Daily Archives

May 3, 2021

ବଳପୂର୍ବକ ବାହାଘର କାର୍ଯ୍ୟକ୍ରମ ଅଧାରେ ଅଟାକାଇବା ପଡିଲା ମହଙ୍ଗା । ନିଲମ୍ବିତ ହେଲେ ଜିଲ୍ଲାପାଳ ଶୈଳଶ ଯାଦବ

କନକ ବ୍ୟୁରୋ: ବଳପୂର୍ବକ ବାହାଘର କାର୍ଯ୍ୟକ୍ରମ ଅଧାରରେ ଅଟାକାଇବା ଏବେ ତ୍ରିପୁରା ପଶ୍ଚିମ ଜିଲ୍ଲାପାଳଙ୍କୁ ମହଙ୍ଗା ପଡିଛି । ଜିଲ୍ଲାପାଳ ଶୈଳଶ ଯାଦବଙ୍କୁ ନିଲମ୍ବିତ କରାଯାଇଛି । ଏପ୍ରିଲ ୨୬ ତାରିଖରେ ତ୍ରିପୁରାର ରାଜଧାନୀ ଅଗରତାଲାରେ ଏକ ବିବାହ କାର୍ଯ୍ୟକ୍ରମରେ ହଠାତ ପହଁଚିଥିଲେ…

୧୫ ଦିନ ହେବ ଦେଶର କିଛି ରାଜ୍ୟରେ ସ୍ଥିର ରହିଛି କରୋନା ସଂକ୍ରମଣ । ଛତିଶଗଡ଼, ମହାରାଷ୍ଟ୍ର, ମଧ୍ୟପ୍ରଦେଶରେ କମିଥିବା…

କନକ ବ୍ୟୁରୋ: ୧୫ ଦିନ ଭିତରେ ଦେଶରେ କିଛି ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଛତିଶଗଡ଼, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଭଳି କିଛି ରାଜ୍ୟରେ କମୁଛି ସଂକ୍ରମଣ । ହେଲେ କିଛି ରାଜ୍ୟରେ ବଢ଼ିବାର ଲାଗିଛି ସଂକ୍ରମଣ । ସେଗୁଡ଼ିକ ହେଲା ଓଡ଼ିଶା, ଆନ୍ଧ୍ର, କେରଳ, ମେଘାଳୟ, ନାଗାଲାଣ୍ଡ । କରୋନା…

ଅମ୍ଲଜାନ ଅଭାବ କରୁଛି ଅଣନିଶ୍ୱାସୀ । କର୍ଣ୍ଣାଟକ ଚାମରାଜନଗର ସରକାରୀ ଡାକ୍ତରଖାନାରେ ଗୁରୁତର ରୋଗୀଙ୍କୁ ମିଳିଲାନି…

କନକ ବ୍ୟୁରୋ: ଅମ୍ଳଜାନ ଅଭାବରୁ ପୁଣି ଚାଲିଗଲା କରୋନା ଆକ୍ରାନ୍ତଙ୍କ ଜୀବନ । ଡାକ୍ତରଖାନାରେ ଅମ୍ଲଜାନ ପହଁଚିବାରେ ବିଳମ୍ବ ହେବାରୁ ୨୪ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ରବିବାର ବିଳମ୍ବିତ ରାତିରେ ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି କର୍ଣ୍ଣାଟକ ଚାମରାଜନଗରରେ । ମହୀଶୁର…

୨୦୨୨ ଡିସେମ୍ବର ସୁଦ୍ଧା ଶେଷ ହେବ ପ୍ରଧାନମନ୍ତ୍ରୀଙ୍କ ନୂତନ ବାସଭବନର ନିର୍ମାଣ କାର୍ଯ୍ୟ । ବାସଭବନର ନିର୍ମାଣ…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ନୂତନ ବାସଭବନର ନିର୍ମାଣ କାର୍ଯ୍ୟ ଡିସେମ୍ବର ୨୦୨୨ ସୁଦ୍ଧା ଶେଷ ହେବ। ପରିବେଶ ମନ୍ତ୍ରାଳୟର ଏକ ବିଶେଷଜ୍ଞ ପ୍ୟାନେଲ୍ ନିର୍ମାଣ କାର୍ଯ୍ୟ ଆଗେଇ ନେବାକୁ ଅନୁମତି ଦେବା ପରେ ଏହା ଡିସେମ୍ବର ୨୦୨୨ସୁଦ୍ଧା ଶେଷ ହେବ ବୋଲି ଜଣାପଡ଼ିଛି । ସଂସଦ ନିର୍ମାଣ…

କରୋନା ଡରରେ ଚରମ ନିଷ୍ପତ୍ତିି ନେଉଛନ୍ତି ଲୋକେ । ଅନୁଗୁଳରେ ଆକ୍ରାନ୍ତ ଚିହ୍ନଟ ପରେ ପାଣିକୁ ଡେଇଁ ଆତ୍ମହତ୍ୟା । 

କନକ ବ୍ୟୁରୋ: କରୋନାର ଆସୁଛି କରୁଣ ଦୃଶ୍ୟ । ବଢୁଛି ଆତ୍ମହତ୍ୟାପ୍ରବଣତା ।  କରୋନା ପଜିିଟିଭିଙ୍କ ମୃତ୍ୟୁ ପରେ  ପରିବାର ହେଉଛି ଛାରଖାର । ଏଭଳି ୩ଟି ଚିତ୍ର ଆସିଛି ରାଜ୍ୟର ବିଭିନ୍ନ ସ୍ଥାନରୁ  । ବ୍ରହ୍ମପୁର ଓ ନୟାଗଡ ଇଟାମାଟିରେ  ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଆତ୍ମହତ୍ୟା କରିବା ଭଳି…

ସ୍କୁଲ ଗୁଡିକୁ ନବମ ଶ୍ରେଣୀ ଓ ପ୍ରି-ବୋର୍ଡ ପରୀକ୍ଷାର ମାର୍କ ମାଗିଲା ବୋର୍ଡ । ଏସବୁ ପରୀକ୍ଷାର ଫଳ ଆଧାରରେ ବାହାରି…

କନକ ବ୍ୟୁରୋ: କେମିତି ଦିଆଯିବ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାର୍କ । ପରୀକ୍ଷା ବାତିଲ ହେବାର ତେର ଦିନ ପରେ ପରୀକ୍ଷାର୍ଥୀଙ୍କ ଦଶମ ଏବଂ ନବମର ପରୀକ୍ଷା ଫଳ ଦାଖଲ କରିବାକୁ ସ୍କୁଲକୁ ବୋର୍ଡର ନିର୍ଦ୍ଦେଶ । ସିବିଏସଇ ଦଶମ ବୋର୍ଡ ନିୟମାବଳୀ ପ୍ରକାଶ କରିବା ପରେ ତତ୍ପରତା ଦେଖାଇଛି ମାଧ୍ୟମିକ…