Monthly Archives

May 2021

କୃଷକ ମାନଙ୍କ ପାଇଁ ଖୁସି ଖବର ଆଣିଲେ କେନ୍ଦ୍ର ସରକାର । ଏବେ ଚାଷୀମାନଙ୍କୁ ମାଗଣାରେ ମିଳିବ ତୈଳ ଜାତୀୟ ଫସଲ ପାଇଁ…

କନକ ବ୍ୟୁରୋ : କରୋନା ମହାମାରୀ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ସହିତ ଖାଇବା ତେଲର ଦାମ ଏବେ ଆକାଶ ଛୁଆଁ ହୋଇଛି । ଏହାକୁ ନଜରରେ ରଖି କେନ୍ଦ୍ର ସରକାର ସାଧାରଣ ଲୋକଙ୍କୁ ସହାୟତା ଦେବା ଲକ୍ଷରେ ଏକ ବଡ ଘୋଷଣା କରିଛନ୍ତି । କେନ୍ଦ୍ର ସରକାର ଚାଷୀଭାଇ ମାନଙ୍କୁ ତୈଳ ଜାତୀୟ ଫସଲର ବିହନ ମାଗଣାରେ…

ହୋଟେଲ ପାଲଟିଛି ମାଲକାନଗିରି ସବଜେଲ : ମୋଟା ଅଙ୍କର ଟଙ୍କା ନେଇ ଅପରାଧୀଙ୍କୁ ଦିଆଯାଉଛି ମାଛ ଓ ବିରିୟାନି

କନକ ବ୍ୟୁରୋ : ପାରୋଲରେ ଯାଇ ଜଣେ ହତ୍ୟା ଅପରାଧୀ କିଭଳି ନିୟମିତ ଜେଲକୁ ଆସୁଛନ୍ତି ଏବଂ ଜେଲ ଅନ୍ତେବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି, ତାର ଚିତ୍ର ହସ୍ତଗତ ହୋଇଛି । ମାଲାକାନଗିରି ସବଜେଲର ଜେଲର ସଂଜୟ ବର୍ମା ନିଜେ ସେହି ହତ୍ୟା ଅପରାଧୀଙ୍କୁ ଗାଡିରେ ବସାଇ ନେଉଛନ୍ତି । ଆଉ ଗାଡି…

ଆପଣ, ନିଜର ସ୍ମାର୍ଟଫୋନ୍ ବିକ୍ରି କରୁଛନ୍ତି କି ? ସାବଧାନ ନରହିଲେ, ଲିକ୍ ହୋଇପାରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ।…

କନକ ବ୍ୟୁରୋ : ନିଜ ସ୍ମାର୍ଟଫୋନ୍ ବିକ୍ରି କରୁଥିଲେ ସାବଧାନ୍ ! ଲିକ୍ ହୋଇପାରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ । ସାଧାରଣତଃ ଆପଣଙ୍କୁ କୌଣସି ନୂଆ ଫୋନ୍ କିଣିବାକୁ ଥିଲେ, କିମ୍ବା ଫୋନରେ କୌଣସି ତ୍ରୁଟି ଦେଖାଗଲେ ଆପଣ, ଆପଣଙ୍କ ମୋବାଇଲକୁ ବିକ୍ରି କରିଦିଅନ୍ତି । ସିଧାସଳଖ କୌଣସି ବ୍ୟକ୍ତିଙ୍କୁ…

ନଥିଲା ବ୍ୟାଣ୍ଡବାଜା, ନଥିଲେ ବରଯାତ୍ରୀ । ୨୪ କିଲୋମିଟର ଦୂରରୁ ସାଇକେଲ୍ ନେଇ ବାହାହବାକୁ ଏକା ଆସିଲେ ବର, ଏମିତି ହେଲା…

କନକ ବ୍ୟୁରୋ : ନଥିଲା ବ୍ୟାଣ୍ଡବାଜା, ନଥିଲେ ବରଯାତ୍ରୀ । ସାଇକେଲ୍ ନେଇ ବାହାହବାକୁ ଆସିଲେ ବର । ଏମିତି ବାହାଘର ହୁଏତ ଆପଣ ଆଗରୁ କେବେ ଦେଖିନଥିବେ । ଯେଉଁଠି ବିବାହ କରିବାକୁ ୨୪ କିଲୋମିଟର ଦୂରରୁ ନିଜେ ସାଇକେଲ୍ ଚଲାଇ ଆସିଲା ବର । କରୋନା ମହାମାରୀର ମୁକାବିଲା ପାଇଁ ଦେଶର ଅନେକ ରାଜ୍ୟରେ…

କମୁଥିବା ଜନସଂଖ୍ୟାକୁ ନେଇ ବଢିଲା ଚୀନର ଚିନ୍ତା ।  ୨ ଟି ନୁହେଁ ପ୍ରତି ଦମ୍ପତ୍ତି ୩ ଟି ସନ୍ତାନ ଜନ୍ମ କରିବାକୁ ସରକାର…

କନକ ବ୍ୟୁରୋ : ଚୀନରେ ମୋଟ ଜନସଂଖ୍ୟାର ଏକ ବଡଭାଗ ଏବେ ବୃଦ୍ଧ ଅବସ୍ଥାରେ ପହଂଚି ସାରିଛି । ଏହାସହ ଦେଶରେ ଜନସଂଖ୍ୟା ବୃଦ୍ଧିର ଗତି ହ୍ରାସ ହୋଇଛି । ଏହାକୁ ନଜରରେ ରଖି ଚୀନ ସରକାର ପରିବାର ନିୟୋଜନ ନିୟମରେ କୋହଳ କରିଛି । ସୋମବାର ଦିନ ଚୀନ ସରକାର ଏନେଇ ଏକ ବଡ ନିଷ୍ପତ୍ତି ଘୋଷଣା କରିଛନ୍ତି…

ଧୂମଧାମରେ ଚାଲିଥିଲା ବାହାଘର…ମଥାରେ ଲାଗିସାରିଥିଲା ସିନ୍ଦୁର, ପଡ଼ିଥିଲା ହାତଗଣ୍ଠି । କିନ୍ତୁ ସାତଫେରା ନେବା…

କନକ ବ୍ୟୁରୋ : ଧୂମଧାମରେ ଚାଲିଥିଲା ବାହାଘର...ମଥାରେ ଲାଗିସାରିଥିଲା ସିନ୍ଦୁର । ସାତଫେରା ପୂର୍ବରୁ ଚାଲିଗଲା କନ୍ୟାର ଜୀବନ । ଶାଳୀକୁ ବାହା ହେଲା ବର । ମଥାରେ ସିନ୍ଦୁର ଲାଗିସାରିଥିଲା । ହାତଗଣ୍ଠି ବି ପଡିସାରିଥିଲା । ବରମାଳା ପକାଇ ଦୁହେଁ ଦୁହିଁଙ୍କୁ ନିଜର କରିସାରିଥିଲେ । ସରିବାକୁ…