Monthly Archives

June 2021

କୋଭାକ୍ସିନ୍ ଟିକା କିଣା ବିକାକୁ ନେଇ ବାଜ୍ରିଲ ଓ ଭାରତ ବାଓଟେକ୍ ମଧ୍ୟରେ ବିବାଦ । ଟିକା ପାଇଁ ବ୍ରାଜିଲ ଟଙ୍କା ଦେଇ…

କନକ ବ୍ୟୁରୋ : କରୋନା ମହାମାରୀରେ ସର୍ବାଧିକ ପ୍ରଭାବିତ ହୋଇଥିବା ତାଲିକାରେ ତୃତୀୟ ସ୍ଥାନରେ ଥିବା ବ୍ରାଜିଲରେ ଏବେ କୋଭାକ୍ସିନର କ୍ରୟକୁ ନେଇ ସମସ୍ୟା ଦେଖାଦେଇଛି । ଫଳରେ ବ୍ରାଜିଲ ସରକାର ଭାରତ ବାୟୋଟେକ୍ ସହ କରିଥିବା ୩୨୪ ମିଲିଅନ ଡଲାରର ଚୁକ୍ତିକୁ କିଛି ସମୟ ପାଇଁ ସ୍ଥଗିତ ରଖିଛନ୍ତି ।…

ଗାଜିପୁର ସୀମାରେ ଧାରଣାରେ ବସିଥିବା ଚାଷୀ ଓ ବିଜେପି କର୍ମୀଙ୍କ ଭିତରେ ଗଣ୍ଡଗୋଳ । ମାରପିଟ୍ ବେଳେ ଭାଙ୍ଗିଲେ ଏକାଧିକ…

କନକ ବ୍ୟୁରୋ : ଗାଜିପୁର ସୀମାରେ ଚାଷୀ ଓ ବିଜେପି କର୍ମୀ ମୁହାଁମୁହିଁ । ଦୀର୍ଘ ୭ମାସ ଧରି ଗାଜିପୁର ସୀମାରେ ଅନସନରେ ବସିଥିବା ଚାଷୀ ଓ ବିଜେପି କର୍ମୀଙ୍କ ଭିତରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଜି ସକାଳେ କିଛି ବିଜେପି କର୍ମୀ ଜଣେ ନେତାଙ୍କୁ ସ୍ୱାଗତ କରିବା ପାଇଁ ଗାଜିପୁର…

ଡ୍ରୋନ୍ ଆକ୍ରମଣ ପଛରେ ରହିଛି ପାକିସ୍ତାନର ହାତ । ସେପଟେ ଆଜି ପୁଣି ଜମୁ ଆକାଶରେ ୮ଶହ ମିଟରରୁ କମ୍ ଉଚ୍ଚତାରେ ଉଡିଲା…

କନକ ବ୍ୟୁରୋ : ଜମ୍ମୁ ଡ୍ରୋନ୍ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା କହିଛନ୍ତି ଭାରତୀୟ ସେନାର ବରିଷ୍ଠ ଅଧିକାରୀ । ଲେଫ୍ଟନାଂଟ୍ ଜେନେରାଲ୍ ଡିପି ପାଣ୍ଡେ କହିଛନ୍ତି ଡ୍ରୋନ୍ ଭଳି ଟେକ୍ନୋଲୋଜିର ବ୍ୟବହାର କରି ଆକ୍ରମଣର ନୂଆ ବାଟ ପ୍ରସ୍ତୁତ କରିଛି ପାକିସ୍ତାନ । ସେ ଏନେଇ ପାକିସ୍ତାନର…

ଦୂତୀ ପାଇଲେ ଟୋକିଓ ଟିକେଟ୍ । ଓଡ଼ିଆ ଧାବିକା ଦୂତୀ ଚାନ୍ଦ ଟୋକିଓ ଅଲିମ୍ପିକ୍ସ ପାଇଁ ମନୋନିତ, ୧୦୦ ଓ ୨୦୦ ମିଟର ମହିଳା…

କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସ ପାଇଁ ଓଡିଆ ଆଥଲେଟ୍ ଦୂତୀ ଚାନ୍ଦଙ୍କୁ ମିଳିଲା ଟିକେଟ୍ । ମହିଳା ୧୦୦ ଓ ୨୦୦ ମିଟର ଦୌଡ଼ରେ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି ଦୂତୀ । ପଟିଆଲା ନାସନାଲ ଆଥଲେଟିକ୍ ଚାମ୍ପିଅନସିପର ପ୍ରଦର୍ଶନ ପରେ ୱାର୍ଲଡ଼ ର୍ୟାଙ୍କିଙ୍ଗ ଆଧାରରେ ଯୋଗ୍ୟତା ମିଳିଛି ।…

ବର୍ଷ ବର୍ଷ ଧରି ବଡ଼ଦାଣ୍ଡ ସାଜିଛି ବ୍ୟବସାୟର ଠିକଣା । ହେଲେ, କରୋନା ଯୋଗୁଁ ବିପନ୍ନରେ ଉଠାଦୋକାନୀଙ୍କ ଜୀବିକା, ଛୋଟମୋଟ…

କନକ ବ୍ୟୁରୋ : ପର୍ଯ୍ୟଟନ ସହର ପୁରୀ । ରାତି ପାହିଲେ ଏଠାକୁ ଆସନ୍ତି ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ । ସେମାନଙ୍କ ଉପରେ ନିର୍ଭର କରି ବଡଦାଣ୍ଡରେ ବ୍ୟବସାୟ କରନ୍ତି ହଜାର ହଜାର ଛୋଟ ବଡ ବ୍ୟବସାୟୀ । କିନ୍ତୁ ଲକଡାଉନ କଟକଣା ଯୋଗୁଁ ପର୍ଯ୍ୟଟକ କି ଶ୍ରଦ୍ଧାଳୁ କେହି ଆସୁ ନାହାନ୍ତି ।…

‘କାଳିଆ’ ହିତାଧିକାରୀଙ୍କୁ କୋଭିଡ୍ ସହାୟତା । ୧୮ ଲକ୍ଷ ଭୂମିହୀନ ଚାଷୀଙ୍କ ଆକାଉଣ୍ଟକୁ ଗଲା କୋଭିଡ୍ ସହାୟତା, ୩୮୬ କୋଟି…

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କାଳିଆ ଯୋଜନା ଅନ୍ତର୍ଗତ ଭୂମିହୀନ କୃଷକ ପରିବାର ମାନଙ୍କୁ ୩୮୬ କୋଟି ଟଙ୍କାର କୋଭିଡ ସହାୟତା ପ୍ରଦାନ କରିଛନ୍ତି । ଏହାଦ୍ବାରା ୧୮ ଲକ୍ଷ ଭୂମିହୀନ କୃଷକ ପରିବାର ଉପକାର ପାଇବେ। ଏଥିରେ ପ୍ରତ୍ୟେକ ଭୂମିହୀନ ଚାଷୀ କାଳିଆ ଯୋଜନାର କିସ୍ତି…