Daily Archives

May 9, 2021

କଟକ ନିଆଳିରେ ଫଳିଲା ମିଠା ଅଙ୍ଗୁର । ଲକଡାଉନରେ ତରବଣ ଗାଁର ବିଜୟଲକ୍ଷ୍ମୀଙ୍କ ନିଆରା ପ୍ରୟାସ । ଘର ଅଗଣାରେ କଲେ…

କନକ ବ୍ୟୁରୋ: ଇଚ୍ଛା ଥିଲେ ଅସମ୍ଭବ ବି ସମ୍ଭବ ହୁଏ । କଟକ ଜିଲ୍ଲା ନିଆଳି ମାଟିରେ ଫଳିଛି ମିଠା ଅଙ୍ଗୁର । ଏହା ଅବାସ୍ତବ ଲାଗୁଥିଲେ  ବି ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ମହିଳା । ଲକଡାଉନ ସମୟରେ ନିଜ ସମୟକୁ ଅପଚୟ ନକରି ନିଜ ଘର ଅଗଣାରେ ଅଙ୍ଗୁର ଗଛ ଲଗାଇ ନିଜ ପାଇଁ ସ୍ୱତନ୍ତ୍ର…

ଚାଷୀଙ୍କ ପେଟକୁ ଲାତ ମାରିଲା ଲକଡାଉନ । ବଜାରରେ କମିଲା ପନିପରିବା ବିକ୍ରି, ଅମଳ କରୁନାହାନ୍ତି ଚାଷୀ ।

କନକ ବ୍ୟୁରୋ: ପରିବା ଚାଷୀଙ୍କ ଉପରେ କରୋନା ମାଡ଼ । ଲକଡ଼ାଉନ୍ ଛଡ଼ାଇନେଲା ବ୍ୟବସାୟ । କରୋନା ଲକଡାଉନ୍ ପରିବା ଚାଷୀଙ୍କ ପେଟକୁ ଲାତ ମାରିଛି । ତାଲାବନ୍ଦ ଯୋଗୁଁ ପରିବା ବିକ୍ରି ହୋଇପାରୁ ନାହିଁ । ପରିବା କିଣିବାକୁ ବେପାରୀମାନେ ମଧ୍ୟ ଆସୁ ନାହାନ୍ତି । ଫଳରେ ନପାରି ଗଛରେ ସଢିଯାଉଛି ତାଜା…

ଭାରତର କରୋନା ସ୍ଥିତି ନେଇ ବ୍ରିଟିଶ ପତ୍ରିକା ଲାନସେଟ ଦେଲା ଏମିତି ତଥ୍ୟ । କହିଲା, ଅଗଷ୍ଟ ୧ ସୁଦ୍ଧା ଭାରତରେ କରୋନା…

କନକ ବ୍ୟୁରୋ: ଆସନ୍ତା ଅଗଷ୍ଟ ୧ ତାରିଖ ସୁଦ୍ଧା ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ଛୁଇଁବ । ଭାରତରେ କରୋନାର ଜରୁରି ସ୍ଥିିତି ସମ୍ପର୍କରେ ସମ୍ପାଦକୀୟ ଲେଖି ଏଭଳି ସ୍ଥିିତି ତଥ୍ୟ ଦେଇଛି ବ୍ରିଟିଶ ସ୍ୱାସ୍ଥ୍ୟ ପତ୍ରିକା ଲାନ୍ସେଟ୍ । ସେହିପରି କରୋନାର ପ୍ରଥମ ଲହରିରେ ଭାରତକୁ ମିଳିଥିବା…

ସଜନାଛୁଇଁ ଯୋଗାଇଲା ରୋଜଗାର । ଅଣପାରମ୍ପରିକ ପଦ୍ଧତିରେ ଚାଷ କରି ସଫଳ ରାୟଗଡାର ଲକ୍ଷ୍ମୀ ନାରାୟଣ ପାଢି ।

କନକ ବ୍ୟୁରୋ: ଚାଷ କାମ ଯାହାର, କେତେ ସୁଖ ତାହାର ଏହି ଉକ୍ତିକୁ ପ୍ରମାଣ କରି ଦେଖାଇଛନ୍ତି ରାୟଗଡା ଜିଲ୍ଲା ରାମାନାଗୁଡା ବ୍ଲକ ଅନ୍ତର୍ଗତ ଗୁଳୁମୁଣ୍ଡା ଗ୍ରାମର ଚାଷୀ ଲକ୍ଷ୍ମୀ ନାରାୟଣ ପାଢି । ଅଣପାରମ୍ପରିକ ପଦ୍ଧତିରେ ସଜନା ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ମଧ୍ୟ…

କରୋନା ବଢାଇଲା ବାଉଁଶ କାରିଗରଙ୍କ ସମସ୍ୟା । ମାନ୍ଦା ପଡିଲା ବେପାର, ପରିବାର ଚଳାଇବା ହେଲାଣି କଷ୍ଟ ।

କନକ ବ୍ୟୁରୋ: କରୋନା ଯୋଗୁଁ ସଙ୍କଟରେ ବାଉଁଶ କାରିଗର । ବାପ ଅଜା ଅମଳର ବୃତ୍ତି ଏବେ ସଙ୍କଟରେ । ଆମେ କହୁଛୁ ଯାଜପୁର ଜିଲ୍ଳା ରସୁଲପୁର ବ୍ଲକ କଲଣ ଗାଁର ବାଉଁଶ କାରିଗରଙ୍କ କଥା । ରସୁଲପୁର ବ୍ଲକ କଲଣ ଗାଁରେ ପାଖାପାଖି ୪୦ଟି ପରିବାର ପୁରୁଷାନୁକ୍ରମେ ବାଉଁଶ କାରିଗର କାମ କରି ପରିବାର…

କରୋନା ମୃତ୍ୟୁକୁ ଲୁଚାଉଛି କି ପ୍ରଶାସନ? ସତ ଠାରୁ ଦୂରରେ କି ସରକାରୀ ତାଲିକା? ବିଦେଶୀ ଗଣମାଧ୍ୟମରେ ପ୍ରକାଶ ପାଇଲା…

କନକ ବ୍ୟୁରୋ: ଭାରତରେ କେତେ ସଂଖ୍ୟକ ଲୋକ କରୋନାରେ ମୃତ୍ୟୁବରଣ କରୁଛନ୍ତି, ତାକୁ ନେଇ ବିରାଟ ପ୍ରଶ୍ନବାଚୀ ଲାଗିଛି । ସରକାର ଯେଉଁ ତଥ୍ୟ ଦେଉଛନ୍ତି, ସେଥିରେ ସଂଦେହ ପ୍ରକାଶ କରୁଛନ୍ତି ବିଦେଶୀ ଗଣମାଧ୍ୟମ । ଗୁଜରାଟ, ମଧ୍ୟପ୍ରଦେଶ ଓ ଉତରପ୍ରଦେଶରେ ହୋଇଥିବା ମୃତ୍ୟୁକୁ ନେଇ ୱାଂଶିଟନ୍ ପୋଷ୍ଟ…