Daily Archives

May 13, 2021

କାଲି ପିଏମ-କିସାନ ଯୋଜନା କୃଷକଙ୍କୁ ମିଳିବ ଟଙ୍କା । ୯.୫ କୋଟିରୁ ଅଧିକ କୃଷକଙ୍କ ଆକାଉଣ୍ଟକୁ ଯିବ ୧୯,୦୦୦ କୋଟି ଟଙ୍କା

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଦିନ ୧୧ଟାରେ ପିଏମ-କିସାନ ଯୋଜନା ଅଧୀନରେ ଆର୍ଥିକ ଲାଭର ଅଷ୍ଟମ କିସ୍ତି ଦେବାକୁ ଯାଉଛନ୍ତି। ୯.୫ କୋଟିରୁ ଅଧିକ ହିତାଧିକାରୀ କୃଷକ ପରିବାରକୁ ୧୯,୦୦୦ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ…

ଗାଜା ଉପରେ ଇସ୍ରାଏଲର ବୋମା ବର୍ଷଣ ଜାରି । ଜବାବରେ ହମାସର ରକେଟ ମାଡ଼

କନକ ବ୍ୟୁରୋ: ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ସଂଘର୍ଷ ଦିନକୁ ଦିନ ଅଧିକ ଭୟଙ୍କର ହେବାରେ ଲାଗିଛି । ଗୋଟିଏ ପଟେ ହମାସ ପକ୍ଷରୁ ଇସ୍ରାଏଲର ବିଭିନ୍ନ ଟାର୍ଗେଟକୁ ଲକ୍ଷ୍ୟକରି ରକେଟ ମାଡ଼ କରାଯ଼ାଉଥିବାବେଳେ ଇସ୍ରାଏଲ ପକ୍ଷରୁ ଗାଜା ସହର ଉପରେ ଘନ ଘନ ବିମାନ ଆକ୍ରମଣ ଜାରି ରହିଛି । ଏହା ସହିତ…

କାଲି ଚାଷୀଙ୍କ ଖାତାକୁ ଯିବ କାଳିଆ ଟଙ୍କା । ଅକ୍ଷୟ ତୃତୀୟା ଅବସରରେ କାଳିଆ ଟଙ୍କା ପଠାଇବେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ଆସନ୍ତାକାଲି ଚାଷୀଙ୍କ ଖାତାକୁ ଆସିବ ସରକାରୀ ସହାୟତା । କାଳିଆ ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଲି ଚାଷୀଙ୍କ ଖାତାକୁ ଟଙ୍କା ପଠାଇବାର କାର୍ୟ୍ୟକ୍ରମ ରହିଛି । ଆସନ୍ତକାଲି ଅପରାହ୍ନରେ କାଳିଆ ଯୋଜନାର କିସ୍ତି ଟଙ୍କା ଦିଆଯିବ । ଗତ ଫେବୃୟାରୀ ୧୨ ତାରିଖରେ କାଳିଆର…

କୋଭିଡ ମୁକାବିଲା ପାଇଁ ହାଲୁକା ଏକ୍ସେସାଇଜ୍ ସହ ମର୍ଣ୍ଣିଂ ଓାକ୍ ପାଇଁ ପରାମର୍ଶ ଦେଉଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।…

କନକ ବ୍ୟୁରୋ: ଏଣିକି ଆଉ ଆପଣ ସକାଳୁ ମର୍ଣ୍ଣିଂ ୱାକ୍ କିମ୍ବା ସାଇକେଲିଂ କରିପାରିବେ ନାହିଁ । ରାସ୍ତାରେ ଲୋକ ଗହଳି କରୁଥିବା କାରଣ ଦର୍ଶାଇ କମିଶନରେଟ୍ ପୁଲିସ୍, ଲକ୍ଡାଉନ୍ କିମ୍ବା ସଟ୍ଡାଉନ୍ ସମୟରେ ମର୍ଣ୍ଣିଂ ୱାକ୍କୁ ବାରଣ କରିଛି । ମହାମାରୀ ଯୋଗୁଁ ଘରେ ରହିବାକୁ କଟକ-ଭୁବନେଶ୍ୱର…

କରୋନାର ତୃତୀୟ ଲହରକୁ ନେଇ ସତର୍କ କଲେ ଡାକ୍ତର । କହିଲେ, ତୃତୀୟ ଲହରରେ ପିଲାଙ୍କୁ ବିପଦ, ତୁରନ୍ତ ଟିକା ନିଅନ୍ତୁ…

କନକ ବ୍ୟୁରୋ: ଥରକୁଥର କରୋନା ତାର ରୂପ ବଦଳାଇ ବିଭିନ୍ନ ବୟସବର୍ଗଙ୍କୁ ଟାର୍ଗେଟ କରୁଛି । ପ୍ରଥମ ଲହରରେ ଏହା ବୟସ୍କମାନଙ୍କୁ ଅଧିକ ପ୍ରଭାବିତ କରିଥିଲା, ଯଦିଓ ଯୁବବର୍ଗଙ୍କ ଦ୍ୱାରା ଅଧିକ ସଂକ୍ରମିତ ହୋଇଥିଲା । ଦ୍ୱିତୀୟ ଲହର ବେଳକୁ ଏହା ଯୁବପିଢୀଙ୍କୁ ଅଧିକ ପ୍ରଭାବିତ କରୁଛି । ଘରର…

ଟିକାକରଣ ପାଇଁ ବଢ଼ିଲା ସମ୍ମୁଖ ଯୋଦ୍ଧା ତାଲିକା । ସାମିଲ ହେଲେ ବନବିଭାଗ, ବ୍ୟାଙ୍କ ,ବୀମା ,ରେଳବାଇ ଅକ୍ସିଜେନ ପ୍ଲାଂଟ…

କନକ ବ୍ୟୁରୋ : ଟିକାକରଣ ପାଇଁ ବଢ଼ିଲା ସମ୍ମୁଖ ଯୋଦ୍ଧାଙ୍କ ତାଲିକା । ସାମିଲ ହେଲେ ବନବିଭାଗ, ବ୍ୟାଙ୍କ ,ବୀମା ,ରେଳବାଇ, ଅନଲାଇନ ଟଙ୍କା କାରବାରରେ ନିଯୁକ୍ତ ଥିବା କର୍ମଚାରୀ । ସେହିପରି, ଏଟିଏମ ମେଣ୍ଟେନାନ୍ସ କର୍ମଚାରୀ, ଚାଇଲ୍ଡ ଲାଇନ କର୍ମଚାରୀ, ୱାନ ଷ୍ଟପ୍ ସେଣ୍ଟରରେ କାମ କରୁଥିବା…