Daily Archives

May 16, 2021

କମ୍ପ୍ୟୁଟର ସାଇନ୍ସ ଗ୍ରାଜୁଏଟରୁ ସଫଳ ଆମ୍ବ ଚାଷୀ । ଚାକିରି ଛାଡ଼ି ଚାଷରେ ମନ ଦେଇଛନ୍ତି କୋରାପୁଟ ଲକ୍ଷ୍ମୀପୁର…

କନକ ବ୍ୟୁରୋ: କମ୍ପ୍ୟୁଟର ସାଇନ୍ସ ଗ୍ରାଜୁଏଟରୁ ସଫଳ ଆମ୍ବ ଚାଷୀ  । ଶୁଣିଲେ ଆଶ୍ଚର୍ୟ୍ୟ ଲାଗୁଥିବ ନିଶ୍ଚୟ  । ଉଚ୍ଚ ଶିକ୍ଷା ପରେ ଭୁବନେଶ୍ୱରରେ ଚାକିରୀ କରୁଥିଲେ  । କିନ୍ତୁ କରୋନା ପରେ ପରେ ଚାକିରି ଛାଡ଼ି ଚାଷରେ ମନ ଦେଇଛନ୍ତି କୋରାପୁଟ ଲକ୍ଷ୍ମୀପୁର ମାର୍ୱବାଇଗୁଡାର ଯୁବ ଚାଷୀ ସ୍ୱାଗତ…

ରମାକାନ୍ତଙ୍କ ଗୋ-ପାଳନକୁ ନେଇ ଏବେ ଚର୍ଚ୍ଚା । ପ୍ରାୟ ପଚାଶଟି ଗାଇ ରଖି ନିଜେ ରୋଜଗାର କରିବା ସହ ଅନ୍ୟଙ୍କୁ…

କନକ ବ୍ୟୁରୋ: ମହାମାରୀ କରୋନା ସାରା ବିଶ୍ୱକୁ ଭୟଭୀତ ଓ ବିଚଳିତ କରୁଥିବା ବେଳେ କିଛି ଶିକ୍ଷଣୀୟ ବାର୍ତା ମଧ୍ୟ ଦେଇଛି । ଏହାର ମୁଖ୍ୟ ବାର୍ତା ହେଉଛି ସ୍ୱାବଲମ୍ବୀ ହେବା । ଆମ ଓଡିଶାରୁ ଲକ୍ଷ ଲକ୍ଷ ଲୋକ ବାହାର ଦେଶ ଓ ରାଜ୍ୟରେ ଜୀବନ ଜିବିକା ପାଇଁ କାର୍ୟ୍ୟରତ ଥିଲେ । କରୋନାର ପ୍ରଥମ ଲହର…

ସଂରକ୍ଷଣ ପାଇଁ ସୁବିଧା ନାହିଁ । ଅଭାବୀ ଦରରେ ବିକ୍ରି ହେଉଛି ଟମାଟୋ । ଚିନ୍ତାରେ ଗରଦପୁର ଏବଂ ମାର୍ଶାଘାଈ ବ୍ଲକର ଚାଷୀ…

କନକ ବ୍ୟୁରୋ: ଅମଳ ସମୟରେ ସାଗ ମାଛ ଦରରେ ବଜାରରେ ବିକ୍ରୟ ହେଉଥିଲା ପନିପରିବା ପରିସ୍ଥିତି ଏପରି ହୋଇଛି ଏବେ ଚଢା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି ଚାଷି  । ହଜାର ହଜାର ଟଙ୍କା ଖର୍ଚ୍ଚ କରି କରାଯାଇଥିବ ଚାଷରୁ ଚାଷିର ପରିଶ୍ରମକୁ ଛାଡ ମୁଳବି ଊଠିବା କଷ୍ଟକର ବୋଲି ଅଭିଯୋଗ କରିଛନ୍ତି ଚାଷି…

ରାଜ୍ୟରେ ଆଜି ସୁସ୍ଥ ହେଲେ ୧୨ ହଜାରରୁ ଅଧିକ ରୋଗୀ । ୨୪ ଘଂଟାରେ ଆକ୍ରାନ୍ତଙ୍କ ଠାରୁ ସୁସ୍ଥ ହେଲେ ଅଧିକ ଆକ୍ରାନ୍ତ ।

କନକ ବ୍ୟୁରୋ: କରୋନାକୁ ନେଇ ଭଲ ଖବର ଆସିଛି । ଆଜି ୧୨ ହଜାର ୭୭ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୨ ହଜାର ୭୨ କରୋନା ଆକ୍ରାନ୍ତ ଭଲ ହୋଇଥିବା ବେଳେ ଖୋର୍ଦ୍ଧାରେ ୧୬୧୧ ଜଣ ଭଲ ହୋଇଛନ୍ତି । ସେହିପରି କଟକରୁ ୯୧୬ ଜଣ, ଅନୁଗୁଳରୁ ୫୮୦ ଓ ସମ୍ବଲପୁରରୁ ୫୪୩ ରୋଗୀ…

ସରକାରୀ ଓ ବେସରକାରୀ ହସପିଟାଲରେ ୨୪ ଘଂଟିଆ ହେଲପଡେସ୍କ ବାଧ୍ୟତାମୂଳକ । କୋଭିଡ ହସପିଟାଲରେ ରହିବ କନଫରେନ୍ସ ହଲ,…

କନକ ବ୍ୟୁରୋ: ଉଭୟ ସରକାରୀ ଓ ଘରୋଇ କୋଭିଡ୍ ହସପିଟାଲରେ ହେଲ୍ପ ଡେକ୍ସ ରଖିବାକୁ ବାଧ୍ୟତାମୂଳକ କରାଯାଇଛି । ଏହି ହେଲ୍ପ ଡେକ୍ସ ୨୪ ଘଂଟିଆ କାମ କରିବ । ହସପିଟାଲରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ପରିବାର ଲୋକଙ୍କୁ ଏହି ହେଲ୍ପ ଡେକ୍ସ ସୂଚନା ଦେବ । ଏଥିପାଇଁ କର୍ମଚାରୀ ରଖିବେ ହସପିଟାଲ…

ରୋଜଗାର ଦେଉଛି ଉଦ୍ୟାନ କୃଷି । ଯାଜପୁର ଜିଲ୍ଳା ବଡଚଣା ବ୍ଲକ ଭୁଷଣ୍ଡପୁର ଗାଁର ଅବିନାଶ ରାଉତଙ୍କ ପ୍ରୟାସ । ୪ ଏକର…

କନକ ବ୍ୟୁରୋ: ଶିକ୍ଷିତ ଯୁବକଙ୍କୁ ଉଦ୍ୟାନ କୃଷି ବି ଦେଇପାରେ ରୋଜଗାର । ଅନ୍ୟକୁ କର୍ମସଂସ୍ଥାନ ଦେବା ସହ କରିପାରେ ସ୍ୱାବଲମ୍ବୀ । ଆମେ କହୁଛୁ ଯାଜପୁର ଜିଲ୍ଳା ବଡଚଣା ବ୍ଲକ ଭୁଷଣ୍ଡପୁର ଗାଁର ଅବିନାଶ ରାଉତଙ୍କ କଥା । ନିଜର ୪ଏକର ବିଶିଷ୍ଟ ଫାର୍ମରେ ୪୦ଜଣଙ୍କୁ ନିଯୁକ୍ତି ଦେବା ସହ ବାର୍ଷିକ…