Daily Archives

May 15, 2021

ଦେଶରେ କରୋନା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା । କେନ୍ଦ୍ର ଦେଇଥିବା ଭେନଟିଲେଟର ଅବ୍ୟବହୃତ ହୋଇ ରହୁଥିବାରୁ…

କନକ ବ୍ୟୁରୋ: ଦେଶରେ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବରିଷ୍ଠ ଅଧିକାରୀଙ୍କ ସହିତଦେଶରେ କିପରି ରହିଛି କରୋନା ମୁକାବିଲାର ସ୍ଥିତି ସେନେଇ ଶନିବାର ପ୍୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି । ଦେଶରେ ଟିକାକରଣ ନେଇ ଦେଖା ଦେଇଥିବା ସ୍ଥିତି ସମ୍ପର୍କରେ…

ଭାରତ କିଣିବ ଫାଇଜର ଟିକା । ତୃତୀୟ ତ୍ରୟମାସିକ ସୁଦ୍ଧା ୫ କୋଟି ଡୋଜ୍ ପାଇଁ ଭାରତ ସରକାର କଥାବାର୍ତା କରିଥିବା ସୂଚନା ।

କନକ ବ୍ୟୁରୋ: ଆମେରିକାର ଔଷଧ ନିର୍ମାଣକାରୀ କଂପାନୀ ‘ଫାଇଜର’ଠାରୁ ଟିକା କିଣିବା ଦିଗରେ ଆଗଭର ହୋଇଛି ଭାରତ । ଚଳିତବର୍ଷର ତୃତୀୟ ତ୍ରୟମାସିକ ସୁଦ୍ଧା ୫ କୋଟି ଡୋଜ୍ ଫାଇଜର ଟିକା ଆଣିବା ପାଇଁ କଂପାନୀର ବରିଷ୍ଠ ଅଧିକାରୀଙ୍କ ସହ ଭାରତ ସରକାରଙ୍କ ଅଧିକାରୀମାନେ କଥାବାର୍ତା କରିଛନ୍ତି । ଟିକା…

ସାମୁଦ୍ରିକ ଝଡ ତୌକତେକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ଲୋକଙ୍କୁ ନିରାପଦ ସ୍ଥାନକୁ ନେବାକୁ ବରିଷ୍ଠ…

କନକ ବ୍ୟୁରୋ: ଆରବ ସାଗରରେ ସୃଷ୍ଟ ବାତ୍ୟା ତୌକତେକୁ ନେଇ ଆଜି ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ସହ ଆଲୋଚନା କରିଛନ୍ତି । ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାକୁ ସାମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବାକୁ…

ନରେନ୍ଦ୍ର ପୁଷ୍କରଣୀରେ ଚାପ ଖେଳିଲେ ଠାକୁର । କରୋନା କଟକଣା ଭିତରେ ପାଳନ କରାଗଲା ପରମ୍ପରା । ରଥ ନିର୍ମାଣ ପାଇଁ ବିଜେ…

କନକ ବ୍ୟୁରୋ: କରୋନା କଟକଣା ଭିତରେ ପରମ୍ପରା ଅନୁଯାୟୀ ନରେନ୍ଦ୍ର ପୁଷ୍କରଣୀରରେ ଚାପ ଖେଳିଛନ୍ତି ମହାପ୍ରଭୁ । ଏଥିିସହ ଆଜି ଅନୁକୂଳ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ପୂଜାପାଠ କରାଯାଇ ରଥଯାତ୍ରା ନୀତି ଆରମ୍ଭ ହୋଇଛି । ସେହିପରି ଅଖିମୁଠି…

କରୋନା ସଂକଟ ଭିତରେ ବାତ୍ୟା ବିପଦ । ଭୟଙ୍କର ରୂପ ନେଇ ସ୍ଥଳଭାଗରେ ମାଡ ହୋଇପାରେ ଆରବସାଗରର ସୃଷ୍ଟି ହୋଇଥିବା ବାତ୍ୟା…

କନକ ବ୍ୟୁରୋ: ସାରା ଦେଶ ଯେତେବେଳେ କରୋନାର ଦ୍ୱିତୀୟ ଲହରର ସାଂଘାତିକ ସ୍ଥିତିକୁ ସାମ୍ନା କରୁଛି ଠିକ୍ ସେତିକିବେଳେ ଆରବ ସାଗରରୁ ମାଡି ଆସୁଛି ଅତି ଭୀଷଣ ବାତ୍ୟା ତୈାଟେ । ମଙ୍ଗଳବାର ଅପରାହ୍ନରେ ଏହା ଗୁଜୁରାଟର ପୋରବନ୍ଦର ଏବଂ ନଲିୟା ଭିତରେ ସ୍ଥଳଭାଗକୁ ଛୁଇଁବ । ବାତ୍ୟା ଗତିପଥର ଏହା…

ଫାଇଦା ଦେବ କି ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡର । ବିଶ୍ୱ ବଜାରରୁ ଟିକା କିଣିବା ପାଇଁ ଆସନ୍ତା ୨୦ରୁ ୨୮ ତାରିଖ…

କନକ ବ୍ୟୁରୋ: ରାଜ୍ୟରେ ଟିକା ଅଭାବକୁ ଦୂର କରିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଗ୍ଲୋବାଲ ଟେଣ୍ଡର ଜରିଆରେ ଟିକା କିଣିବାକୁ ଲକ୍ଷ୍ୟ ରଖାଯାଇଛି । ଆସନ୍ତା ୨୦ ତାରିଖରେ ଅନ୍ଲାଇନ ଟେଣ୍ଡର ଆରମ୍ଭ ହେବ । ଆଉ ୨୮ ତାରିଖ ପରେ ଖୋଲାଯିବ ଟେଣ୍ଡର । ଯେଉଁ ଫାର୍ମା କଂପାନୀ…