Daily Archives

May 21, 2021

ମହାରାଷ୍ଟ୍ରର ଗଡଚିରୋଲିରେ ଏନକାଉଂଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୧୩ ମାଓବାଦୀଙ୍କ  ମୃତ୍ୟୁ । ସକାଳ ସାଢେ ୫ଟାରେ…

କନକ ବ୍ୟୁରୋ: ନକ୍ସଲ ବିରୋଧରେ ସୁରକ୍ଷା ବଳକୁ ମିଳିଛି ବଡ ସଫଳତା । ମହାରାଷ୍ଟ୍ରର ଗଡଚିରୋଲି ଜଙ୍ଗଲରେ ୧୩ ମାଓବାଦୀଙ୍କୁ ନିପାତ କରିଛନ୍ତି ସୁରକ୍ଷା ବଳ ।  ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ଆଜି ସକାଳ ୫ଟା ୩୦ରେ କୋଟମି ନିକଟରେ ଥିବା ଜଙ୍ଗଲ ଅଂଚଳରେ ଏକ ବୈଠକରେ ଏକାଠି ହୋଇଥିଲେ ବହୁ…

ଦିଲ୍ଲୀରେ ଖସିଲା କରୋନା ମିଟର । ୫ ପ୍ରତିଶତ ତଳକୁ ଆସିଲା ସଂକ୍ରମଣ ହାର । ସେପଟେ ଦେଶରେ ବି କମିଲା ସଂକ୍ରମଣ

କନକ ବ୍ୟୁରୋ: ଦେଶରେ କମିଲା ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା । ଗତ ୨୪ ଘଂଟାରେ ୨ଲକ୍ଷ ୫୯ ହଜାର ୫୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବଂ ୪ ହଜାର ୨୦୯ ଜଣଙ୍କ ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୫୭ ହଜାର କରୋନା ଆକ୍ରାନ୍ତ । ତେବେ ବଡ କଥା ହେଉଛି ଦିଲ୍ଲୀରେ…

ଭାରତରେ ‘ଫାଇଜର୍’ ଟିକାକୁ ଅନୁମତି ଦେବା ନେଇ ବିବାଦ । ଫାଇଜର ଚାହୁଁଛି-ସାଇଡ୍ ଇଫେକ୍ଟ ଦେଖାଦେଲେ ଦାୟୀ ହେବ ନାହିଁ…

କନକ ବ୍ୟୁରୋ: ଆମେରିକାର କରୋନା ଟିକା ଫାଇଜର ଭାରତ ଆସିବା ନେଇ ସମସ୍ୟା ରହିଛି । ଟିକା ବ୍ୟବହାର ନେଇ କଂପାନୀ କରୁଥିବା ଦାବିର ଆଇନଗତ ସୁର କ୍ଷାକୁ ନେଇ ଭାରତ ଓ ଟିକା କଂପାନୀ ମଧ୍ୟରେ ତାଳମେଳ ହୋଇପାରୁନାହିଁ । ସିଧା କହିବାକୁ ଗଲେ କ୍ଷତିପୂରଣ ବଣ୍ଡକୁ ନେଇ ଭାରତ ସରକାର ଓ ଫାଇଜର ନିର୍ମାତା…

କେମିତି ବ୍ୟାପିଲା ବଣ୍ଡାଘାଟିରେ ସଂକ୍ରମଣ ? ଆଦିମ ଜନଜାତିର ଲୋକଙ୍କୁ ଦ୍ୱିତୀୟ ଲହରର କରୋନା ଛୁଇଁଲା କେମିତି ?

କନକ ବ୍ୟୁରୋ: କେମିତି ବ୍ୟାପିଲା ବଣ୍ଡାଘାଟିରେ ସଂକ୍ରମଣ । ଆଦିମ ଜନଜାତିର ଲୋକଙ୍କୁ ଦ୍ୱିତୀୟ ଲହରର କରୋନା ଛୁଇଁଲା କେମିତି । ଏହା ର ସଠିକ ତଥ୍ୟ ରଖିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଆନ୍ଧ୍ର ସୀମାରେ ଥିବା ସାପ୍ତାହିକ ହାଟକୁ ଯାଇ ସଂକ୍ରମଣ ର ଶିକାର ହୋଇଥିଲେ ବଣ୍ଡା ଜନଜାତି । ତେବେ…

୧୩ ବର୍ଷର ପିଲା ଠାରେ ଦେଖାଦେଲା ବ୍ଳାକ ଫଙ୍ଗସ ଭୂତାଣୁ । ଅହମଦାବାଦ ଠାରେ କରାଗଲା ଅପରେସନ

କନକ ବ୍ୟୁରୋ : କରୋନା ମହାମାରୀ ଭିତରେ ବ୍ଲାକ ଫଙ୍ଗସ ଭୂତାଣୁ ପୁଣି ଭାରତ ପାଇଁ ଏକ ବିପଦ ଭାବେ ଉଭୟ ହୋଇଛି । ବୟସ୍କ ଲୋକଙ୍କ ପରେ ଏବେ ଛୋଟ ପିଲାମାନଙ୍କ ଶରୀରରେ ଏହି ଭୂତାଣୁ ସଂକ୍ରମିତ ହେଉଥିବା ଦେଖିବାକୁ ମିଳିଛି । ଅହମଦାବାଦ ଠାରେ ଏକ ୧୩ ବର୍ଷର ପିଲାଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି…

ବାତ୍ୟା ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି । ଉପକୂଳ ଜିଲ୍ଲା ଗୁଡ଼ିକରେ ମାଇକ୍ ଲଗାଇ ମତ୍ସଜୀବୀଙ୍କୁ ସର୍ତକ କଲା…

କନକ ବ୍ୟୁରୋ: ବାତ୍ୟା ଆସୁଥିବାରୁ ମାଇକ୍ ଲଗାଇ ଲୋକଙ୍କୁ ସେଚତନ କରୁଛି ପ୍ରଶାସନ । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବା ପାଇଁ ପରାମର୍ଶ ଦେବା ସହ ଯେଉଁମାନେ ସମୁଦ୍ରରେ ଭିତରେ ଅଛନ୍ତି, ବାହାରି ଆସି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଡଙ୍ଗା, ଜାଲ ଓ…