Daily Archives

May 11, 2021

୧୪ ଦିନ ପରେ ଦେଶରେ କମିଲା କରୋନା ସଂକ୍ରମଣ । ସେପଟେ ଓଡ଼ିଶାରେ ବି ତଳମୁହାଁ ଦୈନିକ ସଂକ୍ରମଣ ।୨୪ ଘଂଟାରେ ଆକ୍ରାନ୍ତ…

କନକ ବ୍ୟୁରୋ: କିଛି ଦିନ ୪ ଲକ୍ଷ ଉପରେ ସଂକ୍ରମଣ ଚିହ୍ନଟ ହେବା ପରେ ଟିକେ ଆଶ୍ୱସ୍ତି ଆଣିଲା ଭଳି ଖବର ଆସିଛି । ଗତ ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି ୩ ଲକ୍ଷ ୨୯ ହଜାର ୯୪୨ ନୂଆ ଆକ୍ରାନ୍ତ । ସବୁଠୁ ବଡ଼ କଥା ହେଉଛି, ୧୮ ଲକ୍ଷ ୫୦ ହଜାର ୧୧୦ କରୋନା ପରୀକ୍ଷା ହୋଇଥିଲା, ଆଉ ୧୭.୮୩ ପ୍ରତିଶତ…

ଟିକା ଯୋଗାଇବାରେ ବିଫଳ ହେଲେ କେନ୍ଦ୍ର ସରକାର । ବିଦେଶରୁ ଟିକା କିଣିବ ଓଡିଶା । ଗ୍ଲୋବାଲ ଟେଣ୍ଡର ପାଇଁ ହେଲା ସଂକଳ୍ପ

କନକ ବ୍ୟୁରୋ: ଟିକା ନେବା ପାଇଁ ଲୋକଙ୍କ ମଧ୍ୟରେ କେତେ ଆଗ୍ରହ ବଢ଼ିବାରେ ଲାଗିଛି । ହେଲେ ଲୋକଙ୍କୁ ଦେବାକୁ ଟିକା ନାହିଁ । ଚାହିଦାକୁ ଦେଖି ଟିକା ଯୋଗାଇ ଦେବାକୁ କେନ୍ଦ୍ରକୁ ଅନୁରୋଧ କରିବା ପରେ ମଧ୍ୟ ଏହା ପୂରଣ କରିବାରେ ବିଫଳ ହୋଇଛନ୍ତି କେନ୍ଦ୍ର ସରକାର । ଏଭଳି ପରିସ୍ଥିତିରେ ଅଭାବ ପୂରଣ…

କାନାଡ଼ା ପରେ ଆମେରିକାର ବଡ଼ ନିଷ୍ପତି । ୧୨ରୁ ୧୫ ବର୍ଷ ପିଲାଙ୍କୁ ଦିଆଯିବ ଫାଇଜର ଟିକା ।

କନକ ବ୍ୟୁରୋ: ଏଣିକି ୧୨ ରୁ ୧୫ବର୍ଷ ବୟସର ପିଲାଙ୍କୁ ଦିଆଯିବ କରୋନା ଟିକା । ଆମେରିକାରେ ୧୨-୧୫ବର୍ଷ ପିଲାଙ୍କୁ ଫାଇଜର ଟିକା ଦେବା ପାଇଁ ଏଫଡିଏ ଅନୁମତି ଦେଇଛି। କାନାଡା ପରେ ଦ୍ଵିତୀୟ ଦେଶ ଭାବେ ଆମେରିକାରେ ଏହି ବର୍ଗର ପିଲାଙ୍କୁ ଦିଆଯିବ ଟିକା। କରୋନା ମହମାରୀ ସାରା ବିଶ୍ୱ ପାଇଁ ବିପଦ…

ଧାଡ଼ିରେ ଛିଡ଼ା ହୋଇଛି ଓଡ଼ିଶା । କରୋନା ଟେଷ୍ଟ ଓ କରୋନା ଟିକା ପାଇଁ ରାଜ୍ୟର ବିଭିନ୍ନ କେନ୍ଦ୍ରରେ ଲୋକ ହଟହଟା । ଟେଷ୍ଟ…

କନକ ବ୍ୟୁରୋ: ଅବ୍ୟବସ୍ଥା କୁହନ୍ତୁ ବା ଟିକାର ଅଭାବ । ଟିକାକାରଣ କେନ୍ଦ୍ର ଗୁଡ଼ିକରୁ ଯେଉଁ ସବୁ ଚିତ୍ର ଆସୁଛି, ତାହା ବ୍ୟବସ୍ଥାର ବିକଳ ଅବସ୍ଥାକୁ ଦର୍ଶାଇଛି । ଆଉ କରୋନା ପରୀକ୍ଷା ପାଇଁ ଯେଉଁମାନେ ସ୍ୱାସ୍ଥ୍ୟକେନ୍ଦ୍ରଙ୍କୁ ଆସୁଛନ୍ତି, ତାଙ୍କ ଅବସ୍ଥା ଆହୁରୀ ଦୟନୀୟ । କେଉଁଠି…

ଭାରତରେ ଦେଖା ଦେଇଥିବା କରୋନାର ଡବଲ ମ୍ୟୁଟାଂଟକୁ ନେଇ ଚିନ୍ତା ପ୍ରକଟ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଦ୍ରୁତ ବେଗରେ…

କନକ ବ୍ୟୁରୋ: ଭାରତରେ ଦେଖା ଦେଇଥିବା କରୋନାର ଡବଲ ମ୍ୟୁଟାଂଟ୍ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ଏହା ଖୁବ ଦ୍ରୁତ ବେଗରେ ସଂକ୍ରମିତ ହେଉଥିବାରୁ ଚିନ୍ତା ପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ- ଡବ୍ଲୁଏଚଓ । ଏକ ସାମ୍ବାଦିକ ସମ୍ମିଳନୀ କରି ଡବ୍ଲୁଏଚଓ କହିଛି ଭାରତରେ ଦେଖା…

ଘରୋଇ ହସ୍ପିଟାଲରେ ନିର୍ଦ୍ଧାରିତ ଫି’ ଠାରୁ ଅଧିକ ନେଲେ କାର୍ଯ୍ୟାନୁଷ୍ଠାନ। କୋଭିଡ୍ ଚିକିତ୍ସା କରୁଥିବା ଘରୋଇ…

କନକ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ କୋଭିଡ ପରିଚାଳନା ସଂପର୍କିତ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟ ପ୍ରଶାସନକୁ ୭ ସୂତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର କାର୍ୟ୍ୟକ୍ରମରେ କୋଭିଡ ପରିଚାଳନା ସଂପର୍କରେ ରାଜ୍ୟ ସରକାର…