Daily Archives

May 25, 2021

ବାତ୍ୟା ‘ୟାସ୍’ର ତାଜା ଅପଡେଟ୍: ପାରାଦୀପ ଠାରୁ ୧୩୦, ବାଲେଶ୍ୱରରୁ ୨୦୦ କିମି ଦୂରରେ ଅଛି ବାତ୍ୟା ।

କନକ ବ୍ୟୁରୋ: ବାତ୍ୟା ‘ୟାସ୍’ ପାରାଦୀପଠୁ ଏବେ ୧୩୦ କିଲୋମିଟର ଦୂରରେ ଅଛି । ଧାମରାର ଉତ୍ତରରେ ସକାଳୁ ସକାଳୁ ସ୍ଥଳଭାଗ ଛୁଇଁବ ବାତ୍ୟା । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୪୦ରୁ ୧୫୫ କିମି ରହିବ । ଏନେଇ ତାଜା ସୂଚନା ଦେଲା ଆଇଏମଡି । ତେବେ ଲ୍ୟାଣ୍ଡଫଲ ପରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ବାତ୍ୟା ‘ୟାସ୍’ର ତାଜା ଅପଡେଟ୍: ପାରାଦୀପ ଠାରୁ ୧୪୦ କିମି ଦୂରରେ ଅଛି ବାତ୍ୟା ।

କନକ ବ୍ୟୁରୋ: ବାତ୍ୟା ‘ୟାସ୍’ ପାରାଦୀପଠୁ ଏବେ ୧୪୦ କିଲୋମିଟର ଦୂରରେ ଅଛି । ଧାମରାର ଉତ୍ତରରେ ସକାଳୁ ସକାଳୁ ସ୍ଥଳଭାଗ ଛୁଇଁବ ବାତ୍ୟା । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୪୦ରୁ ୧୫୫ କିମି ରହିବ । ଏନେଇ ତାଜା ସୂଚନା ଦେଲେ ଏସଆରସି ପ୍ରଦୀପ ଜେନା । ତେବେ ଲ୍ୟାଣ୍ଡଫଲ ପରେ ଉତ୍ତର-ଉତ୍ତରପଶ୍ଚିମ…

ବାତ୍ୟା ପାଇଁ ରାତି ୧୧ଟାରୁ ଭୁବନେଶ୍ୱର ବିମାନ ବନ୍ଦର ବନ୍ଦ । ୨୭ ତାରିଖ ସକାଳ ୫ଟା ଯାଏଁ ବନ୍ଦ ରହିବ ବିମାନ ବନ୍ଦର ।

କନକ ବ୍ୟୁରୋ: ମାଡି ଆସୁଛି ବାତ୍ୟା ୟାସ । ୟାସ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେବା ସହ ସତର୍କ ରହିଛନ୍ତି । ଏହାସହ ବାତ୍ୟା ପାଇଁ ରାତି ୧୧ଟାରୁ ଭୁବନେଶ୍ୱର ବିମାନ ବନ୍ଦର ବନ୍ଦ ରହିବ । ୨୭ ତାରିଖ ସକାଳ ୫ଟା ଯାଏଁ ବନ୍ଦ ରହିବ ବିମାନ ବନ୍ଦ । ଏନେଇ ସୂଚନା ଦେଲେ ଭୁବନେଶ୍ୱର…

ଆସୁଛି ବାତ୍ୟା ୟାସ୍ । ବାତ୍ୟା ବେଳେ କଣ କରିବେ, ଆଉ କଣ ନକରିବେ । ପଢନ୍ତୁ…

କନକ ବ୍ୟୁରୋ: ଆସୁଛି ବାତ୍ୟା ୟାସ୍ । ବାତ୍ୟା ପାଇଁ ପୂରା ପ୍ରସ୍ତୁତ ଓଡିଶା । କାଲି ସକାଳେ ଭଦ୍ରକରୁ ବାଲେଶ୍ୱର ନିକଟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ଏହାପୂର୍ବରୁ ଲୋକମାନଙ୍କୁ ସ୍ଥାନାସ୍ତରଣ ପ୍ରକ୍ରିୟା ଆରମ୍ଭ କରାଯାଇଛି । ହେଲେ ବାତ୍ୟା ବେଳେ କଣ କରିବା ଉଚିତ ଆଉ କଣ ନକରିବା ଉଚିତ…

ପାରାଦୀପଠାରୁ ୧୬୦ କିମି ଦୂରରେ ବାତ୍ୟା ୟାସ୍ । ବାଲେଶ୍ୱରଠାରୁ ଏବେ ୨୫୦ କିମି ଦୂରରେ ବାତ୍ୟା । ତାଜା ଅପଡେଟ୍ ନେଇ…

କନକ ବ୍ୟୁରୋ: ବାତ୍ୟା ୟାସ୍ ନେଇ ପାଣିପାଗ ବିଭାଗର ତାଜା ଅପଡେଟ୍ । ପାରାଦୀପଠାରୁ ଏବେ ମାତ୍ର ୧୬୦ କିଲୋମିଟର ଦୂରରେ ରହିଛି ବାତ୍ୟା । ସେହିପରି ବାଲେଶ୍ୱରଠାରୁ ଏହି ବାତ୍ୟା ଏବେ ୨୫୦ କିଲୋମିଟର ଦୂରରେ ରହିଛି । ତେବେ ସମୁଦ୍ର ଭିତରେ ଗତ ୬ ଘଂଟା ହେଲା ୟାସ୍ ଘଣ୍ଟା ପ୍ରତି ୧୫ କିଲୋମିଟର…

ମାଡି ଆସୁଛି ବାତ୍ୟା ୟାସ । ବିଭିନ୍ନ ଜିଲ୍ଲାକୁ ପ୍ରବଳରୁ ଅତିପ୍ରବଳ ବର୍ଷାର ଚେତାବନୀ

କନକ ବ୍ୟୁରୋ: ଅତି ଭୀଷଣ ବାତ୍ୟାର ରୂପ ନେଇଛି ସାମୁଦ୍ରିକ ବାତ୍ୟା ୟାସ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ୨୬ ତାରିଖ ସକାଳ ୮ଟା ୩୦ ଯାଏଁ ଗଞ୍ଜାମ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି…