Daily Archives

May 23, 2021

କୋଭିଡ୍ ବିଗାଡ଼ି ଦେଇଛି ସ୍ଥିତିି । ରାଜ୍ୟର ସବୁଠୁ ବଡ଼ ସାପ୍ତାହିକ ହାଟ କୁନ୍ଦୁଲି ହାଟରେ ଏବେ ବେପାର ମାନ୍ଦା । ବିକ୍ରି…

କନକ ବ୍ୟୁରୋ: କୋଭିଡ୍ ବିଗାଡ଼ି ଦେଇଛି ସ୍ଥିତିି  । ପରିବା ଅଛି, ବଜାର ରହିଛି, ହେଲେ ଗ୍ରାହକ ନାହାନ୍ତି କି ବେପାର ନାହିଁ  । ମିଳିଛି ରାଜ୍ୟର ସବୁଠୁ ବଡ଼ ସାପ୍ତାହିକ ହାଟ କୁନ୍ଦୁଲି ହାଟରୁ ଆସିଲା ଏଭଳି ଦୃଶ୍ୟ  । ପରିବା ଦର ଖୁବ୍ କମ୍ ମୂଲ୍ୟରେ ବିକିବାକୁ ବାଧ୍ୟହେଉଛନ୍ତି ବେପାରୀ  ।…

ମାସ୍କ ତିଆରି ଯୋଗାଉଛି ରୋଜଗାର । ଘର କାମ ସାରି ମାସ୍କ ତିଆରି କାମରେ ଲାଗି ପଡୁଛନ୍ତି ସତ୍ୟବାଦୀ ବ୍ଲକର ଗାଦିବ୍ରହ୍ମ ଓ…

କନକ ବ୍ୟୁରୋ: ସାରା ବିଶ୍ୱରେ ଏବେ କରୋନା ର ମହାମାରି ର ଦିତିୟ ଲହରି ପାଈଁ ଚିନ୍ତା ରେ , ପ୍ରତ୍ୟେକ ଦିନ ବଢିବାରେ ଲଗିଛି କରୋନା ଆକ୍ରାନ୍ତ କଂ ସଂଖ୍ୟା ଅନେକ ଲୋକଙ୍କ ଜୀବନ ଓ ଜିବିକା ଛଡେଇ ନେଇ ସାରିଲେଣି ଏ କରୋନା ମହାମାରି ,ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲେଣି ସରକାର. ଏହାରି…

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଓଡିଶାକୁ ଘର ଆବଟଂନ । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଓଡିଶାର ୮.୧୭…

କନକ ବ୍ୟୁରୋ: ୨୦୨୧-୨୨ ଆର୍ôଥକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧୀନରେ ଓଡ଼ିଶାର ୮ ଲକ୍ଷ ୧୭ ହଜାର ୫୧୩ ଜଣ ଲାଭାର୍ଥୀ ଓ ସାରାଦେଶରେ ୬୧.୮୪ ଲକ୍ଷ ଆର୍ôଥକ ଦୁର୍ବଳ ଶ୍ରେଣୀର ଲୋକଙ୍କର ନିଜ ପକ୍କା ଘର ସ୍ୱପ୍ନ ପୂରଣ ହେବ । ଏନେଇ ପ୍ରଧାନମନ୍ତ୍ରୀନନରେନ୍ଦ୍ର ମୋଦି ଏବଂ…

ଗର୍ଭବତୀ ମହିଳାଙ୍କୁ କେବେ ମିଳିବ କୋଭିଡ୍ ଟିକା ? ଏବେ ବି ଦ୍ୱନ୍ଦ୍ୱରେ ଅନେକ ମହିଳା…

କନକ ବ୍ୟୁରୋ: କୋଭିଡ ଭୂତାଣୁ ମୁକାବିଲା ପାଇଁ ଟିକା ସାଜିଛି ରକ୍ଷାକାରୀ କବଚ । ପ୍ରଥମେ ସମ୍ମୁଖ କୋଭିଡ ଯୋଦ୍ଧା । ପରେ ୬୫ ବର୍ଷରୁ ଅଧିକ ଓ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯାଉଛି ଟିକା । କିନ୍ତୁ ଘରର ଚାରିକାନ୍ଥ ଭିତରେ ଟିକା ଅପେକ୍ଷାରେ ବସିଛନ୍ତି ଗର୍ଭବତୀ ମହିଳା । ଗର୍ଭବତୀ ମହିଳା…

ବାତ୍ୟା ଲ୍ୟାଣ୍ଡଫଲ ପରେ ବି ଜାରି ରହିବ ବର୍ଷା । ୨୭ ତାରିଖରେ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କନକ ବ୍ୟୁରୋ: ଓଡିଶା ମୁହାଁ ହେଉଛି ସାମୁଦ୍ରିକ ଝଡ ୟାସ । ୨୬ ତାରଖରେ ବାଲେଶ୍ୱର ଭୋଗରାଇ ନିଟକରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ହେଲେ ବର୍ଷା ୨୭ ତାରିଖ ଯାଏଁ ହେବ ବୋଲି ପୂର୍ବାନୁମାନ କରାଯାଇଛି । ୨୭ ତାରିଖ ଦିନ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ । ଏନେଇ…

କରୋନା କାଳରେ ଛତିଶଗଡରୁ ଆସିଲା ଭାଇରାଲ ଭିଡିଓ । ଯୁବକଙ୍କୁ ବିଚ୍ ରାସ୍ତାରେ ଚାପୁଡା ମାରିଲେ ଜିଲ୍ଲାପାଳ । ଦୁଃଖ…

କନକ ବ୍ୟୁରୋ: ରାସ୍ତା ଉପରେ କରୋନା କଟକଣା ଯାଂଚ କରୁଥିଲେ ଜିଲ୍ଲାପାଳ । ଏତିକି ବେଳେ ରାସ୍ତାରେ ଯାଆସ କରୁଥିବା ଲୋକଙ୍କୁ ଅଟକାଇ ନିଜେ ବି ତାଗିଦ୍ କରୁଥିଲେ । ହେଲେ ଘଟଣା ସେତେବେଳେ ସୀମା ଟପି ଯାଇଥିଲା, ଯେତେବେଳେ ଜିଲ୍ଲାପାଳ ଜଣେ ପିଲାଙ୍କୁ ଡାକି ମାଡ ମାରିବା ସହ ତାର ମୋବାଇଲ ଫିଙ୍ଗି…