ କଲେ ଆଶ୍ଚର୍ଯ୍ୟ…

କନକ ବ୍ୟୁରୋ: ସୁପ୍ରିମକୋର୍ଟ କରୋନା ସଂକଟର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ କୋଭିଡ ପରିଚାଳନା ନେଇ ଏକାଧିକ ପ୍ରଶ୍ନ କରିଛନ୍ତି । ଲକଡାଉନ୍ ଲାଗୁ, ଅକ୍ସିଜେନ ବଂଟନ, ଟିକାର ଦାମ, ଔଷଧର ଉପଲବ୍ଧତା ପ୍ରସଙ୍ଗରେ ଅନେକ ପ୍ରଶ୍ନ କରି କେନ୍ଦ୍ରକୁ ଜବାବ ମାଗିଛନ୍ତି ଖଣ୍ଡପୀଠ । ଟିକାର ଦାମ…

କେଏଲ୍ ରାହୁଲଙ୍କ ଧୂଆଁଧାର ବ୍ୟାଟିଂ । ପ୍ରଥମ ଇଂନିସରେ ପଞ୍ଜାବର ସ୍କୋର ୧୭୯ । ବାଙ୍ଗାଲୋରକୁ ବିଜୟ ଲକ୍ଷ୍ୟ ୧୮୦ ।

କନକ ବ୍ୟୁରୋ: ଆଜି ଏକ ଦମଦାର ମ୍ୟାଚରେ ଭେଟାଭେଟି ହେଇଛନ୍ତି ବାଙ୍ଗାଲୋର-ପଞ୍ଜାବ । ପ୍ରଥମ ଇଂନିସରେ ଅଧିନାୟକ କେଏଲ୍ ରାହୁଲଙ୍କ ଧୂଆଁଧାର ବ୍ୟାଟିଂ ବଳରେ ପଞ୍ଜାବ ୧୭୯ ରନ୍ କରିପାରିଛି । ଫଳରେ ବିଜୟ ପାଇଁ ବାଙ୍ଗାଲୋରକୁ ଦ୍ୱିତୀୟ ଇଂନିସରେ ୧୮୦ ରନ୍ ଲକ୍ଷ୍ୟ ରହିଛି । କେଏଲ୍…

ଚେନ୍ନାଇରେ ଜୀବନ ରକ୍ଷକ ଇଂଜେକସନର କଳବଜାରୀ କରି ଡାକ୍ତର ଗିରଫ । ଭଦୋଦରାରୁ ଧରାପଡିଲେ ୩ ମାଫିଆ ।

କନକ ବ୍ୟୁରୋ: ଚେନ୍ନାଇରୁ ରେମଡିସିଭିର ଇଞ୍ଜେକସନର କଳାବଜାରୀ ମାମଲାରେ ୩ ଜଣ ଗିରଫ ହୋଇଛନ୍ତି । ଜଣେ ଡାକ୍ତର ଓ ତାଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରିଛି ତାମିଲନାଡୁ ପୁଲିସ । ଚେନ୍ନାଇର ହିନ୍ଦୁ ମିଶନ ହସ୍ପିଟାଲ ଅଂଚଳରେ ରେମଡିସିଭର ଇଞ୍ଜେକସନ କଳବଜାରୀ ହେଉଥିବା ସୂଚନା ପାଇ ସିଭିଲ ସପ୍ଲାଏ…