Daily Archives

May 8, 2021

ରାଜ୍ୟର ୫ ମହାନଗର ନିଗମରେ ଟିକାକରଣକୁ ସରକାରଙ୍କ ଗୁରୁତ୍ୱ । ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ ଟିକା 

କନକ ବ୍ୟୁରୋ: ରାଜ୍ୟରେ ବର୍ତମାନ ଜାରି ରହିଛି ତୃତୀୟ ପର୍ଯ୍ୟାୟ ଟିକାକରଣ । ତେବେ ବର୍ତମାନ ରାଜ୍ୟର ୫ ମହାନଗର ନିଗମରେ ଟିକାକରଣ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ଭୁବନେଶ୍ୱର, କଟକ, ସଂବଲପୁର, ବ୍ରହ୍ମପୁର ଓ ରାଉରକେଲା ମହାନଗର ନିଗମରେ ବର୍ତମାନ ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ…

କଟକରେ ସତୀଚଉରା ମଶାଣୀରେ ଲିଭୁନି ଜୁଇ । ଦୈନିକ ଦାହ ହେଉଛି ୨୦ରୁ ଅଧିକ ଶବ । କର୍ମଚାରୀଙ୍କ ସୂଚନା, ଗତ ୧୫ ଦିନରେ…

କନକ ବ୍ୟୁରୋ: ବର୍ତମାନ ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ୍ । ଏହାରି ଭିତରେ କଟକରୁ ଆସିଛି ଏକ ଚିନ୍ତାଜନକ ଖବର । ଯାହା ଜାଣିବା ପରେ ଆପଣ ବି ଚିନ୍ତା କରିବାକୁ ବାଧ୍ୟ ହେବେ । ବର୍ତମାନ କରୋନା କାରଣରୁ ଦୈନିକ ରାଜ୍ୟରେ ବଢିଚାଲିଛି କରୋନା ମୃତକଙ୍କ ସଂଖ୍ୟା । ଏହାରି ଭିତରେ କଟକରେ ସତୀଚଉରା…

ତେଲଦର ବୃଦ୍ଧିକୁ ନେଇ ବିଜେପି ଉପରେ ବର୍ଷିଲା ବିଜେଡି । ନିର୍ବାଚନ ବେଳେ ହିଁ ଦର ସ୍ଥିର ରହୁଛି, ନିର୍ବାଚନ ସରିଲେ ଦର…

କନକ ବ୍ୟୁରୋ: ନିର୍ବାଚନ ସରିବା ପରେ ତେଲଦର ବୃଦ୍ଧିକୁ ନେଇ ବିଜେଡି ଅସନ୍ତୋଷ । ଏନେଇ ଦଳ ପକ୍ଷରୁ ଆଜି ପ୍ରେସ ରିଲିଜ୍ ଜାରି କରାଯିବା ସହିତ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି ଦଳର ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା । ଗତ ୪ ଦିନ ହେଲା ତେଲ ଦର ପୁଣି ବଢିବା ଆରମ୍ଭ…

୩ ମାସ ମଧ୍ୟରେ ଟିକାକରଣ ହୋଇପାରିବ ଦିଲ୍ଲୀ । ଟିକାକରଣ ନେଇ ଯୋଜନା ପ୍ରସ୍ତୁତ କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ…

କନକ ବ୍ୟୁରୋ: କୋଭିଡ଼ ମହାମାରୀ ଭିତରେ ଏବେ ଟୀକାକରଣକୁ ଗୁରୁତ୍ବ ଦିଆଯାଉଛି। ତେବେ ଦେଶରେ ଅଧିକ ପ୍ରଭାବିତ ହୋଇଥିବା ରାଜଧାନୀ ଦିଲ୍ଲୀରେ କିପରି ତିନି ମାସ ଭିତରେ ଟୀକାକରଣ ସରିବ ସେ ନେଇ ସୂତ୍ର ବତାଇଛନ୍ତି ଦିଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ। ଦ୍ୱିିିତୀୟ ଲହରର ଦ୍ରୁତ ସଂକ୍ରମଣରେ…

କରୋନାରେ ଦେଶରେ ଅଲୋଡ଼ା ରେକର୍ଡ । ଗୋଟିଏ ଦିନରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା । ୨୪ ଘଂଟାରେ କରୋନା ନେଇଛି ୪ ହଜାର…

କନକ ବ୍ୟୁରୋ: କରୋନା ମହାମାରୀ ବେଳେ ଦେଶରେ ପୁଣି ଏକ ଅଲୋଡ଼ା ରେକର୍ଡ ସୃଷ୍ଟି ହୋଇଛି। ଆମେରିକା ଓ ବ୍ରାଜିଲ ପରେ ଭାରତରେ ଦୈନିକ ମୃତ୍ୟୁ ସଂଖ୍ୟା ଚାରି ହଜାର ଟପିଛି।ଗତ ୨୪ଘଣ୍ଟାରେ ଦେଶରେ ୪ହଜାର ୧୮୭ଜଣ ପ୍ରାଣ ହରାଇଛନ୍ତି। ଦେଶରେ କୋଭିଡ଼ ଜନିତ ମୋଟ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୩୮ହଜାର ୧୯୭ରେ…

କରୋନାର ଦ୍ୱିତୀୟ ଲହରରେ ଗାଁରେ ବ୍ୟାପୁଛି କରୋନା । ପଛୁଆ ଅଂଚଳରେ ପ୍ରାୟ ୪୦ ଲକ୍ଷ ଲୋକ ଆକ୍ରାନ୍ତ ।

କନକ ବ୍ୟୁରୋ: ଗ୍ରାମାଚଂଳ, ପଛୁଆ ଅଂଚଳ, ଯେଉଁଠି ସ୍ୱାସ୍ଥ୍ୟଭିତିଭୂମୀ ଦୁର୍ବଳ, ସ୍ୱାସ୍ଥ୍ୟସେବା ଦୁର୍ବଳ, ସେଭଳି ଅଂଚଳରେ କରୋନାର ଦ୍ୱିତୀୟ ଲହରି ଅଧିକ ଘାତକ ହୋଇଥିବା ଦେଖିବାକୁ ମିଳିଛି । ପ୍ରଥମ ଲହାରି ତୁଳନାରେ ୨ୟ ଲହରିରେ ୪ ଗୁଣ ଅଧିକ ସଂକ୍ରମଣ ଏବଂ ୪ ଗୁଣ ଅଧିକ ମୃତ୍ୟୁ ଘଟୁଛି ।…