Daily Archives

May 26, 2021

ପାରାଦୀପ ଅଠରବାଙ୍କୀରେ ଟନେଲ ଭିତରେ ଆଶ୍ରୟ ନେଲେ ଲୋକେ । କରୋନା ଭୟରେ ଗଲେ ନାହିଁ ବାତ୍ୟା ଆଶ୍ରୟସ୍ଥଳ । 

କନକ ବ୍ୟୁରୋ : ସାମୁଦ୍ରିକ ବାତ୍ୟା ୟାସ୍ ପହଞ୍ଚିବା ଆଗରୁ ପାରାଦୀପରେ ଦେଖିବାକୁ ମିଳିଥିଲା ବଡ ପ୍ରଭାବ । ଏହାକୁ ନଜରରେ ରଖି ପ୍ରଶାସନ ଆଗୁଆ ଆରମ୍ଭ କରିଥିଲା ତଳିଆ ଅଂଚଳକୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ନେବା କାମ । ହେଲେ ଏହାରି ଭିତରେ ପାରାଦୀପ ଅଠରବାଙ୍କିରେ ଓଭର ବ୍ରିଜ ତଳେ ଦେଢ ଶହ…

କରୋନା ସଂଖ୍ୟାର ତଥ୍ୟ ଲୁଚାଉଛନ୍ତି କି ସରକାର ? ନ୍ୟୁୟର୍କ ଟାଇମ୍ସର ରିପୋର୍ଟକୁ ନେଇ ଚର୍ଚ୍ଚା, କହିଲା, ଅସଲ…

କନକ ବ୍ୟୁରୋ : ସଂଖ୍ୟାକୁ ନେଇ ସନ୍ଦେହ ଥାଏ । ଆଉ ଏହି ସନ୍ଦେହ ଆହୁରୀ ଘନିଭୂତ ହୋଇଯାଇଛି, ଯେତେବେଳେ କରୋନା ଭଳି ମହାମାରୀ ଆମ ସାମ୍ନାରେ ଆସି ଛିଡ଼ା ହୋଇଛି । ପ୍ରକୃତରେ କରୋନା ଆକ୍ରାନ୍ତ ଏବଂ କରୋନା ମୃତ୍ୟୁକୁ ନେଇ ତଥ୍ୟ ଲୁଚାଉଛନ୍ତି କି ସରକାର । ଆନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା…

କେନ୍ଦ୍ରାପଡ଼ା ରାଜନଗରକୁ ବାତ୍ୟାରୁ ବଞ୍ଚାଇଦେଲା ହେନ୍ତାଳ ବଣ । ସହିନେଲା ବାତ୍ୟା ମାଡ଼, ଅନେକ ବାତ୍ୟାକୁ ରୋକିବାରେ…

କନକ ବ୍ୟୁରୋ : ହେନ୍ତାଳବଣ ପାଇଁ ବର୍ତ୍ତିଗଲା ରାଜନଗର । କୁହାଯାଏ, ସମୁଦ୍ରକୂଳରେ ହେନ୍ତାଳବଣ ଥିଲେ, ପଛୁଆ ଅଞ୍ଚଳ ବର୍ତିଯାଏ । ଏଥର ବି ସେମିତି ହୋଇଛି । ବର୍ତିଯାଇଛି ରାଜନଗର । ବାତ୍ୟା ୟାସ୍ ଭିତରକନିକା ନିକଟରେ ମାଡ ହେବ ଓ ରାଜନଗର ଅଂଚଳରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ ବୋଲି…

କମ୍ ରହିଲା ପବନର ବେଗ, ହେଲେ ବର୍ଷାରେ ବୁଡିଲା ଉତ୍ତର ଓଡ଼ିଶା । ପାଣିରେ ବୁଡିଲା ଅନେକ ଉପକୂଳିଆ ଗାଁ ।

କନକ ବ୍ୟୁରୋ : ବାତ୍ୟା ୟାସ୍, ସାଥିରେ ଆଣିଥିବା ବର୍ଷା ଏବେ ଅଭାବନୀୟ ସ୍ଥିତି ସୃ୍ଷ୍ଟି କରିଛି । ସମୁଦ୍ର ଉପକୂଳ ଗୁଡ଼ିକରେ ଥିବା ଗାଁ ଏବଂ ନଈକୂଳିଆ ଗାଁ ଗୁଡ଼ିକରେ ମାଡ଼ି ଆସିଛି ପାଣି । ବର୍ଷା ଯୋଗୁଁ ଅନେକ ଅଂଚଳ ଜଳବନ୍ଦୀ ହୋଇରହିଛି । ଯଦିଓ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ…

ଚାଲିଗଲା ବାତ୍ୟା ‘ୟାସ’ । ଘର ବାହୁଡିଲେ ଉପକୂଳିଆ ଲୋକ ।

କନକ ବ୍ୟୁରୋ : ବାତ୍ୟା ୟାସ୍ ଆସିଲା ଓ ଏହାର ଛାପ ଛାଡି ଚାଲିଗଲା । ଏହା ପରେ ଆରମ୍ଭ ହୋଇଛି ବାତ୍ୟା ପରର ପୁନରୁଦ୍ଧାର କାମ । ଆଉ ସେପଟେ ଘରବାହୁଡା ଆରମ୍ଭ କରିଛନ୍ତି ବାତ୍ୟା ଆଶ୍ରୟସ୍ଥଳରେ ମୁଣ୍ଡ ଗୁଞ୍ଜିଥିବା ଲୋକ । ବାତ୍ୟା ଯିବା ପରେ ଲୋକଙ୍କ ଘର ବାହୁଡା ଭିତରେ ମନରେ ସୃଷ୍ଟି ହୋଇଛି…

ଗୋଟିଏ ସପ୍ତାହରେ ଦୁଇଟି ବାତ୍ୟା । ହେଲେ ସୌଭାଗ୍ୟବଶତଃ ଦୁର୍ବଳ ହେଲା ୟାସ୍, ଦେଖନ୍ତୁ ତାଉ-ତେ ଏବଂ ୟାସ୍ ମଧ୍ୟରେ କ’ଣ…

କନକ ବ୍ୟୁରୋ : ଏଇ ନିକଟରେ ଆରବ ସାଗରରେ ସୃଷ୍ଟି ହୋଇଥିଲା ତାଉତେ । ଆଉ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ସାମୁଦ୍ରିକ ବାତ୍ୟା ୟାସ୍ । ଏହି ଦୁଇଟି ବାତ୍ୟାକୁ ନେଇ ଆଗୁଆ ଆକଳନ କରିଥିଲା ଭାରତୀୟ ପାଣିପାଗ ବିଭାଗ । ତେବେ ଏହି ଦୁଇଟି ବାତ୍ୟା ମଧ୍ୟରୁ ୟାସକୁ ନେଇ ଆଇଏମଡିର ଆକଳନ ଏପଟ ସେପଟ ହୋଇ…