Daily Archives

May 14, 2021

ରାଉରକେଲା ଷ୍ଟେସନରେ କୋଭିଡ୍‌ ସଚେତନତା । ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା

କନକ ବ୍ୟୁରୋ: କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ପାଇଁ ରାଉରକେଲା ଷ୍ଟେସନରେ ପ୍ରଶାସନ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଉଛି। ବାହାର ରାଜ୍ୟରୁ ଆସି ଓହ୍ଲାଉଥିବା ପ୍ରତ୍ୟେକ ଯାତ୍ରୀଙ୍କର ପଞ୍ଜୀକରଣ କରାଯିବା ସହ ଥର୍ମାଲ ସ୍କ୍ରିନିଂ କରାଯାଉଛି। ତା’ ସହିତ ଆରଟିପିସିଆର ନେଗେଟିଭ୍ ରିପୋର୍ଟ କିମ୍ବା…

କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ ବ୍ୟବଧାନ ନିଷ୍ପତିକୁ ଯୁକ୍ତିଯୁକ୍ତ ବୋଲି ମତ ରଖିଲେ ଆମେରିକାର ସଂକ୍ରାମକ ରୋଗ…

କନକ ବ୍ୟୁରୋ: କୋଭିସିଲ୍ଡ ଟିକାର ପ୍ରଥମ ଓ ତ୍ୱିଦୀୟ ଡୋଜ୍ ମଧ୍ୟରେ ବ୍ୟବଧାନକୁ ବଢାଇ ୧୨ରୁ ୧୬ ସପ୍ତାହକୁ ବଢାଇଦେବା ନିଷ୍ପତି ଯୁକ୍ତିଯୁକ୍ତ ବୋଲି କହିଛନ୍ତି ଆମେରିକାର ସଂକ୍ରାମକ ରୋଗ ବିଶେଷଜ୍ଞ ଆନ୍ଥୋନି ଫାଉସି । ଆମେରିକାରେ ବାଇଡେନ ପ୍ରଶାସନର ପ୍ରମୁଖ ସ୍ୱାସ୍ଥ୍ୟ ପରାମର୍ଶଦାତା ଅଛନ୍ତି…

ଗାଜା ସହର ଉପରେ ଇସ୍ରାଏଲର ଭୟଙ୍କର ବିମାନ ଆକ୍ରମଣ । ପ୍ରାଣ ହରାଇଲେ ଗୋଟିଏ ପାଲେଷ୍ଟାଇନ ପରିବାରର ସବୁ ସଦସ୍ୟ ।

କନକ ବ୍ୟୁରୋ : ଗାଜା ସହର ଉପରେ ଇସ୍ରାଏଲର ପ୍ରବଳ ବୋମାମାଡ଼ ଜାରି ରହିଛି । ଏହା ଫଳରେ ଗାଜା ସହରର ବ୍ୟାପକ କ୍ଷତି ହେବା ସହ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଆଜି ଇସ୍ରାଏଲର ବୋମାମାଡ଼ ଫଳରେ ଗାଜାରେ ରହୁଥିବା ଏକ ପାଲେଷ୍ଟାନୀୟ ପରିବାରର ସମସ୍ତ ସଦସ୍ୟ ପ୍ରାଣ ହରାଇଛନ୍ତି ।  ଗୋଟିଏ ଘରେ…

କରୋନା ମହାମାରୀର ତାଣ୍ଡବ ଭିତରେ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ । ନରେନ୍ଦ୍ର ମୋଦୀ କହିଲେ, ପ୍ରଧାନ ସେବକ ହୋଇଥିବାରୁ…

କନକ ବ୍ୟୁରୋ: ଦ୍ୱିତୀୟ ଲହରରେ କରୋନାର ତାଣ୍ଡବ, ଅକ୍ସିଜେନ୍, ଔଷଧ ଏବଂ ଟିକାର ଅଭାବ ନେଇ ସରକାର କଡ଼ା ସମାଲୋଚନାର ଶିକାର ହେଉଥିବା ବେଳେ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି, ଏହି ଭୂତାଣୁ ଯୋଗୁଁ ଲୋକେ ସେମାନଙ୍କ ନିକଟ ସଂପର୍କୀୟଙ୍କୁ ହରାଉଛନ୍ତି । ଦେଶବାସୀ ଦୁଃଖ ଯନ୍ତ୍ରଣା…

ମାସ୍କ ଖୋଲିଲା ଆମେରିକା । ୨ଟି ଡୋଜ କରୋନା ଟିକା ନେଇଥିବା ବ୍ୟକ୍ତିଙ୍କ ପାଇଁ ମାସ୍କ ପିନ୍ଧିବା ନାହିଁ ଆବଶ୍ୟକ ।…

କନକ ବ୍ୟୁରୋ: ଆଜି ଆମେରିକା ପାଇଁ ବହୁତ ବଡ ଦିନ । କରୋନା ଭୂତାଣୁ ବିରୋଧରେ ଲମ୍ବା ଲଢେଇ ଭିତରେ କିଛି ଘଂଟା ତଳେ ସେଂଟର ଫର ଡିଜିଜ କଂଟ୍ରୋଲ ଆଣ୍ଡ ପ୍ରିଭେନସନ୍- ସିଡିସି ଘୋଷଣା କରିଛି ଯେ, ସଂପୂର୍ଣ୍ଣ ଟିକା ନେଇସାରିଥିବା ବ୍ୟକ୍ତି ମାସ୍କ ପିନ୍ଧିବା ଦରକାର ନାହିଁ । ଆପଣ ଘରେ ଥାନ୍ତୁ…

କେହି ରହିବେନି ଭୋକିଲା । କୋଭିଡ ରୋଗୀଙ୍କୁ ରନ୍ଧା ଖାଦ୍ୟ ଯୋଗାଉଛନ୍ତି ଶିଖ ସମ୍ପ୍ରାଦାୟ

କନକ ବ୍ୟୁରୋ: କୋଭିଡ ରୋଗୀଙ୍କ ପାଇଁ ଆଗକୁ ଆସିଲେ ଶିଖ ସମ୍ପ୍ରାଦାୟ । ଘରେ ଆଇସୋଲେସନରେ ରଖି ଚିକିତ୍ସା ହେଉଥିବା ରୋଗୀ ଓ ତାଙ୍କ ପରିବାରକୁ ରନ୍ଧା ଖାଦ୍ୟ ଯୋଗାଉଛନ୍ତି ଶିଖ ଯୁବକମାନେ । ଗୁରୁଦ୍ୱାର ସିଂ ସଭାର ସଦସ୍ୟମାନେ ରବିବାର ଏହି ସେବା ଆରମ୍ଭ କରିଥିଲେ । ଉଭୟ ମଧ୍ୟାହ୍ନ ଭୋଜନ ଓ…